ଫାଇନାଲରେ ପାକିସ୍ତାନକୁ ଶୋଚନୀୟ ଭାବେ ହରାଇଲା ଶ୍ରୀଲଙ୍କା
ଦୁବାଇ: ଏସିଆ କପ୍-୨୦୨୨ର ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୨୩ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ଷଷ୍ଠ ଥର ପାଇଁ ଏସିଆ କପ୍ ଚାମ୍ପିଅନ ହୋଇଛି ଶ୍ରୀଲଙ୍କା ।
https://twitter.com/OfficialSLC/status/1569021658715017217?s=20&t=NJPrbvRgnA0Nm2RvSTN6aQ
ଦୁବାଇ…