Latest Odisha News

BREAKING NEWS

ବେଲଜିୟମ ହାରିବା ସହ୍ୟ କରି ପାରିଲେନି ପ୍ରଶଂସକ, ବ୍ରୁସେଲ୍ସରେ ଦଙ୍ଗା ପରିସ୍ଥିତି

ବ୍ରୁସେଲ୍ସ: କତାରରେ ଚାଲିଥିବା ଫୁଟବଲ ବିଶ୍ୱକପରେ ମରକ୍କୋ ନିକଟରୁ ବେଲଜିୟମର ପରାସ୍ତକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି । ମ୍ୟାଚ ପରେ ରାଜଧାନୀ ବ୍ରୁସେଲ୍ସରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ କଡା ପଦକ୍ଷେପ ଗ୍ରହଣ…

ଆର୍ନ୍ତଜାତିକ ମହାକାଶ କେନ୍ଦ୍ରରେ ହେବ ଚାଷ, ଟମାଟୋ ମଞ୍ଜି ପଠାଇଲା ନାସା

ନୂଆଦିଲ୍ଲୀ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ଅନେକ ସାମଗ୍ରୀ ପଠାଇଛି ନାସା । ମହାକାଶରେ ଖାଦ୍ୟ ଉତ୍ପାଦନ ପାଇଁ ପରୀକ୍ଷାମୂଳକ ଭାବେ ପନିପରିବା ଚାଷ କରାଯାଉଛି। କିନ୍ତୁ, ତଟକା ଖାଦ୍ୟ ସଙ୍କଟ ହେଉଥିବାରୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ରହୁଥିବା ମହାକାଶଚାରୀମାନେ ସଂରକ୍ଷିତ ଥିବା…

ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ଆୟକର ରେଡ୍

ପଦ୍ମପୁର: ପଦ୍ମପୁରରେ ରେଡ୍ କରୁଛି କେନ୍ଦ୍ରୀୟ ଆୟକର ଟିମ୍ । ୩ ବିଜେଡି କର୍ମୀଙ୍କ ଘରେ ଚାଲିଛି ଆୟକର ରେଡ୍ । ୩ ଜଣଯାକ ପ୍ରତିଷ୍ଠିତ ବ୍ୟବସାୟୀ । ତିନିଜଣଙ୍କ ଘରକୁ ଜଗିଛନ୍ତି ସଶସ୍ତ୍ର ସିଆରପିଏଫ୍ । ବହିଦାରପଡାର ମହମ୍ମଦ ସାଜିଦ, ସାହୁପଡାର ମାନଭଞ୍ଜନ ସାହୁ ଓ ବଡପଡାର ଗଜୁ ଅଗ୍ରଓ୍ୱାଲଙ୍କ…

ଖସୁଛି ପାରଦ, ବଢୁଛି ଶୀତ : ସେମିଳିଗୁଡା ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ, ଖସୁଛି ପାରଦ । ଅସ୍ତବ୍ୟସ୍ତ ହୋଇଛି ଜୀବନ । ଆଭ୍ୟନ୍ତରୀଣ ଓଡ଼ିଶାରେ ଥରାଉଛି ଶୀତ । ରାତି ତାପମାତ୍ରା ଦୈନିକ କମୁଥିବାର ପରିଲକ୍ଷିତ ହେଉଛି । ଗତକାଲି ରାତିରେ କୋରାପୁଟର ସେମିଳିଗୁଡାରେ ସର୍ବନିମ୍ନ ରାତି ତାପମାତ୍ରା ୫.୬ଡିଗ୍ରୀ ରେକର୍ଡ ହୋଇଛି ।…

ଏସ୍ଏମସି ପାଓ୍ୱାର ଜେନେରେସନରେ ଦୁର୍ଘଟଣା: ଉତ୍ତପ୍ତ ଲୁହା ପିଣ୍ଡ ପଡି ପୋଡ଼ିଗଲେ ଶ୍ରମିକ

ଝାରସୁଗୁଡା: ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର। ଏସଏମସି ପାଓ୍ୱାର ଜେନେରେସନ କାରଖାନାରେ ନିଆଁରେ ପୋଡି ଗୁରୁତର ହୋଇଛନ୍ତି ଶ୍ରମିକ ମହାବୀର ମାଝୀ। ତାଙ୍କର ଶରୀରର ୭୦ ପ୍ରତିଶତ ଅଂଶ ପୋଡ଼ିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବୁର୍ଲାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ…

ପାଓ୍ୱାର ଟାଓ୍ୱାରରେ ଲାଗିଲା ବିମାନ, ୯୦ହଜାର ଅନ୍ଧାରରେ କାଟିଲେ ରାତି

ଓ୍ୱାଶିଂଟନ: ଆମେରିକାରେ ବିଦ୍ୟୁତ ଟାଓ୍ୱାରରେ ଲାଗିଲା ବିମାନ । ପ୍ରାୟ ୯୦ ହଜାର ଲୋକ ଅନ୍ଧାରରେ କାଟିଥିଲେ ରାତି । ମୋଣ୍ଟେଗୋମରି କାଉଣ୍ଟିରେ ଏକ ଛୋଟ ବିମାନ ଇଲେକ୍ଟ୍ରିକ୍ ତାରରେ ଝୁଲିପଡିଥିଲା । ଫଳରେ କରେଣ୍ଟ କଟ୍ ହୋଇ ସହର ପୂରା ଅନ୍ଧାର ହୋଇଯାଇଥିଲା । ବିମାନରେ ୨ଜଣ ଥିଲେ ବି ସେମାନେ…

ପଦ୍ମପୁରରେ କେନ୍ଦ୍ରମନ୍ତ୍ରୀଙ୍କ ଗୁଇନ୍ଦାଗିରି ସନ୍ଦେହ, ବିଜେପି ଦେଲା ଏତଲା

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଗସ୍ତରେ ଥିବା ୨ କେନ୍ଦ୍ରମନ୍ତ୍ରୀଙ୍କ ଗୁଇନ୍ଦାଗିରି ସନ୍ଦେହ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଗୁଇନ୍ଦା ଗିରି ସନ୍ଦେହ । ସୋହେଲାରେ ଜଣେ କର୍ମୀଙ୍କ ଘରେ ଖାଉଥିଲେ ୨ କେନ୍ଦ୍ରମନ୍ତ୍ରୀ । ସାଂସଦ…

ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

କଟକ: କେନ୍ଦ୍ରପଡା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଆଖି ବୁଜିଲେ ଆଉ ଜଣେ ଗୁରୁତର । କଟକ ଏସସିବି ଆଇସିୟୁରେ ଚିକିତ୍ସାଧୀନ ଥିବା ପିଣ୍ଟୁ ଖାନଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପୂର୍ବରୁ ଉଦୟ ଭୋଇ ନାମକ ବାଣୁଆର ମୃତ୍ୟୁ ହୋଇଥିଲା । ପିଣ୍ଟୁଙ୍କୁ ମିଶାଇ ବାଣ ବିସ୍ଫୋରଣ ମାମଲାରେ ମୃତ୍ୟୁ…

କବିତା : ଅଜଣା ସକାଳ

ଶଶାଙ୍କ ପଣ୍ଡା ଅଜଣା ଘଡ଼ଘଡ଼ିରେ ଭାଙ୍ଗିଗଲା ସୁନେଲି ସପନଟା ସୂର୍ଯ୍ୟୋଦୟର ନଥିଲା ଚିହ୍ନବର୍ଣ୍ଣ ଧୂସର ଧୂସର ଲାଗୁଥିଲା ସମ୍ପୂର୍ଣ ଆକାଶଟା। ବୁଢ଼ା ବରଗଛରେ ଥିଲା ଏକ ଅସହାୟ କୋଇଲି ଅଶ୍ରୁଳ ରାବରେ କାନ ହେଉଥିଲା ସ୍ତବ୍ଧ ଯେମିତି କୋଇଲି ଆଉ ମୁଁ ପରସ୍ପର ଗୋଟେ ଅଜଣା…

ଭାଷା ଭାଗବତ : କଥା କହୁଁ ଓ ଶୁଣୁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କଥା କହିଲେ ବେଶି ବେଶି ପବନେ ଯାଏ ସବୁ ମିଶି କଥା ଶୁଣିଲେ ବେଶି ବେଶି ମନ ମଧ୍ୟରେ ରହେ ଆସି କହିଲେ, ପାଏ ଯେ ଆନଂଦ ତା' ମନେ ରହିଥାଏ ଦ୍ବଂଦ୍ବ ନିଜର ବାଣୀ ନିଜେ ଶୁଣି ନିଜକୁ କହେ ' ମହାଜ୍ଞାନୀ ' ଅନ୍ୟମାନଂକ…