Latest Odisha News

BREAKING NEWS

ଡାକ୍ତରଖାନାରେ ଭର୍ତି ହେଲେ ଗାଙ୍ଗୁଲିଙ୍କ ପତ୍ନୀ ଡୋନା

କୋଲକାତା: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଅସୁସ୍ଥତା କାରଣରୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରାରମ୍ଭିକ ଚିକିତ୍ସାରେ ତାଙ୍କୁ ଚିକନଗୁନିଆ ହୋଇଥିବା ଅନୁମାନ କରାଯାଉଛି । ସାମାନ୍ୟ ଜ୍ୱର ରହିଥିଲେ ମଧ୍ୟ ତାଙ୍କ…

ଏଫଆଇଏଚ ପୁରସ୍କାର: ବର୍ଷର ଶ୍ରେଷ୍ଠ ଗୋଲକିପର ହେଲେ ଭାରତର ଶ୍ରୀଜେଶ, ପୁନିଆ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ) ବୁଧବାର ଭାରତର ଅଭିଜ୍ଞ ଖେଳାଳି ପିଆର ଶ୍ରୀଜେଶ ଓ ସବିତା ପୁନିଆଙ୍କୁ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଏବଂ ମହିଳା ଗୋଲକିପର ଭାବେ ଚୟନ କରିଛି । ଭୋଟିଂ ପ୍ରକ୍ରିୟାରେ ୩୧ ବର୍ଷୀୟ ଶ୍ରୀଜେଶଙ୍କୁ ୩୯.୯ ଅଙ୍କ ମିଳିଥିଲା । ସେ କ୍ରମାଗତ…

ରାଜ୍ୟଗୋଷ୍ଠୀ କ୍ରୀଡାକୁ ଫେରିଲା ଶୁଟିଂ, ହଟିଲା ରେସଲିଂ

ଭିକ୍ଟୋରିଆ: ରାଜ୍ୟଗୋଷ୍ଠୀ କ୍ରୀଡାକୁ ପୁନର୍ବାର ଫେରିଛି ଶୁଟିଂ । ଭିକ୍ଟୋରିଆ ୨୦୨୬ ଗେମ୍ସରେ ଏହାକୁ ସାମିଲ କରାଯାଇଛି । ତେବେ ରେସଲିଂକୁ ହଟେଇ ଦିଆଯାଇଛି । ସଦ୍ୟ ପ୍ରକାଶିତ ସୂଚୀରେ ୨୨ କ୍ରୀଡାର ୨୬ ବିଭାଗରେ ପ୍ରତିଯୋଗିତା ଆୟୋଜନ ହେବ । ଏଥିରେ ୯ ପାରା ସ୍ପୋର୍ଟସକୁ ମଧ୍ୟ ସାମିଲ…

ପାରିବାରିକ କଳହ ନେଲା ଫିଲ୍ମ ନିର୍ଦ୍ଦେଶକଙ୍କ ଜୀବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଫିଲ୍ମ ଦୁନିଆରେ ମେଡଲ, ଅଭିନେତ୍ରୀ, ଅଭିନେତାଙ୍କ ଆତ୍ମହତ୍ୟା ଖବର ଅନେକ ଆସୁଛି। ଏହାରି ଭିତରେ ପୁଣି ଜଣେ ଜଣାଶୁଣା ତାମିଲ ଟେଲିଭିଜନ ଅଭିନେତା ତଥା ନିର୍ଦ୍ଦେଶକ ଲୋକେଶ ରାଜେନ୍ଦ୍ରନ ଆତ୍ମହତ୍ୟା କରିଛନ୍ତି। ତାଙ୍କର ବୟସ ୩୪ ବର୍ଷ। ପୋଲିସ ସୂତ୍ରରୁ…

କିଶୋର କୁମାରଙ୍କ ବଙ୍ଗଳାକୁ ରେଷ୍ଟୁରାଣ୍ଟରେ ପରିଣତ କଲେ ବିରାଟ କୋହଲି

ମୁମ୍ବାଇ: ବିରାଟ କୋହଲି କ୍ରିକେଟ୍ ବ୍ୟତୀତ ଖାଦ୍ୟପାନୀୟକୁ ମଧ୍ୟ ବହୁତ ପସନ୍ଦ କରନ୍ତି। ଯାହାର ଉଦାହରଣ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ତାଙ୍କର ଦିଲ୍ଲୀ ସହ ଭଲ ସମ୍ପର୍କ ରହିଥିବାରୁ ସେ ଖାଦ୍ୟକୁ ଭଲ ପାଇବା ଅନିବାର୍ଯ୍ୟ। ବୋଧହୁଏ ବହୁତ କମ ଲୋକେ ଜାଣିଥିବେ ଯେ ଭାରତୀୟ…

ବିଶ୍ବର ପ୍ରଥମ ହାତଘଣ୍ଟା, ଯାହାର ମୂଲ୍ୟ ୮୦ ନିୟୁତ ଡଲାର

ନୂଆଦିଲ୍ଲୀ : ଆମେ ସାଧାରଣତଃ ହାତରେ ଘଣ୍ଟା ପିନ୍ଧିବାକୁ ପସନ୍ଦ କରିଥାନ୍ତି। ପୂର୍ବରୂ କିଛି ବିଶିଷ୍ଟ ବ୍ୟକ୍ତି ହିଁ ହାତରେ ଘଣ୍ଟା ପିନ୍ଧୁଥିଲେ। କାରଣ ଘଣ୍ଟାର ଦାମ୍‌ ଏତେ ଥିଲା ଯେ ସାଧାରଣ ଲୋକ କିଣିବାକୁ ଅକ୍ଷମ ଥିଲେ। ବିଶ୍ବର ପ୍ରଥମ ହାତ ଘଣ୍ଟା ୫୧୫ ବର୍ଷ ପୂର୍ବରୁ ନିର୍ମାଣ…

ବିଜୟାଦଶମୀରେ ପୂଜା ମଣ୍ଡପରେ ମହିଳା ମାନଙ୍କ ସିନ୍ଦୁର ଖେଳ

ଯାଜପୁର : ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ଯ୍ୟାୟ । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ବିଭିନ୍ନ ମଣ୍ଡପରେ ଆଜି ପାଳିତ ହୋଇଛି ବିଜୟା ଦଶମୀ ଉତ୍ସବ ଓ ଅପରାଜିତା ପୂଜା । ଯାଜପୁର ବ୍ୟାସନଗର ସହରର ମୁଣ୍ଡମାଳ ଏବଂ ନହକା ପୂଜାମଣ୍ଡପରେ ବଙ୍ଗୀୟ ରୀତିନୀତିରେ ପାଳିତ ହୋଇଛି ସିନ୍ଦୁର ଖେଳ ।…

ଦୁର୍ବଳ ଦାନ୍ତ ଏବଂ ମାଢିକୁ ମଜଭୂତ କରିବା ପାଇଁ ଆପଣାନ୍ତୁ ଘରୋଇ ଉପଚାର

ଦାନ୍ତ ମୂଳ ମଜବୁତ ଥିଲେ ଦାନ୍ତ ସୁସ୍ଥ ରହେ। ଆଉ ମାଢି ସୁସ୍ଥ ରହିଲେ କୌଣସି ସମସ୍ୟା ହୁଏନାହିଁ। କିନ୍ତୁ ଯଦି ଆପଣଙ୍କ ମାଢି ଦୁର୍ବଳ ହୋଇଯାଏ ତେବେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ। ମାଢି ଦୁର୍ବଳ ଥିଲେ ଅତ୍ୟଧିକ ଗରମ କିମ୍ବା ଥଣ୍ଡା ଖାଇଲେ ମାଢି ଫୁଲିଯାଏ। ଏପରି ଆହୁରି ଅନେକ ସମସ୍ୟା…

ରାଜଧାନୀର ୪ଟି ସ୍ଥାନରେ ରାବଣ ପୋଡ଼ି ଉତ୍ସବ

ଭୁବନେଶ୍ୱର: ୨ ବର୍ଷ ପରେ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେବ । ଏଥିସହ ସରିବ ଶାରଦୀୟ ଦୁର୍ଗା ପୂଜାର ଭବ୍ୟ ଉତ୍ସବ । ଆଜି ରାଜଧାନୀର ୪ଟି ସ୍ଥାନରେ ରାବଣ ଦହନ ଉତ୍ସବ ଅନୁଷ୍ଠିତ ହେବ । ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ ରାବଣ ପୋଡ଼ି । ରାଜଧାନୀର ୪ଟି…

ଲଘୁଚାପ ଦୁର୍ବଳ, କାଲି ୩ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ସକ୍ରିୟ ମୌସୁମୀ ତଥା ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪.୯ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୫.୮ ତୁଳନାରେ ୩୨୯ ପ୍ରତିଶତ ଅଧିକ ରହିଛି ।…