ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବିକଳ ସ୍ୱରୂପ ଧାରଣ କରି କଳ୍ପ ବଟ ପାର୍ଶ୍ଵରେ ପୂଜା ପାଉଥିବା ବଟ ପତିତପାବନଙ୍କ ଶ୍ରୀମନ୍ଦିର ମଧ୍ୟରେ ଏକ ସ୍ୱତନ୍ତ୍ର ମନ୍ଦିରରେ ପୂଜା ପାଇବା ଐତିହାସିକ ଦୃଷ୍ଟିରୁ…