ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତି ହେଲେ ଦୀପିକା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ହାର୍ଟବିଟ ଦ୍ରୁତ ହେବା ଏବଂ ଅସହଜ ଅନୁଭବ କରିବାରୁ ଦୀପିକା ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସେଠାରେ ଆବଶ୍ୟକ ଟେଷ୍ଟ ପରେ ସେ ପୁନର୍ବାର ଅସୁସ୍ଥ ଅନୁଭବ…