Latest Odisha News

BREAKING NEWS

ସୈାରାଷ୍ଟ୍ରରେ କଂଗ୍ରେସ ଗଡ଼କୁ ଭାଙ୍ଗିପାରିବେ କି ମୋଦି?

ସୈାରାଷ୍ଟ୍ର: ଗୁଜରାଟ ନିର୍ବାଚନ ପାଇଁ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେପି, କଂଗ୍ରେସ ଏବଂ ଆପ ନେତାମାନେ ଘନ ଘନ  ନିର୍ବାଚନ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି । ଏହି ଅବସରରେ ଆଜି ସଂଧ୍ୟାରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଗୁଜୁରାଟର ସୈାରାଷ୍ଟ୍ର ଅଞ୍ଚଳର ବାପି ସହରରେ ରୋଡ…

ଆତଙ୍କ ମାନେ ଆତଙ୍କ, କୈାଣସି ରାଜନୈତିକ ଶକ୍ତି ଏହାକୁ  ଯଥାର୍ଥ କହିପାରିବେ ନାହିଁ: ଜୟଶଙ୍କର

ନୂଆଦିଲ୍ଲୀ: ଆତଙ୍କବାଦ ମୁକାବିଲା ନେଇ କଠୋର ହେବାକୁ ରୋକଠୋକ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଜୟଶଙ୍କର  କହିଛନ୍ତି ଯେ ଆତଙ୍କବାଦ ମାନେ ହିଁ ଆତଙ୍କବାଦ  । ଏହାର ଭିନ୍ନ ଅର୍ଥ କିଛି ହୋଇନପାରେ । କିଛି ରାଜନୈତିକ ଶକ୍ତି ଏହାକୁ ଭିନ୍ନ ଅର୍ଥରେ ବ୍ୟାଖା କରିପାରିବେ…

ଓଡିଶା ପାଇଁ ଗୋଟିଏ ରେଳବାଇ ଜୋନ୍ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ପାଇଁ  ଓଡିଶାରେ ଗୋଟିଏ ରେଳବାଇ ଜୋନ ଗଠନ ନେଇ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ମଧ୍ୟଦେଇ ଯାଇଥିବା ବିଭିନ୍ନ ରେଳ ଜୋନକୁ  ଗୋଟିଏ ଜୋନ ଅଧିନକୁ ଅଣାଯିବା ପାଇଁ ଚିଠିରେ…

ରାଶନ କାର୍ଡରେ ଦତା ଟାଇଟଲ ବଦଳରେ କୁତା ହୋଇଯାଇଥିଲା, ଭୁକି କରି ଅଭିଯୋଗ କଲେ ଉପଭୋକ୍ତା

ବାଙ୍କୁଡା: ପଶ୍ଚିମବଙ୍ଗର ବାଙ୍କୁଡାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଶନିବାର ହଠାତ ଜଣେ ବ୍ୟକ୍ତି ସରକାରୀ ଅଧିକାରୀଙ୍କ ଗାଡି ନିକଟକୁ ଆସି କୁକୁର ପରି ଭୁକିବାକୁ ଲାଗିଲେ । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ପ୍ରକୃତ ଘଟଣା ଜାଣିବା ପରେ ସମସ୍ତେ କିନ୍ତୁ ଉକ୍ତ…

୩୦ ତମ ପିକକ୍ ଶିଶୁମେଳା: ମନ ମୋହିଲା ବେବି ଅଫ ଦି ଇୟର

ଭୁବନେଶ୍ଵର: ୩୩ ତମ ପିକକ୍ ଶିଶୁମେଳାର  ଦ୍ଵିତୀୟ ଦିବସର ମୁଖ୍ୟ ଆକର୍ଷଣ ଥିଲା ବେବି ଅଫ ଦି ଇୟର ଓ ଆଧୁନିକ ନୃତ୍ୟ ର ପ୍ରତିଯୋଗିତା । ଆକର୍ଷଣୀୟ ବେଶ ପୋଷାକରେ ସଜ୍ଜିତ ପିଲାମାନଙ୍କର ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ପ୍ରତିଯୋଗିତାର ବିଚାରକ ଭାବେ ଅଭିଷକ ସାମନ୍ତରାୟ, …

ବସ୍ତି ବାସିନ୍ଦାଙ୍କୁ ମିଳିବ ‘ଆରୋଗ୍ୟମ୍‌’ ସ୍ବାସ୍ଥ୍ୟ ସେବା

ବ୍ରହ୍ମପୁର:ବ୍ରହ୍ମପୁର ସହରର ବସ୍ତି ବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମହାନଗର ନିଗମ ଅଞ୍ଚଳରେ ଶନିବାର ‘ଆରୋଗ୍ୟମ୍‌’ ଯୋଜନାର ଶୁଭାରମ୍ଭ କରାଯାଇଛି। ସହରର ୧୬୧ଟି ବସ୍ତିରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହା ଦ୍ବାରା ବସ୍ତିର…

ଅଷ୍ଟ୍ରେଲିଆଠାରୁ ପୁଣି ହାରିଲା ଇଂଲଣ୍ଡ

ସିଡନୀ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୭୨ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଆଗୁଆ ରହି ଆଗୁଆ ସିରିଜ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫୦ ଓଭରରେ ୮ ୱିକେଟ ହରାଇ ୨୮୦ ରନ କରିଥିଲା ।…

ଲୋକପ୍ରିୟ ଅଭିନେତ୍ରୀ ତବସୁମଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ବରିଷ୍ଠ ଅଭିନେତ୍ରୀ ତବସୁମଙ୍କ ଆଜି ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ହାର୍ଟ ଆଟାକ ଆସିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଜଣେ ଶିଶୁ କଳାକାର ଭାବେ ସେ ୧୯୪୭ରୁ ଅଭିନୟ…

ପରଲୋକରେ ଲେଖିକା କୁମୁଦଲତା ମହାନ୍ତି

ଭୁବନେଶ୍ବର: ବିଶିଷ୍ଟ ଲେଖିକା କୁମୁଦଲତା ମହାନ୍ତିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସ୍ଵର୍ଗତଃ ମହାନ୍ତି ସାହିତ୍ୟର ପ୍ରାୟ ସବୁ ବିଭାଗରେ ଲେଖନୀ ଚାଳନା କରି ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିଥିଲେ। ବିଶେଷ ଭାବରେ ଶିଶୁ ସାହିତ୍ୟ ରଚନା ସହ ଆକାଶବାଣୀ ଓ…

ବାଂଲାଦେଶରେ ଶ୍ରଦ୍ଧା ମର୍ଡର କେସ: ପ୍ରେମିକାକୁ କାଟି ବାକ୍ସରେ ରଖିଲା ପ୍ରେମିକ

ଢାକା: ଶ୍ରଦ୍ଧା ଓ୍ୱାକର ମଡର୍ କେସ୍ ପୂରା ଦେଶକୁ ଦୋହଲାଇ ଦେଇଛି  । ଏ ବର୍ବର ଘଟଣା ମନରୁ ଲିଭୁଣୁ ପୁଣି ସମାନ ଘଟଣା ଘଟିଛି ବାଂଲାଦେଶରେ ।  ରାକ୍ଷସ ପ୍ରେମିକ ନିଜ ପ୍ରେମିକାକୁ ଖଣ୍ଡ ଖଣ୍ଡ କରି କାଟି ଦେଇଛି    ।  ପ୍ରେମିକ ଅବୁ ବକର ପ୍ରଥମେ ଜଣେ ହିନ୍ଦୁ ମହିଳାଙ୍କୁ ନିଜ ପ୍ରେମ ଜାଲରେ…