Latest Odisha News

BREAKING NEWS

ମଣିଷକୁ ମାନବତ୍ୱ ପ୍ରଦାନ କରିବା ଶିକ୍ଷାର ଲକ୍ଷ୍ୟ: ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ରୌପ୍ୟଜୟନ୍ତୀ ପୂର୍ତ୍ତି ଅବସରରେ ଆଜି ସର୍ବଭାରତୀୟ କୁଳପତି ସମ୍ମିଳନୀ ତଥା ଶିକ୍ଷା ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ମଣିଷ ଜୀବନରେ ଶିକ୍ଷାର ଗୁରୁତ୍ୱ…

ବିତାଡିତ ଚୟନ କମିଟି ମୁହଁ ଖୋଲିଲେ, ବିସିସିଆଇ ସବୁ ନିଷ୍ପତିର ଉତରଦାୟୀ !

ମୁମ୍ବାଇ:ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିସିସିଆଇ ଚୟନ କମିଟି ଉପରେ ସବୁ ଦୋଷ ଲଦି ଦେଇଛି । ଅଧ୍ୟକ୍ଷ ଚେତନ ଶର୍ମାଙ୍କ ସମେତ ସମସ୍ତ ସଦସ୍ୟ ବହିଷ୍କାର କରାଯାଇଛି । ତେବେ ଏହା ମଧ୍ୟରେ ବିତାଡିତ ଚୟନ କମିଟି ସଦସ୍ୟମାନେ ମୁହଁ ଖୋଲିଛନ୍ତି । ସେମାନଙ୍କ କହିବା ଅନୁସାରେ…

ଟି୨୦ କ୍ରିକେଟରେ ୧୦୫ ବଲ ବାକି ଥାଇ ମ୍ୟାଚ ଜିତି ବିଶ୍ୱରେକର୍ଡ କଲା କେନିୟା

ନାଇରୋବି: ଟି୨୦ କ୍ରିକେଟରେ ଆଜି ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛି କେନିୟା । ମାଳୀ ବିପକ୍ଷ ମୁକାବିଲାକୁ କେନିୟା ମାତ୍ର ୧୫ ବଲରେ ୧୦ ୱିକେଟରେ ଜିତି ନେଇଥିଲା । ବଲ, ସମୟ ଏବଂ ୱିକେଟରେ ଏହା ସବୁଠାରୁ ବୃହତ ବିଜୟ । ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରିଆ ନାମରେ ଥିଲା । ୧୦୪ ବଲ ବ୍ୟବଧାନରେ…

ପୁରୀରେ ହେବ ଓଡ଼ିଶାର ପ୍ରଥମ ଟ୍ରାନସ୍ସଜେଣ୍ଡର ଆଶ୍ରୟ ସ୍ଥଳ

ପୁରୀ: ନଭେମ୍ବର ୨୦ କୁ ବିଶ୍ଵ ଟ୍ରାନସ୍ସଜେଣ୍ଡର ସ୍ମୃତି ଦିବସ ଭାବେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ଓ ସାମାଜିକ ଅନୁଷ୍ଠାନ ସାଥୀ ତରଫରୁ ପୁରୀ ନୀଳାଚଳ ଅର୍ବାନ ହାଟ ମୁକ୍ତାକାଶ ରଙ୍ଗମଞ୍ଚରେ ପାଳିତ ହୋଇଯାଇଛି ଏହି…

‘ଅସନ୍ତୁଷ୍ଟ ହୋଇ ସାମ୍ୱାଦିକତା କଲେ ଆମେ ଠିକ୍ ବାଟରେ ପହଞ୍ଚିପାରିବାନି’: ସୌମ୍ୟରଞ୍ଜନ

ଭୁବନେଶ୍ୱର: ଗଣମାଧ୍ୟମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସାମ୍ୱାଦିକମାନଙ୍କ ବୃତ୍ତି ତଥା ଗଣମାଧ୍ୟମ ଶିଳ୍ପ କରୋନା କାଳରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗଣମାଧ୍ୟମର ତିନୋଟି ଦିଗ ରହିଛି । ଗ୍ରାହକ, ମାଲିକ ବା ବିଜ୍ଞାପନଦାତା  ।…

ହରୱିନ୍ଦର ପରେ ଇଟାଲୀରେ ଗଡିଲା ହ୍ୟାପୀର ମୁଣ୍ଡ, ଗ୍ୟାଙ୍ଗଷ୍ଟାର ଲଣ୍ଡା ନିଜକୁ ଦାୟୀ କଲା

ଚଣ୍ଡୀଗଡ: ପାକିସ୍ତାନରେ ଆଇଏସଆଇ ସୁରକ୍ଷା ବଳୟ ଭିତରେ ରହିଥିବା ଆତଙ୍କବାଦୀ ହରୱିନ୍ଦର ସିଂ ଓରଫ ରିନ୍ଦାର ମୃତ୍ୟୁ ପରେ ଆଜି କାନାଡାରେ ହରପ୍ରୀତ ସିଂ( ହ୍ୟାପୀ ସଙ୍ଘେଡା)ର ମୁଣ୍ଡ ଗଡିଛି । ରିନ୍ଦା ଓ ହ୍ୟାପୀର ମୃତ୍ୟୁରେ ଭାରତୀୟ ଗୋଇନ୍ଦା ବିଭାଗ ଚୁପ ରହିଛି । ଏହି ଦୁଇ ଆତଙ୍କବାଦୀଙ୍କୁ…

ରିଷଭ-ଉର୍ବଶୀଙ୍କ ସମ୍ପର୍କ ନେଇ ମୁହଁ ଖୋଲିଲେ ସାଥୀ ଖେଳାଳି ଶୁଭମନ

ୱେଲିଂଟନ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବଂ ଭାରତର ଷ୍ଟାର କ୍ରିକେଟର ରିଷଭ ପନ୍ତଙ୍କ ସମ୍ପର୍କକୁ ନେଇ ସବୁଠି ଆଲୋଚନା । ତେବେ ଏହି ସମ୍ପର୍କ ନେଇ ଉଭୟ କେବେ ହେଲେ ନିଜ ଆଡୁ କିଛି କହି ନାହାନ୍ତି । ରିଷଭ-ଉର୍ବଶୀଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ସାଥୀ କ୍ରିକେଟର ଶୁଭମନ ଗିଲ ।…

‘ବିଧାୟକ ଆମକୁ କାମ କରିବାକୁ ଦିଅନ୍ତୁ’: ଭଦ୍ରକ ପୌରାଧ୍ୟକ୍ଷା

ଭଦ୍ରକ: ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକଙ୍କ ନାଁରେ ଗୁରୁତର ଅଭିଯୋଗ । ଅସହଯୋଗର ଅଭିଯୋଗ ଆଣିଛନ୍ତି ଭଦ୍ରକ ପୌରାଧ୍ୟକ୍ଷା ଗୁଲମୁଖି ହବିବ୍ । ପୌରପାଳିକାର ବିଭିନ୍ନ ଉନ୍ନୟନମଳକ କାର୍ଯ୍ୟରେ ବାଧକ ସାଜୁଛନ୍ତି ବିଧାୟକ । କିଛି କାଉନସିଲରଙ୍କୁ ସେ ମିସ୍ ଗାଇଡ୍ କରୁଛନ୍ତି । ସେମାନଙ୍କୁ…

ଟିଭି, ଫ୍ରିଜ୍ ନ କିଣିବା ଲାଗି ଲୋକଙ୍କୁ ସତର୍କ କଲେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍

ନୂଆଦିଲ୍ଲୀ: ଲୋକଙ୍କୁ ଆମାଜନ ପ୍ରତିଷ୍ଠାତାଙ୍କ ସତର୍କବାଣୀ । ଏବେ କିଣ ନାହିଁ ଟିଭି, ଫ୍ରିଜ୍ । ଆମାଜନର ପ୍ରତିଷ୍ଠାତା ତଥା ବିଲିଅନାରି ଜେପ୍ ବେଜୋସ୍ ଏବେ କୌଣସି ବଡ଼ ଧରଣର କିଣାକିଣି ନ କରିବା ଲାଗି ଲୋକଙ୍କୁ ଉପେଦଶ ଦେଇଛନ୍ତି । ଛୁଟି ସମୟରେ ଅଧିକ କିଣାକିଣି ଦେଶ ପାଇଁ ମାନ୍ଦାବସ୍ଥା…

ଚମକିଲେ ସୂର୍ଯ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଚମକପ୍ରଦ ବିଜୟ

ମାଂଉଟ ମାଙ୍ଗାନୁଇ: ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ବଳରେ ଭାରତ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬୫ ରନରେ ଶୋଚନୀୟ ଭାବେ ପରାଜିତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୧୯୧ ରନ ସଂଗ୍ରହ କରିଥିଲା । ସୂର୍ଯ୍ୟକୁମାର ୫୧…