Latest Odisha News

BREAKING NEWS

ଲମ୍ପି ରୋଗ ଭୟରେ ପୂଜାର୍ଚ୍ଚନା

ବ୍ରହ୍ମପୁର: ଗଞ୍ଜାମ ଜିଲାର ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଗାଈ ବାଛୁରୀଙ୍କ ଶରୀରରେ ଲମ୍ପି ରୋଗ ଦେଖିବାକୁ ମିଳିଛି। ଶତାଧିକ ଆକ୍ରାନ୍ତ ହୋଇଥିବା ବେଳେ ବହୁ ଗାଈର ମୃତ୍ୟୁ ହେଲାଣି। ରୋଗ ଭଲ ହେଉନଥିବା ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳୁଛି। ଅନେକ ଏଥିପାଇଁ ପୂଜାର୍ଚ୍ଚନା…

କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା, ହିତାଧିକାରୀଙ୍କ ଖାତାକୁ ଗଲା ୪୩ କୋଟି

ଭୁବନେଶ୍ୱର: ଘୋଷଣା ଅନୁଯାୟୀ ଆଜି ସହାୟତା ପାଇଛନ୍ତି କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜିନାଲ୍ କର୍ମଚାରୀ । ମଧ୍ୟବର୍ତ୍ତୀ କାଳୀନ ସହୟତା ଭାବରେ ତୋଳାଳି ୧ ହଜାର ଟଙ୍କା ପାଇଥିବା ବେଳେ ବନ୍ଧାଳି ଓ ସିଜିନାଲ କର୍ମଚାରୀଙ୍କୁ ମିଳିଛି ୧୫୦୦ ଟଙ୍କା । ଆଜି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ…

ଅନ୍ତରୀକ୍ଷରେ ଆଉ ୨୪ ପୃଥିବୀ !

ଭୁବନେଶ୍ୱର: ପୃଥିବୀ ଛଡ଼ା କୌଣସି ଗ୍ରହରେ ଜୀବନଧାରଣ ସମ୍ଭବ କି ? ଯଦି ହଁ ତେବେ କେଉଁଠି ରହୁଛନ୍ତି ଏଲିୟନ୍ସ ? ଏମିତି ଅନେକ ପ୍ରଶ୍ନକୁ ନେଇ ସୃଷ୍ଟିର ବଡ଼ ଜୀବ ମଣିଷ ଗବେଷଣା ଜାରି ରଖିଛି । ଏବେ ବୈଜ୍ଞାନିକଙ୍କୁ ଏମିତି ୨୪ଟି ଗ୍ରହ ମହାକାଶରେ ମିଳିଛି, ଯାହା ଜୀବନଧାରଣ ପାଇଁ ପୃଥିବୀ ଠାରୁ…

ଶ୍ରୀମନ୍ଦିର ନାଟମଣ୍ଡପର ଯାଞ୍ଚ କଲେ ଏଏସ୍ଆଇ

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପର ମରାମତି ଦିଗରେ ତତ୍ପରତା । ଆଜି ଶ୍ରୀମନ୍ଦିର ନାଟ ମଣ୍ଡପ ଯାଞ୍ଚ କରିଛନ୍ତି ଏଏସ୍ଆଇ ଉପରିସ୍ଥ ଅଧିକାରୀ ଓ ବିଶେଷଜ୍ଞ ଟିମ୍ । କ୍ରାକ୍‌ ମିଟର ମନିଟରିଂ ମଧ୍ୟ କରାଯାଇଛି । ରିଡିଙ୍ଗ ଅନୁଯାୟୀ ନାଟମଣ୍ଡପର ସ୍ଥିତି ସେତେଟା ଖରାପ ନାହିଁ ବୋଲି ଜଣାପଡିଛି । ଏହି…

ଲେଖିକାମାନେ ସ୍ୱଚ୍ଛନ୍ଦରେ ନିଜ ଭାବକୁ ପ୍ରକାଶ କରିପାରନ୍ତି ନାହିଁ : ପ୍ରତୀକ୍ଷା ଜେନା

ସମକାଳୀନ ଓଡ଼ିଆ ସାହିତ୍ୟରେ ପ୍ରତୀକ୍ଷା ଜେନା ଏକ ସଶ୍ରଦ୍ଧ ଉଚ୍ଚାରଣ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କବିତା…

‘ରାଜ୍ୟ ସରକାର ଜାଗା ନଦେଲେ ରେଳ ଲାଇନ୍ କିପରି ହେବ?’

ପଦ୍ମପୁର: ପାଇକମାଳରେ ମାଳ ମାଳ ବିଜେପି ନେତା । ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାରରେ ସାମଲ ହୋଇଛନ୍ତି ୨ କେନ୍ଦ୍ର ମନ୍ତ୍ରୀ । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହିତ ଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ ଟୁକୁନି ସାହୁଙ୍କ ରେଳମନ୍ତ୍ରୀଙ୍କୁ ଚିଠି ପ୍ରସଙ୍ଗ ଉଠିଥିଲା…

ବିଦ୍ୟାଳୟକୁ ଆସୁନି ଚାଉଳ, ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ଛାତ୍ରଛାତ୍ରୀ

ଯାଜପୁର : ବିଦ୍ୟାଳୟରେ ଦୀର୍ଘଦିନ ଧରି ବନ୍ଦ ରହିଛି ମଧ୍ୟାହ୍ନ ଭୋଜନ । ଉପାସରେ ଘରକୁ ଫେରୁଛନ୍ତି ଛାତ୍ର ଛାତ୍ରୀ । ବିଂଝାରପୁର ବ୍ଲକର ବିଦ୍ୟାଳୟକୁ ଦୀର୍ଘଦିନ ହେଲା ଚାଉଳ ଆସୁନଥିବାରୁ ମଧ୍ୟାହ୍ନ ଭୋଜନ ହେଉନଥିବା ଅଭିଯୋଗ କରିଛନ୍ତି ଶିକ୍ଷକ । ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ର ଛାତ୍ରୀ ଘରକୁ…

ରାଜଧାନୀରେ ଗର୍ଜିଲେ ପ୍ରାଥମିକ ଶିକ୍ଷକଙ୍କ ସହ ଅମଲା ସଂଘ

ଭୁବନେଶ୍ୱର: ଲୋୟର ପିଏମଜିରେ ହଜାର ହଜାର ପ୍ରାଥମିକ ଶିକ୍ଷକ ବିଶାଳ ବିକ୍ଷୋଭ କରିଛନ୍ତି । ଶିକ୍ଷା ସହାୟକ ଭାବେ ନିଯୁକ୍ତ ପାଇଥିବା ଶିକ୍ଷକଙ୍କ ପ୍ରଥମ ୬ ବର୍ଷକୁ ଚାକିରି କାଳ ସହ ଗଣନା କରାଯାଉ । ଏଥିସହ ୬ଟି ଇଙ୍କ୍ରିମେଣ୍ଟ କରାଯାଉ । ସମସ୍ତ ଠିକା ନିଯୁକ୍ତିକୁ ଉଚ୍ଛେଦ କରି କେନ୍ଦ୍ରୀୟ…

ପଦ୍ମପୁରରେ ପଦ୍ମ ଦଳର ହେଭିଓ୍ୱେଟ୍ : ଫସଲ ବୀମା ଟଙ୍କାକୁ ନେଇ ତୋମାରଙ୍କ ତୀର

ପଦ୍ମପୁର : ବଗରଡ଼ ଜିଲ୍ଲା ପଦ୍ମପୁର ବଢୁଛି ଉପନିର୍ବାଚନ ତାତି । ପଦ୍ମପୁରର ପାଇକମାଳରେ ପଦ୍ମ ଦଳର ହେଭିଓ୍ୱେଟ୍ ମନ୍ତ୍ରୀ ।  ରାଜ୍ୟର କୃଷି ବହୁଳ ଜିଲ୍ଲା ବରଗଡରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଆଜି ତୋମାର ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ…

ଜୟନାରାୟଣ ମିଶ୍ରଙ୍କୁ ପଦ୍ମପୁର ବାରଣ ହେଉ: ସିଇଓଙ୍କୁ ଫେରାଦ୍ ହେଲା ବିଜେଡି

ଭୁବନେଶ୍ୱର:  ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ସିଇଓଙ୍କୁ ଫେରାଦ୍ ହେଲା ବିଜେଡି । ଗତକାଲି ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମହିଳାମାନଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛି ବିଜେଡିର ପ୍ରତିନିଧି ଦଳ । ଶାସକ ଦଳର ପ୍ରତିନିଧିମାନେ ପିଟିସନ ସହିତ ପେନ…