Latest Odisha News

BREAKING NEWS

ପ୍ରଦୀପଙ୍କୁ ବହୁ ପଛରେ ପକାଇଲେ ବର୍ଷା ସିଂ ବରିହା

ପଦ୍ମପୁର: ଶେଷରେ ବାଜି ମାରିଲେ ବର୍ଷା । ଓଡିଶାର ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ଯାଉଛି ଭୋଟ୍ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ବିଜୟୀ । ପ୍ରାୟ ୪୨ ହଜାର ୬୫ ଭୋଟ୍ ବ୍ୟବଧାନରେ ଜିତିଲେ ବର୍ଷା । ବିଜେପି…

ଗୁଜରାଟରେ ପଦ୍ମ ହସୁଛି, ହିମାଚଳରେ ଖସୁଛି

ଅହମଦବାଦ: ଗୁଜରାଟରେ ଇତିହାସ ରଚିବାକୁ ଯାଉଛି । ଗୁଜରାଟରେ କଂଗ୍ରେସକୁ ମୂଳପୋଛ କରି ୧୫୦ରୁ ଅଧିକ ଆସନରେ ଜିତିବାକୁ ଯାଉଛି ବିଜେପି ।  ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ଦେଇ ସାରିଲେଣି ଭୂପେନ୍ଦ୍ର ପଟେଲ । ଏକ ପ୍ରେସ ମିଟରେ ଏ ନେଇ ସୂଚନା…

୧୫ ରାଉଣ୍ଡ ସୁଦ୍ଧା ଟ୍ରେଣ୍ଡ ଜାରି ରଖିଛି ବିଜେଡି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ଫଳାଫଳ । ୧୫ ରାଉଣ୍ଡ ସରିଛି ଭୋଟ୍ ଗଣତି । ଏଯାବତ୍ ଫଳାଫଳ ଅନୁସାରେ, ମାଡ଼ି ମାଡ଼ି ଚାଲିଛି ବିଜେଡି ।  ପ୍ରତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ଆଗରେ ରହୁଛନ୍ତି ।…

ପଦ୍ମପୁରରେ ସ୍ଥିତି ସଜାଡି ପାରିନାହାନ୍ତି ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାନ ଫଳାଫଳ ଧୀରେଧୀରେ ସାମ୍ନାକୁ ଆସୁଛି । ଦୃଶ୍ୟପଟ ପ୍ରାୟ ସ୍ପଷ୍ଟ ହୋଇଗଲାଣି ।  ବର୍ତ୍ତମାନ ସୁଦ୍ଧା ଯାହା ସ୍ଥିତି, ଜଣାପଡ଼ୁଛି ପୁଣି ତାକତ ଦେଖାଇବ ବିଜେଡି । ଯାହା ପଡୁଛି , ୨୦୧୯ ପରଠାରୁ ପ୍ରଦୀପ ପୁରୋହିତ ନିଜ ସ୍ଥିତି ସଜାଡି ପାରିନାହାନ୍ତି । ବରଂ…

ମେକଅପ୍‌ ଖରାପ କରିବାରୁ ଥାନାରେ ଏତଲା ଦେଲେ କନିଆ

ନୂଆଦିଲ୍ଲୀ : ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କର ବହୁତ ଇଚ୍ଛା ରହିଥାଏ । ବିଶେଷ କରି ବିବାହ ସମୟରେ ସୁନ୍ଦର ଦେଖାଯିବା ପାଇଁ ନିକଟସ୍ଥ ବିୟୁଟି ପାର୍ଲରର ସାହାଯ୍ୟ ନେଇଥାଆନ୍ତି  । ତେବେ ଏଭଳି ସ୍ଥିତିରେ ନିକଟରେ ବାହାଘରର ମେକଅପ୍‌ କରି ହଟାହଟା ହୋଇଛନ୍ତି ପାର୍ଲର ମାଲିକ । କନିଆକୁ  …

ଗୁଜରାଟରେ ରେକର୍ଡ ଭାଙ୍ଗିବ ପଦ୍ମ

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ମତଗଣନା ଆରମ୍ଭ ହୋଇଯାଇଛି । ଗୁଜରାଟରେ ବିଜେପି 9ଟି ଆାସନରେ ଜିତି ସାରିଥିବାବେଳେ ୧୫୩ ଆସନରେ ଆଗରେ ରହିଛି ଦଳ   ।  ବିଜେପି ପରେ ୨ୟ ଆସନରେ ରହିଛି କଂଗ୍ରେସ । ୨୦ ଆସନରେ କଂଗ୍ରେସ ଆଗରେ ଥିବାବେଳେ ଆପ ୩ଟି ଆସନରେ ଆଗରେ…

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳି ନ ପାରନ୍ତି ରୋହିତ

ଢ଼ାକା: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଖେଳି ନ ପାରନ୍ତି । ଦ୍ୱିତୀୟ ଦିନିକିଆ ଅବସରରେ ରୋହିତ ଆଘାତପ୍ରାପ୍ତ ହୋଇଥିଲେ । ତେବେ ଏହା ସତ୍ୱେ ସେ ଶେଷ ଭାଗରେ ବ୍ୟାଟିଂ କରିବାକୁ ଆସି ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ । ଅବଶ୍ୟ ଭାରତ ଏହି…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟିଟିଇ ଗୁରୁତର

ଖଡ଼ଗପୁର : ଅନେକ ସମୟରେ ବିଭିନ୍ନ ଦୁର୍ଘଟଣା ଘଟୁଥିବା ବେଳେ ଏଭଳି ଏକ ଛାତିଥରା ଦୃଶ୍ୟ ଆମ ସାମ୍ନାକୁ ଆସିଛି ଯାହାକୁ ଆପଣମାନେ ଦେଖିଲେ ଚକିତ ହୋଇଯିବେ । ତେବେ ଏଭଳି ଛାତିଥରା ଦୃଶ୍ୟ ଖଡ଼ଗପୁର ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା । ଟିଟିଇ ଜଣକ ସହଯୋଗୀଙ୍କ ସହ ଠିଆ ହୋଇ କଥା ହେଉଥିଲେ ।…

ଆତ୍ମସଞ୍ଜମୀ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଗୀତାରେ କହିଲେ - ପୁରୁଷ ଯେତେବେଳେ ଇନ୍ଦ୍ରିୟ ମାନଙ୍କର ଭୋଗରେ ଏବଂ ଫଳାଫଳ କର୍ମରେ ଆସକ୍ତ ରଖେ ନାହିଁ, ସେତେବେଳେ ସେ ସର୍ଵ ସଂକଳ୍ପ ତ୍ୟାଗୀ ଯୋଗାରୂଢ ଆତ୍ମସଞ୍ଜମୀ ଓ ସନ୍ୟାସୀ ବୋଲାଏ । ଜଣେ ରାଜାଙ୍କ କନ୍ୟା ପାଇଁ ବିଭିନ୍ନ…

ପଦ୍ମପୁର ଉପନିର୍ବାଚନ: ଆଗେଇ ଚାଲିଛି ବିଜେଡି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନରେ ବିଜେଡି ଟ୍ରେଣ୍ଡ ଜାରି ରଖିଛି । ୯ମ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୪୪୫ ଭୋଟରେ ଆଗୁଆ ରହିଛି । ବିଜେପି ୩୨୧୪୩, ବିଜେଡି ୪୮୫୮୮, କଂଗ୍ରେସ ୧୭୯୬ ଖଣ୍ଡ ଭୋଟରେ ଆଗୁଆ ଆଛନ୍ତି । ୮ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୫,୫୪୧ ଭୋଟରେ ଆଗୁଆ…