Latest Odisha News

BREAKING NEWS

ପରଲୋକରେ ଲେଖିକା କୁମୁଦଲତା ମହାନ୍ତି

ଭୁବନେଶ୍ବର: ବିଶିଷ୍ଟ ଲେଖିକା କୁମୁଦଲତା ମହାନ୍ତିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସ୍ଵର୍ଗତଃ ମହାନ୍ତି ସାହିତ୍ୟର ପ୍ରାୟ ସବୁ ବିଭାଗରେ ଲେଖନୀ ଚାଳନା କରି ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିଥିଲେ। ବିଶେଷ ଭାବରେ ଶିଶୁ ସାହିତ୍ୟ ରଚନା ସହ ଆକାଶବାଣୀ ଓ…

ବାଂଲାଦେଶରେ ଶ୍ରଦ୍ଧା ମର୍ଡର କେସ: ପ୍ରେମିକାକୁ କାଟି ବାକ୍ସରେ ରଖିଲା ପ୍ରେମିକ

ଢାକା: ଶ୍ରଦ୍ଧା ଓ୍ୱାକର ମଡର୍ କେସ୍ ପୂରା ଦେଶକୁ ଦୋହଲାଇ ଦେଇଛି  । ଏ ବର୍ବର ଘଟଣା ମନରୁ ଲିଭୁଣୁ ପୁଣି ସମାନ ଘଟଣା ଘଟିଛି ବାଂଲାଦେଶରେ ।  ରାକ୍ଷସ ପ୍ରେମିକ ନିଜ ପ୍ରେମିକାକୁ ଖଣ୍ଡ ଖଣ୍ଡ କରି କାଟି ଦେଇଛି    ।  ପ୍ରେମିକ ଅବୁ ବକର ପ୍ରଥମେ ଜଣେ ହିନ୍ଦୁ ମହିଳାଙ୍କୁ ନିଜ ପ୍ରେମ ଜାଲରେ…

ଏସିଆନ ଟିଟିରେ ବ୍ରୋଞ୍ଜ ଜିତି ଇତିହାସ ରଚିଲେ ମନିକା

ବ୍ୟାଙ୍କକ: ହୁଆମାର୍କ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଟେବୁଲ ଟେନିସରେ ଭାରତର ମନିକା ବାତ୍ରା ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ସେ ପ୍ରଥମ ମହିଳା ଭାରତୀୟ ଖେଳାଳି ଭାବେ ଏହି ଇଂଭେଟରେ ବ୍ରୋଞ୍ଜ ଜିତିଛନ୍ତି । ପୂର୍ବରୁ ସେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ…

ଶ୍ରଦ୍ଧା ହତ୍ୟା ଘଟଣା ଉପରେ ନିର୍ମିତ ହେବ ଫିଲ୍ମ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ କାହାଣୀ । ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ନିକଟରେ ଶ୍ରଦ୍ଧା ହତ୍ୟା ଘଟଣା ଉପରେ ଆଧାରିତ ଏକ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି । ଯାହାକୁ…

ଆନ୍ତର୍ଜାତୀୟ କ୍ରିକେଟରେ ୧୪ ହଜାର ରନ କଲେ ସ୍ମିଥ

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଆନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ୧୪ ହଜାର ରନ ପୂର୍ଣ୍ଣ କରିଛନ୍ତି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ଏହି ଉପଲବ୍ଧି…

ଝିଅ ନିର୍ବନ୍ଧରେ ଡ୍ୟାନ୍ସ କରି ଚର୍ଚ୍ଚାରେ ଆମିର ଖାନ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ବିବାହ କରିବେ ବଲିଓଡ ଷ୍ଟାର ଆମିର ଖାନଙ୍କ ଝିଅ ଇରା  । ମୁମ୍ବାଇରେ ପ୍ରେମିକ ନୁପୂର ଶିଖରେଙ୍କ ସହିତ ନିର୍ବନ୍ଧ କରିଛନ୍ତି ଇରା । ଏହି ଅବସରରେ ଏକ ଗ୍ରାଣ୍ଡ ପାର୍ଟି ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଇରା ଖାନ ଲାଲ୍ ଗାଉନରେ ନଜର ଆସିଥିବା ବେଳେ ଆମିର ଖାନ…

ସାଉଦି କ୍ରାଉନ ପ୍ରିନ୍ସଙ୍କୁ ଆମେରିକୀୟ ସୁରକ୍ଷା, ୨୦୧୪ରେ ମୋଦୀଙ୍କୁ ମିଳିଥିଲା ସମାନ ସୁବିଧା

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଏବେ ଆମେରିକାର ସୁରକ୍ଷା ଚକ୍ଷୁରେ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ । ଆମେରିକୀୟ ପ୍ରବକ୍ତା ବେଦାନ୍ତ ପଟେଲଙ୍କ କହିବାନୁସାରେ, ସାମ୍ୱାଦିକ ଜମାଲ ଖାସୋଗିଙ୍କ ହତ୍ୟା ଅଭିଯୁକ୍ତ କ୍ରାଉନ ପ୍ରିନ୍ସ ସଲମାନଙ୍କୁ  ନିଷିଦ୍ଧାଦେଶ…

ଉଇଗର ମୁସଲିମ ମହିଳାଙ୍କୁ ଚୀନ ଯୁବକଙ୍କ ସହ ଜୋର ଜବରଦସ୍ତ କରାଯାଉଛି ବିବାହ

ବେଜିଂ: ଚୀନ ଉଇଗରରେ ମୁସଲମାନ ଦମନ ନୀତି ବଜାୟ ରଖିଛି । ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟରେ ଏ ନେଇ ଖୁଲାସା ହେବା ପରେ ଚୀନ ତାର ରଣନୀତିରେ ପରିବର୍ତନ କରିଛି । ୱାଶିଂଟନରେ ଥିବା ଉଇଗର ହ୍ୟୁମାନ ରାଇଟ ପ୍ରୋଜେକ୍ଟରେ ପ୍ରକାଶିତ ତଥ୍ୟ ଅନୁସାରେ ଚୀନ ଯୁବକଙ୍କ ସହ ଜୋର ଜବରଦସ୍ତ ଉଇଗର ମୁସଲିମ…

ପଦ୍ମପୁର ଉପନିର୍ବାଚନ: ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ଜାରି କଲେ ବିଜେଡି ଓ ବିଜେପି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ଜାରି କଲେ ବିଜେଡି ଓ ବିଜେପି । ଶାସକ ଦଳ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ବରିଷ୍ଠ ନେତାଙ୍କୁ ନେଇ ୪୦ ଜଣିଆ ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି । ସେହିପରି…