ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ Z+ ସୁରକ୍ଷା ଦେଲେ କେନ୍ଦ୍ର ସରକାର; ଜୀବନ ପ୍ରତି ବିପଦ ଥିବା ମିଳିଥିଲା…
କୋଲାକାତ: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦେଲେ କେନ୍ଦ୍ର ସରକାର। ତାଙ୍କ ଜୀବନକୁ ବିପଦ ଥିବା ଗୁଇନ୍ଦା ସୂଚନା ମିଳିପା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବେଙ୍ଗଲ ରାଜ୍ୟପାଳଙ୍କୁ ଏହି ସୁରକ୍ଷା ଦିଆଯାଇଛି।
ସୁରକ୍ଷା ମିଳିବା ପରେ ପୂରା ଦେଶରେ…