Latest Odisha News

BREAKING NEWS

ଅନୁବାଦ କବିତା : ଦିନ ଶେଷରେ

ମୂଳ ରଚନା : ସୁଭାଷ ମୁଖୋପାଧ୍ୟାୟ  ପଶ୍ଚିମର ଆକାଶରେ ରକ୍ତ ଗଙ୍ଗା ବୁହାଇ ଦେଇ କୌଣସି ଦୁର୍ଦ୍ଧଶ ଡକାୟତ ପରି ରାସ୍ତାରେ ଯାଉଥିବା ମଣିଷମାନଙ୍କୁ ନାଲି ଆଖି ଦେଖାଇ ଦେଖାଇ ନିଜ ବସାକୁ ଫେରିଗଲା ସୂର୍ଯ୍ୟ । ତାର କିଛି ସମୟ ପରେ ସର ଜମିନ୍ ତଦନ୍ତ କରି ସାରି ଦିନକୁ ରାତି…

ଭାଷା ଭାଗବତ : ବାଣୀ, ଲିପି ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭୁଲ୍‌ ପାରିଲେ ସିନା ଚିହ୍ନି ପାରିବ ନିଜେ ଭୁଲ୍‌ ମାନି ! ନ ଜାଣି, ଦେଲେ ଭୁଲ୍‌ କରି ଜାଣିଲେ, ପାରିବ ସୁଧାରି ତୁଂଡରୁ ଖସିଲେ ବଚନ କରିହୁଏନି ସଂଶୋଧନ ଯାହା ବି ଶୁଣିଥାଏ କାନ ଆକ୍ରାଂତ ହୋଇଥାଏ ମନ ପରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଅଣସର ସେବା ଚାଲିଛି। ଏହି ଅଣସର ବା ଅନବସର ସେବା ଏକ ଗୁପ୍ତ ସେବା। ଏଥିରେ ଶ୍ରୀଜୀଉମାନଙ୍କର ଅଙ୍ଗସେବାର ଅଧିକାର କେବଳ ଦଇତା ଓ ପତି ସେବକମାନଙ୍କର ଥାଏ। ଏହି…

ବୈଧ ଡକ୍ୟୁମେଣ୍ଟ ନ ଥିଲେ ଗାଡ଼ିକୁ ଧରିବ ଇ-ଡିଟେକ୍ସନ ପୋର୍ଟାଲ

ଭୁବନେଶ୍ୱର: ବିନା ବୈଧ କାଗଜପତ୍ରରେ ଗାଡ଼ି ଚଳାଇ ପାରିବେ ନାହିଁ। ଏଥିପାଇଁ ରାଜ୍ୟ ସରକାର ନୂଆ ନିୟମ କରିବାକୁ ଯାଉଛନ୍ତି।ଯାହା ୨୦୨୩ ମସିହା ଜାନୁଆରୀ ୧ ତାରିଖରୁ ଲାଗୁ ହେବ। କେଉଁ ଗାଡ଼ି ଗୁଡ଼ିକ ଅବୈଧ ତାହା ଜାଣିବାକୁ ଇ-ଡିଟେକ୍ସନ ପୋର୍ଟାଲ ଆରମ୍ଭ କରିବାକୁ ଯାଉଛନ୍ତି। ରାସ୍ତାରେ…

ଗୁଜରାଟରେ ବିଜେପିର ବିଜୟ ରଥକୁ ରୋକିପାରିବେ କି କଂଗ୍ରେସ, ଆପ ?

ଅହମ୍ମଦାବାଦ: ଗୁଜରାଟ ନିର୍ବାଚନକୁ ନେଇ ବିଜେପି , କଂଗ୍ରେସ, ଆପ ମଧ୍ୟରେ ଚାଲିଛି କଡା ପ୍ରତିଯୋଗିତା । ୨୭ ବର୍ଷ ଧରି ଗୁଜରାଟରେ ଶାସନ କରୁଛି ବିଜେପି । ଗତ ନିର୍ବାଚନ ଭଳି ଏଥର ମଧ୍ୟ ସରକାର ବିରୋଧୀ ଲହର କିଛି ମାତ୍ରାରେ ରହିଥିବା ରାଜନୀତି ବିଶ୍ଲେଷକମାନେ ଆଶଙ୍କା କରୁଛନ୍ତି । ତେବେ…

କାର୍ତ୍ତିକେଶ୍ୱର ଭସାଣି ବେଳେ ବାଣ ବିସ୍ଫୋରଣ: ୪୦ରୁ ଅଧିକ ଆହତ, ୩୦ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଲିଆ ବଜାର ନିକଟରେ ବୁଧବାର ଏକ ବାଣ ବିସ୍ଫୋରଣରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩୦ ଜଣ ଗୁରୁତର ଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୫ ଜଣ ଶିଶୁ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡା ବାଲିଆ…

‘ପଦ୍ମପୁର ପ୍ରଚାର ଦାୟିତ୍ୱରେ ଥିବା ନେତା ମୋତେ ଉପନିର୍ବାଚନରେ ହରାଇଛନ୍ତି’

ପଦ୍ମପୁର: ପୂର୍ବତନ ବିଧାୟିକା ତଥା ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ରାଧାରାଣୀ ପଣ୍ଡା ବରଗଡ ପଦ୍ମପୁର ଉପନିର୍ବାଚନ ପ୍ରଚାର କରୁଥିବା ବେଳେ ବିସ୍ଫୋରକ ବୟାନ ଦେଇଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ ଭାବେ କହିଦେଇଛନ୍ତି ଯେ ଝାରସୁଗୁଡା ବିଜେପିରେ କନ୍ଦଳ ଭରି ରହିଛି। ନିକଟରେ ବ୍ରଜରାଜନଗରରେ…

ନୂଆ ନିର୍ବାଚନ କମିସନରଙ୍କୁ କେମିତି ନିଯୁକ୍ତ କରିଛ, ଦସ୍ତାବିଜ ଦାଖଲ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ କମିସନର ଅରୁଣ ଗୋଏଲଙ୍କ ନିଯୁକ୍ତି ସମ୍ପର୍କିତ ଫାଇଲ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଆଜି (ନଭେମ୍ବର ୨୪) କୋର୍ଟରେ ଏ ସଂକ୍ରାନ୍ତରେ ସମସ୍ତ ଦସ୍ତାବିଜ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ମୁଖ୍ୟ…

ବଜାରରେ ବିକ୍ରି ହେଉଥିବା ଗୁଡ ଅସଲି କି ନକଲି ଜାଣିବେ କେମିତି?

ନୂଆଦିଲ୍ଲୀ: ଗୁଡ ଏପରି ଏକ ଜିନିଷ, ଯାହା ପ୍ରାୟ ସମସ୍ତେ ଖାଇଥା’ନ୍ତି। ଶୀତ ଋତୁରେ ଏହାର ବ୍ୟବହାର ଅଧିକ ଥାଏ। ଏବଂ ଏହା ନିଶ୍ଚିତ ଭାବରେ ସମସ୍ତ ଘରେ ବ୍ୟବହାର ହୋଇଥାଏ। ବଜାରରେ ଅନେକ ପ୍ରକାରର ଗୁଡ ବିକ୍ରି ହେଉଛି, କିନ୍ତୁ ବଜାରରେ ଯେତେବେଳେ ନକଲି ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବାର…

ତିହାର ଜେଲରେ ଭିଆଇପି କଏଦୀଙ୍କୁ ଭିଆଇପି ସୁବିଧା ନେଇ ବିଜେପି, କଂଗ୍ରେସ କଲେ ପ୍ରଶ୍ନ

ନୂଆଦିଲ୍ଲୀ: ଭାରତର ଜେଲରେ ସାଧାରଣ କଏଦୀ ଏବଂ ଭିଆଇପି କଏଦୀଙ୍କୁ ଭିନ୍ନ ଭିନ୍ନ ସୁବିଧା ମିଳୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୁଏ । ତେବେ ଦିଲ୍ଲୀର ତିହାର ଜେଲରେ ଭିଆଇପି ନେତାଙ୍କୁ ଯେଉଁଭଳି ସୁବିଧା ମିଳୁଛି ତାକୁ ନେଇ ସାରା ଦେଶରେ ଚର୍ଚା ହେଉଛି । ଏହାକୁ ନେଇ ଦିଲ୍ଲୀରେ କଂଗ୍ରେସ ଏବଂ…