Latest Odisha News

BREAKING NEWS

କଣ୍ଟେନର ପଛରୁ ପିଟିଲା କାର୍‌, ୬ ଜଣଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ତାମିଲନାଡ଼ୁର ଚେଙ୍ଗଲପେଟ ଜିଲ୍ଲାରେ ବଡ଼ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି  । ତିରୁବନ୍ନା ମଲାଇରୁ ଚେନ୍ନାଇ ଫେରୁଥିବା ବାଟରେ ହୋଇଥିଲା ଅଘଟଣ  । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି  । ତେବେ ଏହି ସମସ୍ତ…

ବିଜୟ ନାୟକଙ୍କ ନବମ ଗଳ୍ପ ସଙ୍କଳନ ‘ମାୟାବର୍ତ୍ତ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ବିଦ୍ୟାପୁରୀ ,କଟକଙ୍କ ଦ୍ଵାରା ପ୍ରକାଶିତ ତଥା ଶିଳ୍ପୀ ବଳଦେବ ମହରଥାଙ୍କ ପ୍ରଚ୍ଛଦ ସହ ବିଶିଷ୍ଟ ଲେଖକ ବିଜୟ ନାୟକଙ୍କ ନବମ ଗଳ୍ପ ସଙ୍କଳନ 'ମାୟାବର୍ତ୍ତ' ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଗଳ୍ପ ଲେଖିବା ପାଇଁ ହେଲେ ପ୍ରଥମେ…

୧୭ଜଣିଆ ଓଡ଼ିଶା ରଣଜୀ ଦଳ ଘୋଷଣା କଲା ଓସିଏ

କଟକ: ରଣଜୀ ସିଜନ ପାଇଁ ଘୋଷଣା ହେଲା ଓଡିଶା ରଣଜୀ ଦଳ । ବରୋଦା ଓ ଉତ୍ତରାଖଣ୍ଡରେ ଖେଳାଯିବାକୁ ଥିବା ୨ଟି ଟେଷ୍ଟ ମ୍ୟାଚ୍ ପାଇଁ ୧୭ ଜଣିଆ ଓଡ଼ିଶା ଟିମ୍ ଘୋଷଣା କରିଛି ଓଡ଼ିଶା କ୍ରିକେଟ ସଂଘ । ଅଭିଜ୍ଞ ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକତ୍ୱ ଦିଆଯାଇଛି । ୪ଜଣ ନୂଆ ମୁଁହ ଟିମରେ ସାମିଲ…

କବିତା : ସୁନେଲି କ୍ଷେତ

ତରୁଣ କୁମାର ମିଶ୍ର କାର୍ତ୍ତିକ ଫେରିଲା ମଗୁଶିର ଏବେ ପ୍ରବେଶ ହେଲା ଜଗତେ , ଶାଗୁଆକ୍ଷେତଯେ ସୁନେଲୀରଙ୍ଗରେ ଆମକୁ ଚାହିଁକି ହସେ । ଶସ୍ଯର କେଦାର ଦିଶେ ମନୋହର ପୂର୍ଣ୍ଣଗଭା ରୂପ ଯହିଁ , ପବନ ଦୋଳାରେ ଝୁଲୁଥାଏ ଧୀରେ ଆନନ୍ଦରେ ଗୀତ ଗାଇ । ବଇଶାଖୀ ହଳ ଭାଦ୍ର ବେଉଷଣ ସଙ୍ଗେ…

ଫିଫା ବିଶ୍ୱକପ: କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ

ଦୋହା: ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଯାଇଛି । ଆଉ ୨ଟି ପର୍ଯ୍ୟାୟ ପରେ କିଏ ହେବ ଚାମ୍ପିୟନ ତାହା ସ୍ପଷ୍ଟ ହେବ । ପ୍ରି-କ୍ୱାର୍ଟରରେ ସ୍ପେନକୁ ହରାଇ ମରକ୍କୋ ଆଉ ଏକ ନାଟକୀୟ ଫଳାଫଳ ପ୍ରଦାନ କରିଛି । ନେଦରଲାଣ୍ଡ ୩-୧ରେ ଆମେରିକାକୁ, ଆର୍ଜେଂଟିନା ୨-୧ରେ…

୧୦ ହଜାର ଟଙ୍କାରୁ କମରେ ପାଇବେ ଏହି 5G ଫୋନ୍

ଭୁବନେଶ୍ୱର: ଟେକ୍ନୋଲୋଜି ବଦଳିବା ସହ ଖର୍ଚ୍ଚ ବଢ଼ୁଛି । 4G ପରେ ଏବେ ବଜାରକୁ 5G ଆସି ସାରିଛି । ଦେଶର ଅନେକ ସ୍ଥାନରେ 5G ସେବା ମଧ୍ୟ ଆରମ୍ଭ ହୋଇ ସାରିଛି । ଅନେକ ତାଙ୍କ ପୁରୁଣା ଫୋନରେ 5G ଚାଲିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ବଢ଼ୁଥିବା ଦାମ, ବିଗୁଡ଼ୁଥିବା ବଜେଟ୍ ଭିତରେ…

ଦିଲ୍ଲୀ ଏମସିଡି ନିର୍ବାଚନ ପୋଛିନେଲା ଆପ୍, ୧୫ ବର୍ଷର ବିଜେପି ଶାସନର ଅବସାନ

ନୂଆଦିଲ୍ଲୀ: ଭାଙ୍ଗିଲା ବିଜେପି ଗଡ଼ । ଆସିଲା ଆପ୍ ରାଜୁତି । ଦିଲ୍ଲୀ ନଗରନିଗମ ସିଂହାସନରୁ ୧୫ବର୍ଷର ଶାସକ ବିଜେପିକୁ ହଟାଇପାରିଛି ଆମ ଆଦମୀ ପାର୍ଟି । ଜିତିବା ପାଇଁ ୧୨୬ ମ୍ୟାଜିକ ନମ୍ୱର ଥିବାବେଳେ ପ୍ରାପ୍ତ ସୂଚନା ଅନୁସାରେ ୨୫୦ଟି ଓ୍ୱାର୍ଡରୁ ଆପ୍ ୧୩୦ ସିଟ୍ ଜିତିଥିବା ବେଳେ ବିଜେପି…

ସୁପ୍ରିମ କୋର୍ଟରେ ନୋଟବନ୍ଦୀ ମାମଲାର ଶୁଣାଣି ଶେଷ

ନୂଆଦିଲ୍ଲୀ: ନୋଟବନ୍ଦୀକୁ ଚାଲେଞ୍ଜ କରି ସୁପ୍ରିମ କୋର୍ଟରେ ହୋଇଥିବା ମାମଲାର ଶୁଣାଣି ହୋଇଛି । ୬ ବର୍ଷ ତଳେ ଅର୍ଥାତ ୨୦୧୬ରେ ହୋଇଥିବା ଏହି ନୋଟବନ୍ଦୀ ମାମଲାର ଶୁଣାଣି ସୁପ୍ରିମେକାର୍ଟର ସାମ୍ବିଧାନିକ ପୀଠରେ ହୋଇଯାଇଛି । ଜଷ୍ଟିସ ଏସଏସ ନଜୀରଙ୍କ ସାମ୍ବିଧାନିକ ପୀଠାରେ ସମସ୍ତ ପକ୍ଷ…

ସୁନା ଦୋକାନରେ ଚାକିରି ଦେବା ନାଁରେ ବର୍ଷା ନେଇଛନ୍ତି ୩୦ ହଜାର, ଏତଲା ଦେଲେ ମହିଳା

ଭୁବନେଶ୍ୱର: ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ହୋଇଛି । ଅଭିନେତ୍ରୀ ବର୍ଷାଙ୍କ ସହ ଆୟୁଷୀ ପ୍ରିୟଦର୍ଶିନୀ ଓ ଜଣେ ବ୍ୟବସାୟୀଙ୍କ ନାଁରେ ଏତଲା ଦେଇଛନ୍ତି ଅଭିଯୋଗକାରିଣୀ । ସହିଦନଗର ଥାନାରେ ହୋଇଥିବା ଏତଲା ପ୍ରକାରେ,…

ଝାରସୁଗୁଡ଼ା ବିସିପାଲିରେ ବିରଳ ଶାଗୁଣା ଉଦ୍ଧାର

ଝାରସୁଗୁଡ଼ା :  ଝାରସୁଗୁଡ଼ା ବିସିପାଲି ଗାଁରେ ଠାବ ହୋଇଛି ଏକ ବିରଳ ପ୍ରଜାତିର ଶାଗୁଣା । ଯାହା ଗରୁଡ଼ ପରି ଦେଖାଯାଉଛି । ଯାହାକୁ ହିମାଳୟ ଗରୁଡ଼ ଶାଗୁଣା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଶାଗୁଣାଟିକୁ ପ୍ରଥମେ କିଛି ଯୁବକ ଠାବ କରିଥିଲେ । ଶାଗୁଣାଟି ଚାଲିବାକୁ ଓ ଉଡ଼ିବାକୁ ସକ୍ଷମ…