ଦ୍ୱିତୀୟ ବିବାହ ପରେ ପାଲଟିଗଲେ ବଲିଉଡ଼ର ସଫଳ ଦମ୍ପତ୍ତି
ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରେମୀ ଯୁଗଳଙ୍କ ବିଷୟରେ ଆଲୋଚନା ବେଳେ ସମୀର ସୋନି ଓ ନୀଲମ କୋଠାରୀଙ୍କ ନାମ ସାମ୍ନାକୁ ଆସେ । ଏହି ଦମ୍ପତ୍ତି ଉଭୟ ଗ୍ଲାମର ଦୁନିଆର ବେଶ୍ ଲୋକପ୍ରିୟ । ୯୦ ଦଶକର ଏହି ସୁପରହିଟ୍ ଯୋଡ଼ିଙ୍କର ଆଜି ହେଉଛି ବିବାହ ବାର୍ଷିକୀ । ମଜା କଥା ହେଲା ଦ୍ୱିତୀୟ ବିବାହ…