ଉଦାସୀନତା
ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ଉଦାସୀନତା ହେଉଛି ଏକ ମାନସିକ ବିକୃତି । ଏଥିରେ, ବ୍ୟକ୍ତି ଅବସାଦଗ୍ରସ୍ତ ହୁଏ ଏବଂ ନକାରାତ୍ମକ ଚିନ୍ତାଧାରା ସର୍ବଦା ମନରେ ଆସେ । ଅନେକ ଥର ଜଣେ ବ୍ୟକ୍ତି ପରିସ୍ଥିତି ସାମ୍ନାରେ ଏତେ ନିଜକୁ ଅସହାୟ ଅନୁଭବ କରେ ଯେ ସେ ତୃତୀୟ ପନ୍ଥା…