Latest Odisha News

BREAKING NEWS

ବ୍ରହ୍ମପୁରରୁ ଆସିଲା ଆଉ ଏକ ରାଗିଂ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ରାଗିଂ ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଚାଲିଥିବା ବେଳେ ଜିଲ୍ଲାର ଅନ୍ୟତମ କଲେଜ ତଥା ଖଲ୍ଲିକୋଟ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରୁ ଆସିଛି ପୁଣି ଏକ ରାଗିଂ ଅଭିଯୋଗ। ଛାତ୍ରୀ ଜଣଙ୍କ ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ…

ପୁଣି ସଚଳ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ

ସାନ୍ ଫ୍ରାନ୍ସିସ୍କୋ: ଆମେରିକାର ପୂର୍ବତନ  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଦ ଥିବା ଟ୍ୱିଟର ଆକାଉଣ୍ଟ ପୁଣି ଥରେ ସଚଳ ହୋଇଛି। ଟ୍ୱିଟର ସିଇଓ ଏଥିପାଇଁ ୟୁଜର୍ସଙ୍କ ମତ ମାଗିଥିଲେ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ ପୁଣି ଦଲିଲ୍ ଦାଖଲ କରିଛନ୍ତି। ଗତବର୍ଷ ତାଙ୍କ ଟ୍ୱିଟର…

ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ଅରୁଣ ଗୋଏଲ ନିର୍ବାଚନ କମିଶନର ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ଅରୁଣ ଗୋଏଲ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଗୁଜରାଟ ନିର୍ବାଚନ ତାରିଖ ପାଖେଇ ଆସୁଛି । ତା ପୂର୍ବରୁ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ନିର୍ବାଚନ ଆୟୋଗରେ ଏହି ପଦବୀ ତୃତୀୟ ଶ୍ରେଷ୍ଠ ପଦବୀ । ପ୍ରାୟ…

ସାରା ଶର୍ମାଙ୍କ ‘ମାଇଁ ଏକ୍ସପେରିମେଣ୍ଟ ୱିଥ୍ କମ୍ୟୁନିଟି ପୋଲିସିଙ୍ଗ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…

ଭୁବନେଶ୍ୱର : ଆଇପିଏସ ସାରା ଶର୍ମାଙ୍କ ପୁସ୍ତକ ମାଇଁ 'ଏକ୍ସପେରିମେଣ୍ଟ ୱିଥ୍ କମ୍ୟୁନିଟି ପୋଲିସିଙ୍ଗ' ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।  ଆରକ୍ଷୀ ବିଭାଗର ବ୍ୟସ୍ତ ବହୁଳ ସମୟ ମଧ୍ୟରେ ପୁସ୍ତକ ରଚନା ପାଇଁ ଆଗ୍ରହୀ ହୋଇଥବା ଯୋଗୁଁ ମୁଖ୍ୟମନ୍ତ୍ରୀ ଲେଖିକାଙ୍କୁ…

ଗୋପବନ୍ଧୁ ଦାଶଙ୍କ କବିତା ସଙ୍କଳନ ‘ଅପଢ଼ା ବହି’ ମୁଖ୍ୟମନ୍ତ୍ରୀ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ପକ୍ଷୀଘର ପକ୍ଷରୁ ପ୍ରକାଶିତ ଗୋପବନ୍ଧୁ ଦାଶଙ୍କ କବିତା ସଙ୍କଳନ ‘ଅପଢା ବହି’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଉନ୍ମୋଚିତ ପୁସ୍ତକ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଦାଶଙ୍କୁ ଅଭିନନ୍ଦନ ଜଣାଇବା ସହ ଭାଷାର ପ୍ରଚାର ପ୍ରସାର ଦିଗରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା କିଛି ନ ଶୁଣି ବାହାରି ପଡ଼ିଲା ଜଣ ସାଧାରଣଙ୍କ ସେବା କରିବା ପାଇଁ ! " ତୁମେ ମୋ ପାଇଁ ଆଦୌ ବ୍ୟସ୍ତ ହୁଅନି ,ମୋ ଭ୍ୟାନିଟି ବ୍ୟାଗରେ ବ୍ରେଡ଼, କେକ୍ ,ବିସ୍କେଟ ସବୁ ଅଛି ,ଭୋକ ହେଲେ ଖାଇନେବି କହି କହି…

ଶିଶୁ କବିତା : ଶୀତ ସକାଳ

ତରୁଣ କୁମାର ମିଶ୍ର  ଜୁଙ୍ଗଲୁ ଜାଙ୍ଗୁଲୁ ଶୀତ ସକାଳରେ ଦେହ ଖୋଜେ ଖରା ତାତି ଘର ଛାତପରେ କଅଁଳ ଖରାରେ ବସିଛନ୍ତି ଜେଜେ ନାତି। ନାତିହାତଠାରେ ଗେଣ୍ଡୁ ଫୁଲ ପାଇଁ ଛାତରେ ପାଉଛି ଶୋଭା ମହୁମାଛି ଉଡେ ଗୁଣୁଗୁଣୁ ହୋଇ ଆହା କେଡେ ମନଲୋଭା। ଜେଜେ ଧରିଛନ୍ତି ଆଜିର କାଗଜ ଖବର…

କବିତା : ମୁଁ କାଲି ଥିବି କି ନଥିବି

ରଜୀତ ଦାସ କାଲି ହୁଏତ ମୁଁ ନ ଥିବି ତମେ ଥିବ, କିମ୍ବା ତମ ପରେ ଥିବ ଆଉ କିଏ ତା ସହ ଥିବ ଏଇ ସମୁଦ୍ର ଗର୍ଜନ ପକ୍ଷୀଙ୍କର ମଧୁର କୁଜନ। ବହୁ ଥିବ ନଈ ଗାଁ ମୁଣ୍ଡ ପୋଖରୀରେ ଫୁଟୁଥିବ କଇଁ ଗଛ ସାରା ଫୁଟୁଥିବ ଫୁଲ ପବନ ରେ ଖେଳୁଥିବ ତଳମୁଣ୍ଡ ଗାଁ ଧାନ ବିଲ। ମୁଁ ଯେବେ ପିଲା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢା ବୁଲା ଅବସରରେ ବଟ ମଙ୍ଗଳାଙ୍କ ଠିକ ସମ୍ମୁଖରେ ବିରାଜମାନ କରିଛନ୍ତି ପଞ୍ଚ ମହାଦେବ। ଯଥା ଯମେଶ୍ୱର, ନୀଳକଣ୍ଠ, ଲୋକନାଥ(ଲୋକେଶ୍ୱର ) ମାର୍କଣ୍ଡେୟ,…

ଭାଷା ଭାଗବତ : ଭାଷାର ସଂବଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭ୍ୟାସ ମାତ୍ରକେ ବଂଧନ ତହିଁରୁ ମୁକୁଳିଲେ ଜନ ହୁଅଇ ପ୍ରକୃତ ସ୍ବାଧୀନ ଅର୍ଥାତ୍‌ ନିଜ ଇଚ୍ଛାଧୀନ ବାଛି ବିଚାରି କାର୍ଯମାନ କରେ ସେ ନିଜେ ସମାପନ ନିଜକୁ କରି ସଂଶୋଧନ ବିତାଏ ଆନଂଦେ ଜୀବନ ଅନ୍ୟର କଥାକୁ…