ଲାଡେନକୁ କେବେ ବି ଭେଟି ନାହିଁ; ଅଲ୍କାଏଦା ସହ ଲିଙ୍କ୍କୁ ଅସ୍ୱୀକାର କଲା ବିଶ୍ୱ ଆତଙ୍କବାଦୀ ମକ୍କି
ନୂଆଦିଲ୍ଲୀ: ବିଶ୍ୱ ଆତଙ୍କବାଦୀ ଘୋଷଣା ହୋଇଥିବା ଲସ୍କର ତୋଇବା ଆତଙ୍କବାଦୀ ଅବଦୁଲ ରେହମାନ ମକ୍କି ନିଜକୁ ଅଲ୍କାଏଦା ଓ ଇସ୍ଲାମିକ୍ ଷ୍ଟେଟ୍ ଠାରୁ ଦୂରେଇ ରଖିଛି। ଏହି ଦୁଇ ଆତଙ୍କବାଦୀ ସଂଗଠନ ସହ ତାର କୌଣସି ସମ୍ପର୍କ ନାହିଁ ବୋଲି ମକ୍କି କହିଛି। ଏକ ଭିଡିଓ ଜାରି କରି ଏପରି କହିଛି…