Latest Odisha News

BREAKING NEWS

ଆଜି ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ଫଳ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳ । ଗୁଜରାଟର ୧୮୨, ହିମାଚଳପ୍ରଦେଶର ୬୮ ଆସନ ଲାଗି ଆଜି ଭୋଟ୍ ଗଣତି । ଉଭୟ ରାଜ୍ୟରେ ବିଜେପି କ୍ଷମତା ବଜାୟ ରଖିବା ନେଇ ଆଶାବାଦୀ ଅଛି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି ଆରମ୍ଭ ହେବ । ନଭେମ୍ୱର ୧୨ରେ…

ଆଜି ପଦ୍ମପୁର ଉପନିର୍ବାଚନ ଫଳାଫଳ, ୨୩ ରାଉଣ୍ଡରେ ଗଣତି

ପଦ୍ମପୁର: ଆଜି ଆସିବ ପଦ୍ମପୁର ଉପନିର୍ବାଚନ ଫଳ । ଆଉ କିଛି ସମୟର ଅପେକ୍ଷା । ଟ୍ରେଣ୍ଡ ଧୀରେ ଧୀରେ ବଢିବା ସହିତ ଫଳାଫଳ ଜଣାପଡିବ । ମୋଟ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି । ସାଢେ ୮ଟାରେ ଇଭିଏମ ଭୋଟ୍ ଗଣତି ହେବ ।…

ଦେଇଥିଲେ ପାଇ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ଓଡ଼ିଶାର ପୁରପଲ୍ଲୀରେ ଘୁରି ବୁଲୁଥିବା ଚକୁଳିଆ ପଣ୍ଡାମାନଙ୍କର ଗୀତ ପଦେ ମନେ ପଡେ। “ ଦେଇଥିଲେ ପାଇ ମା’ ଲୋ ଖୋଇଥିଲେ ଖାଇ, ପଡିଆ ବାରିରେ ମା’ ଲୋ ଗୋଧନ ଚରାଇ “ ଅର୍ଥାତ୍ ଦରକାର ସମୟରେ କାହାକୁ କେବେ କିଛି ଦାନ ଦେଇଥିଲା ଲୋକଟିର ଜୀବନରେ…

ଅନୁବାଦ କବିତା : ହେ ସୂର୍ଯ୍ୟ

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ ହେ ସୂର୍ଯ୍ୟ, ଶୀତ ସକାଳର ଦୀର୍ଘ ଏଇ ଥଣ୍ଡା କାକରର ରାତି ପରେ କରୁ ଆମେ ତୁମରି ପ୍ରତୀକ୍ଷା । ଚାଷୀର ଚଞ୍ଚଳ ଆଖି ଧାନ କଟାର ରୋମାଞ୍ଚ ଭରା ଦିନଗୁଡ଼ିକ ପାଇଁ ଅପେକ୍ଷା କଲା ପରି। ହେ ସୂର୍ଯ୍ୟ, ତୁମେ ତ ଜାଣିଛ କେତେ ଅଭାବ ଆମର ଗରମ…

କ୍ଷୀର ସହ ହେଙ୍ଗୁ ଖାଇଲେ ମିଳେ ଏହି ଫାଇଦା …..

ଓଡ଼ିଶା ସମ୍ବାଦ ବ୍ୟୁରୋ : ଦୈନନ୍ଦିନ ଜୀବନରେ ସୁସ୍ଥ ରହିବା ପାଇଁ ଖାଦ୍ୟ ଖାଇବା ନିତାନ୍ତ ଜରୁରୀ  । ବିଭିନ୍ନ ଖାଦ୍ୟ ଭିତରେ କ୍ଷୀର ହେଉଛି ଉତ୍ତମ ପାନୀୟ  ।  ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ  । ତେବେ କ୍ଷୀର ସହ ହେଙ୍ଗୁକୁ କ୍ଷୀରରେ ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ…

ଭାଷା ଭାଗବତ : ଧର୍ମ, ସଂସ୍କୃତି, ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧର୍ମକୁ କଲେ ପ୍ରଦର୍ଶନୀ ହୁଏ ଧର୍ମର ମାନହାନି ରହିବା ସ୍ବଧର୍ମ ସହିତ ହେବାନି ଆଦୌ ପ୍ରଦର୍ଶିତ ବ୍ୟକ୍ତିର ଅଂତରଂଗ ଭକ୍ତି ବୁଦ୍ଧି, ଜ୍ଞାନ, ବିବେକ, ଶକ୍ତି ଲୋଡ଼େନି କାହାର ସ୍ବୀକୃତି ଅଥବା ଗୋଷ୍ଠୀର ସଂପୃକ୍ତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ଘରେ ବିଜେ କରିଥିବା ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ନାରାୟଣ ଓ ବାଡ଼ିନୃସିଂହଙ୍କ ବିଷୟରେ ଆଲୋଚନା କରିବା…

ଜେଲେନସ୍କି ହେଲେ ଟାଇମ ପର୍ସନ ଅଫ ଦି ଇୟର

ଲଣ୍ଡନ: ବିଶ୍ୱ ପ୍ରସିଦ୍ଧ ମାଗାଜିନ ଟାଇମ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମେୟର ଜେଲେନସ୍କିଙ୍କୁ ପର୍ସନ ଅଫ ଦି ଇୟର ୨୦୨୨ ଘୋଷଣା କରିଛି । ଏପରିକି କଭର ପେଜରେ ମଧ୍ୟ ତାଙ୍କୁ ସ୍ଥାନ ଦିଆଯାଇଛି । ରୁଷ ଆକ୍ରମଣ ପରେ ଦେଶକୁ ସେ ଜଣେ ନେତା ଓ ଯୋଦ୍ଧା ଭାବେ ସଂଘର୍ଷ ଜାରୀ ରଖିଛନ୍ତି । ଯାହାକୁ ସାରା…

ମା’ ମମତାକୁ ଗୋଇଠା ମାରି ପ୍ରେମିକ ସହ ଚାଲିଗଲା ଝିଅ

ବ୍ରହ୍ମପୁର:ପ୍ରେମରେ ଅନ୍ଧ ହୋଇ ପ୍ରେମିକ ସହ ଘର ଛାଡ଼ି ଦେଇଥିବା ଜଣେ ଝିଅଙ୍କୁ ମା’ର ମମତା ମଧ୍ୟ ଅଟକାଇ ପାରିଲା ନାହିଁ। ଘରକୁ ଫେରି ଆସିବାକୁ କାନ୍ଦି କାନ୍ଦି ମା’ ନିବେଦନ କରୁଥିଲେ। ଝିଅର ଗୋଡ଼ ଧରିଲେ। ବୁଝାଇଲେ। ତଥାପି କିଛି ବୁଝିଲେନି ଝିଅ। ମା’ଙ୍କ ମମତାକୁ ଗୋଇଠା ମାରି ପ୍ରେମିକ ସହ…

ରୋହିତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ୱେ ଭାରତ ହାରିଲା, ସିରିଜ ହାତେଇଲା ବାଂଲାଦେଶ

ମୀରପୁର: ଆଘାତପ୍ରାପ୍ତ ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ୱେ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶ ୫ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଅଗ୍ରଣୀ ରହି ବାଂଲାଦେଶ ଆଗୁଆ ସିରିଜ ଜିତି ନେଇଛି । ଦ୍ୱିତୀୟ ଥର…