Latest Odisha News

BREAKING NEWS

ପଞ୍ଜାବ ଗୁରୁଦାସପୁରରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ୍‌,ଗୁଳି କରି ହଟାଇଲା ବିଏସ୍‌ଏଫ୍‌ ଯବାନ

ଚଣ୍ଡିଗଡ଼ : ପାକିସ୍ତାନ ଡ୍ରୋନକୁ ନେଇ ଆସିଲା ନୂଆ ତଥ୍ୟ । ପୁଣି ଭାରତ ଆକାଶରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ । ପଞ୍ଜାବର ଗୁରୁଦାସପୁର ସେକ୍ଟରରେ ୨ ଟି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବାର ଦେଖିବାକୁ ମିଳିଥିଲା ଯାହାକୁ ଗୁଳି କରି ହଟାଇଛନ୍ତି ସୁରକ୍ଷା ବଳ(BSF) । ଏନେଇ ସୂଚନା ଦେଇଛନ୍ତି…

ଗର୍ଭବତୀ ପତ୍ନୀଙ୍କଠାରୁ ତଲାକ ଚାହୁଁଥିଲେ, ଦେଇଦେଲେ ଏଚଆଇଭି ଇଞ୍ଜେକ୍ସନ

ବିଜୟୱାଡ଼ା: ପାଗଳ କଲା ପରକୀୟା ପ୍ରୀତି । ଭଲ ଲାଗିଲାନି ପତ୍ନୀଙ୍କ ପ୍ରେମ । ତେଣୁ ପତ୍ନୀଙ୍କୁ ଛାଡ଼ି ପ୍ରେମିକାଙ୍କ ପାଖକୁ ଧାଉଁଥିଲେ ଏଇ ବିବାହିତ ପୁରୁଷ ଜଣକ । ତଥାପି ମନ ବୁଝିଲାନି । ପ୍ରେମିକାଙ୍କୁ ପାଇବାକୁ ହେଲେ ପତ୍ନୀଙ୍କଠାରୁ ମୁ୍କ୍ତି ଦରକାର । ରାସ୍ତାରୁ ପତ୍ନୀଙ୍କୁ ହଟେଇବା…

ପ୍ଲାଷ୍ଟିକ ମୁକ୍ତ ହେବ ୭୫ କିମି ବେଳାଭୂମି

ବ୍ରହ୍ମପୁର: ଗଞ୍ଜାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ "ଦି ଇକୋ ୱାରିୟର" ତରଫରୁ ରବିବାର ଗୋପାଳପୁର ବେଳାଭୂମି ସଫେଇ କରାଯାଇଛି। ଏହି ସଫେଇ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବନ ବିଭାଗ ରେଞ୍ଜର ରଜତ କୁମାର ମିଶ୍ର, ଅନ୍ତର୍ଜାତୀୟ ଦୁଃସାହସିକ ନୌଚାଳନା କ୍ରୀଡ଼ାବିତ ମନସ୍ୱନୀ ମହାରଣା, ଜାତୀୟ ସ୍ତରର…

ଫିଫା ବିଶ୍ୱକପ ଫାଇନାଲରେ ହାରିବା ପରେ ଫ୍ରାନ୍ସରେ ହିଂସା ଘଟାଇଲେ ପ୍ରଶଂସକ

ଫ୍ରାନ୍ସ : ଫିଫା ବିଶ୍ୱକପରେ ହାରିବା ପରେ ଫ୍ରାନ୍ସର ଅନେକ ସହରରେ ହିଂସା । ପ୍ରଶଂସକ ଉତ୍ତେଜିତ ହୋଇ ହିଂସା ଘଟାଇଛନ୍ତି । ଜାହିର କରିଛନ୍ତି ଅସନ୍ତୋଷ। ଗାଡି ଭାଙ୍ଗି ନିଆଁ ଲଗେଇ ଦେଇଛନ୍ତି । ପରିସ୍ଥିତି ଜଟିଳ ହେବାରୁ ନିୟନ୍ତ୍ରଣ ପାଇଁ ପୋଲିସ ଟିଅର୍ ଗ୍ୟାସ୍ ପ୍ରଯୋଗ କରିଥିଲା ।…

କାହାକୁ ଗୋଲ୍ଡେନ ବୁଟ୍, ଗୋଲ୍ଡେନ ବଲ୍ ଓ ଗୋଲ୍ଡେନ୍ ଗ୍ଲୋଭ୍ ?

ନୂଆଦିଲ୍ଲୀ: ଏବର୍ଷର ଫିଫା ବିଶ୍ୱକପ୍ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା । ପେଲେ ଓ ଡିଏଗୋ ମାରାଡୋନାଙ୍କ ନାଁ ପରେ ନିଜ ନାଁକୁ ଲେଖିଛନ୍ତି ଲିଓନେଲ୍ ମେସି । କତାରର ଲୁସେଲ୍ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ନାଟକୀୟ ଢଙ୍ଗରେ ପେନାଲ୍ଟି ସୁଟଆଉଟ୍ କରି ଫ୍ରାନ୍ସକୁ ଆର୍ଜେଣ୍ଟିନା ହରାଇବା…

ଆଜିଠୁ ଅଫଲାଇନରେ ଟିକେଟ୍ କିଣିପାରିବେ ହକି କ୍ରିଡ଼ାପ୍ରେମୀ, ୧୧ଟାରୁ ସନ୍ଧ୍ୟା ୭ଯାଏଁ କାଉଣ୍ଟର ଖୋଲା

ଭୁବନେଶ୍ୱର : ଆଜିଠୁ ଅଫଲାଇନରେ ଏବେ ଟିକେଟ ପାଇପାରିବେ ହକି କ୍ରୀଡ଼ାପ୍ରେମୀ ।  ପୂର୍ବାହ୍ନ ୧୧ଟରୁ ସନ୍ଧ୍ୟା ୭ଟା ଯାଏ କାଉଣ୍ଟର ଖୋଲା ରହିବ । ଜାନୁଆରୀ ୧୩ରେ ଭୁବନେଶ୍ୱର, ରାଉରକେଲାରେ ଖେଳାଯିବ ପୁରୁଷ ହକି ବିଶ୍ୱକପ୍‌ । ୨୯ ତାରିଖରେ ଶେଷ ହେବ ଏହି ଟୁର୍ଣ୍ଣାମେଣ୍ଟ । ପୂର୍ବରୁ…

ମିଳିଲେ ନିଖୋଜ ଅମ୍ରିତ, କେଉଁଠି ଓ କିପରି ଥିଲେ?

ନୟାଗଡ଼: ଉଦ୍ଧାର ହେଲା ନୟାଗଡ଼ର ୧୨ ବର୍ଷୀୟ ନିଖୋଜ ଛାତ୍ର ଅମ୍ରିତ ପାତ୍ର । ଓଡ଼ଗାଁ ବ୍ଲକ କୁରାଡ ପଞ୍ଚାୟତ ସୁବୁଦ୍ଧି ସାହିରୁ ନିଖୋଜ ହୋଇଥିଲେ ଅମ୍ରିତ । ୫ ଦିନ ତଳେ ସନ୍ଧ୍ୟାବେଳେ ଟିଉସନରୁ ଘରକୁ ଫେରିବା ବେଳେ ସେ ନିଖୋଜ ହୋଇଯାଇଥିଲେ । ତାଙ୍କୁ କେହି ଅପହରଣ କରିନେଇଥିବା ସନ୍ଦେହ…

୧୯୭୮ ଓ ୧୯୮୬ରେ ବିଶ୍ୱ କପ୍ ଚାମ୍ପିଅନ ହୋଇଥିଲା ଆର୍ଜେଣ୍ଟିନା

ଦୋହା: ଦୋହାର ଲୁସେଲ ଷ୍ଟାଡିୟମରେ ଫାଇନାଲ ଖେଳାଯାଇଥିଲା । ୨ଥର ଚାମ୍ପିଅନ ହୋଇଥିବା ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ହରାଇ ବିଶ୍ୱ ବିଜେତା ହୋଇଛି । ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ବିଶ୍ୱ କପ ଚାମ୍ପିଅନ ହୋଇଥିଲା । ଫାଇନାଲ୍ ଏକ୍ସଟ୍ରାଟାଇମରେ ୩-୩ ଗୋଲରେ…

ଆର୍ଜେଣ୍ଟିନା ଓ ମେସିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା । ତେଣୁ ଆର୍ଜେଣ୍ଟିନା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁଠାରୁ ରୋମାଞ୍ଚକ ଫୁଟବଲ ମ୍ୟାଚ୍ ଭାବେ ମନେରହିବ ବୋଲି କହିଲେ ମୋଦୀ । This will be remembered as one of the most…

କବିତା : କିଛି କୁହୁଡ଼ି,କିଛି କାକର ଆଉ ଡିସେମ୍ବର

ସୁଜାତା ମିଶ୍ର ଡିସେମ୍ବର ଆସିଲେ ଘାସ ଗାଲିଚାରେ କାକର ଖୋଲେ କାଚ ଆଖି.., କୁହୁଡ଼ିର ଝୀନ ଓଢଣୀ ତଳୁ ଝାପ୍ସା ଦିଶେ ପ୍ରକୃତିର ତନୁ.., ଆହା କେଡ଼େ ମନଲାଖି..! ପାଚିଲା ଧାନ ରଙ୍ଗର ପାଟ ଶାଢ଼ୀ ପିନ୍ଧି ହସୁଥାଏ ପଲ୍ଲୀ କ୍ଷେତ.., ମୁଣ୍ଡ ଝାଳ ରକ୍ତ ହୋଇ ବହି ଥାଏ ଯେତେ ଏଇ…