Latest Odisha News

BREAKING NEWS

ଅଶୋଧିତ ତେଲ ଦର ଢେର କମିଲାଣି, କିନ୍ତୁ କାହିଁକି ପେଟ୍ରୋଲ ଓ ଡିଜେଲ ଦର କମୁନାହିଁ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ସରକାରୀ ତୈଳ କମ୍ପାନୀଗୁଡିକ ବ୍ୟାରେଲ ପିଛା ହାରାହାରି ୮୯.୫୭ ଡଲାରରେ ଅନ୍ତର୍ଜାତୀୟ ବଜାରରୁ ଅଶୋଧିତ ତେଲ ଏବେ କିଣୁଛନ୍ତି। ଏହା ହେଉଛି ନଭେମ୍ବର ମାସର ଦାମ । ତେବେ ଚଳିତ ବର୍ଷ ଫେବୃଆରୀରେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୯୪.୦୭ ଡଲାର ଥିଲା। ଅର୍ଥାତ୍…

ନୂଆ ମୋବାଇଲ ଆଣିବା ନେଇ ମୁଣ୍ଡ ଖଟାଉଛନ୍ତି କି ମସ୍କ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟେସଲା ସିଇଓ ଏଲୋନ୍ ମସ୍କ ଶନିବାର କହିଛନ୍ତି ଯେ ଆପଲ୍ ଏବଂ ଗୁଗଲ୍ ଆପ୍ ଷ୍ଟୋରରୁ ଯଦି ଟ୍ୱିଟରକୁ ହଟାଇଦେବେ ତାହେଲେ ସେ ଏକ ବିକଳ୍ପ ସ୍ମାର୍ଟଫୋନ ତିଆରି କରିବେ। ସେ କହିଛନ୍ତି ଯେ ଏହି ସ୍ମାର୍ଟଫୋନ୍ ଆପଲ୍ ଏବଂ ଆଣ୍ଡ୍ରଏଡ୍ ମୋବାଇଲ ସହିତ ପ୍ରତିଦ୍ୱନ୍ଦ୍ୱିତା…

ସୁରଟର ଅର୍ଥନୀତିକୁ ମଜବୁତ କରିବାରେ ଓଡ଼ିଆଙ୍କ ଅବଦାନ ଅତୁଳନୀୟ: ଧର୍ମେନ୍ଦ୍ର ପ୍ରଧାନ

ସୁରଟ: ଗୁଜୁରାଟ ସୁରଟର ଅର୍ଥନୀତିକୁ ମଜବୁତ୍ କରିବାରେ ଓଡ଼ିଆ ଲୋକଙ୍କ ଯୋଗଦାନ ଅତୁଳନୀୟ ବୋଲି ଶନିବାର ଓଡ଼ିଆ ସମୁଦାୟଙ୍କୁ ଭେଟି ଆୟୋଜିତ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସୁରଟର…

ପ୍ରତିଷ୍ଠା ଦିବସ ପାଇଁ ଝଲସୁଛି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ରବିବାର ପାଳିତ ହେବ। କ୍ୟାମ୍ପସ୍‌ ପରିସରକୁ ସଫେଇ କରାଯିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ ୮୦ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାରୁ ଏହା କିଭଳି ଅଧିକ ଆକର୍ଷଣୀୟ ହେବ ସେଥିପ୍ରତି ଗୁରୁତ୍ବ…

ଛୋଟ ଅପରାଧ କରି ଜେଲରେ ଫସିଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତା କରିବାକୁ ଆହ୍ୱାନ କଲେ ମହାମହିମ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ସମ୍ବିଧାନ ପ୍ରତିଷ୍ଠା ଦିବସ ଅବସରରେ ଯୋଗ ଦେଇ ନିଜର ଅଭିଭାଷଣ ରଖିଛନ୍ତି। ଯେଉଁଥିରେ ଜେଲରେ ଥିବା ବନ୍ଦୀଙ୍କ ଅଧିକାର ବାବଦରେ ଗୁରୁତ୍ୱ ଦେଇଛନ୍ତି। ଛୋଟ ମୋଟ ଅପରାଧ କରି ଅନେକ ଏବେ ଜେଲରେ ରହିଛନ୍ତି। ସେମାନେ କିନ୍ତୁ ଆଇନକୁ…

ପଦ୍ମପୁରରେ ‘ପଦ୍ମ ପାର୍ଟିର’ ପାଓ୍ୱାର ଶୋ’

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ଆଉ ଅଳ୍ପ ଦିନପରେ ଭୋଟ୍ ପଡ଼ିବ। ଏହା ପୂର୍ବରୁ ସମସ୍ତ ଦଳ ଭୋଟ୍ ଗୁଟାଇବାରେ ବ୍ୟସ୍ତ। ପ୍ରଚାର ପାଖେଇ ଆସୁଥିବାରୁ ଆଜିଠାରୁ କହିବାକୁ ଗଲେ ଦଳର ହେବିଓ୍ୱେଟ୍ ନେତାମାନେ ପ୍ରଚାରକୁ ଓହ୍ଲାଇଛନ୍ତି। ଆଜି ପଦ୍ମପୁରରେ ପଦ୍ମ ଦଳର ହେବିଓ୍ବେଟ୍…

ନାସା ଜାରୀ କଲା ବ୍ଲାକ ହୋଲର ରହସ୍ୟମୟ ଶବ୍ଦ

ୱାଶିଂଟନ: ନାସା ବ୍ଲାକ ହୋଲର ରହସ୍ୟମୟ ଶବ୍ଦର ଭିଡିଓ ଜାରୀ କରିଛି । ଏ ପର୍ଯ୍ୟନ୍ତ ଏହି ଶବ୍ଦକୁ ସାଧାରଣ ଲୋକଙ୍କ ପାଖରେ ପଂହଚି ପାରି ନ ଥିଲା । ନାସା ବୈଜ୍ଞାନିକମାନେ ଅତ୍ୟାଧୁନିକ ସୋନିଫିକେଶନ ବ୍ୟବହାର କରି ଏହି ଶବ୍ଦକୁ ରେକର୍ଡିଂ କରିଥିଲେ । ଭି ୪୦୪ ସାଇଜିନର ସୋନିଫିକେଶନ ଏକ୍ସରେ…

ଡେପୁଟି ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ଓଡ଼ିଶାର ମନୋଜ କୁମାର ସାହୁ

ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ କୁମାର ସାହୁ ହୋଇଛନ୍ତି ଡେପୁଟି ନିର୍ବାଚନ କମିଶନର। ମନୋଜ ସାହୁ ଏବେ କେନ୍ଦ୍ରରେ ନିଯୁକ୍ତ ରହିଛନ୍ତି। ଶନିବାର ତାଙ୍କର ନୂଆ ନିଯୁକ୍ତି ବାବଦରେ ସୂଚନା ମିଳିଛି। ଡିସେମ୍ବର ୧୬, ୨୦୨୩ ପର୍ଯ୍ୟନ୍ତ ତାଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି।…

ହକି ସିରିଜ: ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି । ରୋମାଂଚକ ପ୍ରଥମ ମ୍ୟାଚରେ ଭାରତ ୪-୫ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଛି । ବିଜୟ ସହ ଆୟୋଜକ ଟିମ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ପକ୍ଷରୁ ଆକାଶଦୀପ ସିଂ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ…

ପଦ୍ମପୁର ପାଇକମାଳରେ ତିନି ଜଣଙ୍କୁ ଟାଙ୍ଗିଆରେ ଆକ୍ରମଣ

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ପାଇକମାଳରେ ହିଂସା। ଟାଙ୍ଗିଆ ଚୋଟରେ ଆହତ ହୋଇଛନ୍ତି ତିନି ଜଣ। ଆକ୍ରମଣର ଶିକାର ହେବା ପରେ ତିନି ଜଣ ଲହୁ ଲୁହାଣ ହୋଇ ସ୍ଥାନୀୟ ପାଇକମାଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ତିନି ଜଣ ହେଲେ ପାଇକମାଲ୍ ଢେଙ୍କିମୁଣ୍ଡା ଗ୍ରାମ ଚୁହୁରୀପଡାର ଅନିରୁଦ୍ଧ…