ଭାଷା ଭାଗବତ : ଦୁଃଖଜର୍ଜର ବ୍ୟକ୍ତି
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଶରୀର, ସୁଷମା, କୌଳୀନ୍ୟ
ପ୍ରତିଭା, ନିଷ୍ଠା, ଜ୍ଞାନ, ଧନ
ବୁଦ୍ଧି, କ୍ଷମତା ଆଉ କୃତି
ଥିଲେ ବି ଯେଉଁଠାରେ ବ୍ୟକ୍ତି
କରେନି ଶୁଦ୍ଧ ଆଚରଣ
କେବେ ବି ପାଏନି ସମ୍ମାନ
ଯୋଗାଡ଼ କଲେ ସୁଦ୍ଧା ଖ୍ୟାତି
ନ ଥାଏ ସେ ଖ୍ୟାତିର…