Latest Odisha News

BREAKING NEWS

ମା’ ଚନ୍ଦ୍ରଘଣ୍ଟା

ନବରାତ୍ରର ନବସ୍ୱରୂପରତୃତୀୟ ରୂପ ‘ମା' ଚନ୍ଦ୍ରଘଣ୍ଟା ’ ନବରାତ୍ରର ତୃତୀୟ ଦିବସରେ ପରମ କଲ୍ୟାଣକାରୀ ଓ ଶାନ୍ତି ପ୍ରଦାୟିନୀ ମା' ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇଥାନ୍ତି । କକଥିତ ଅଛି ଯେ ମା' ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ, ଦାନବ, ଦୈତ୍ୟ ସବୁ ଭୟଭୀତ ହୁଅନ୍ତି। ମସ୍ତକରେ…

ସେ ନାହାଁନ୍ତି ସତ, ଏବେ ବି ତାଙ୍କୁ ଶୁଣୁଛନ୍ତି ଦେଶବାସୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁର ସମ୍ରାଜ୍ଞୀ ତଥା କୋକିଳ କଣ୍ଠୀ ଲତା ମଙ୍ଗେସକର ଯାହାଙ୍କର ପ୍ରତିଟି ଗୀତରେ ଥାଏ ସ୍ୱରର ମଧୁରତା ଓ ଭାବର ନିବିଡତା। ତାଙ୍କ ସ୍ୱରରେ ବିଜେ କରିଛନ୍ତି ମା' ସରସ୍ୱତୀ । ବିଗତ ଅନେକ ଦଶନ୍ଧି ଧରି ସଂଗୀତର ଭଣ୍ଡାରରେ ପ୍ରତିଦିନ ନୂଆ କଣ୍ଠ ଦାନ କରୁଥିବା ଲତା ଜୀଙ୍କ…

ଭାଷା ଭାଗବତ : ବଡ଼ ସୃଷ୍ଟିର ସାନ ଅଂଶ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସାରେ ଅଛୁଁ ଆମେ ରହି ସ୍ବତଃ ଶରଣାପନ୍ନ ହୋଇ ଇଚ୍ଛା ଅନିଚ୍ଛା ନିରପେକ୍ଷ ପ୍ରୟାସ ସବୁ ନିରର୍ଥକ ସୃଷ୍ଟିର ଅଂଶଟିଏ ହୋଇ ସ୍ରଷ୍ଟାଂକୁ ମାଗୁଛୁଁ କିପାଇଁ ? ଜୀବଧର୍ମ ହିଁ ସର୍ବୋତ୍ତମ ଜୀବ ମାତ୍ରକେ କରେ କର୍ମ…

କବିତା : ଦୈବୀ ଶକ୍ତି

ବିଳାସିନୀ ପୃଷ୍ଟି ଦୈବୀ ଶକ୍ତି ତୁମେ ଦୈବୀ ସ୍ରଷ୍ଟା ହୋଇ ଅଦୃଶ୍ୟେ ଇଙ୍ଗିତ କର ବିଶ୍ଵ ପ୍ରାଣକର୍ତ୍ତା ବୈକୁଣ୍ଠାଧିପତି ଆଜ୍ଞାଧୀନ ଯାହାଙ୍କର l ପାଳନ କାଳରେ ମହାଶକ୍ତି ଦୂର୍ଗା ଦଶଭୂଜ ଦିଅ ମେଲି ସଂହାର କାଳରେ ମହାକାଳୀ ରୂପ ତ୍ରିପୁର ପ୍ରକମ୍ପେ ଖାଲି l ଦୃଷ୍ଟ ବିନାଶନେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାବନ ଶ୍ରୀକ୍ଷେତ୍ରରେ ପବିତ୍ର ଶ୍ୱେତ ଗଙ୍ଗା କୂଳରେ ମହର୍ଷି ଭୃଗୁଙ୍କ ଆଶ୍ରମ ସହ ଶ୍ରୀମନ୍ଦିରର ଅତ୍ୟନ୍ତ ଗୂଢ଼ ସମ୍ପର୍କ ଦେଖିବାକୁ ମିଳେ । ଯେହେତୁ…

ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପାଞ୍ଚ ବର୍ଷ ପାଇଁ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ଦେଶବିରୋଧୀ ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିବାରୁ କେନ୍ଦ୍ର ସରକାର ଏହି ସଂସ୍ଥା ଉପରେ ବ୍ୟାନ ଲଗାଇଛନ୍ତି । ସେବା ମନୋଭାବ ନେଇ କାର୍ଯ୍ୟ କରୁଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଭିତରେ ଦେଶ ବିଭାଜନ…

ଜଗତପୁରରେ ହାତୀପଲଙ୍କ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ

କଟକ: କଟକ ଜଗତପୁରରେ ହାତୀ ମାତିଛନ୍ତି । ହାତୀପଲଙ୍କ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।  ନିମପୁରରେ ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳି ମାରିଦେଇଛନ୍ତି ହାତୀପଲ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଦେଖାଦେଇଛି । ଜଗତପୁର ଗୋଲେଇ ଛକଠାରୁ ଆଇବି ରୋଡ ପର୍ଯ୍ୟନ୍ତ ଲୋକେ ସତର୍କ ରହିବା ପାଇଁ…

ସହିଦ ଭଗତ ସିଂହଙ୍କ ଜୟନ୍ତୀରେ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

ପୁରୀ: ଆଜି ସହିଦ ଭଗତ ସିଂହଙ୍କ ଜୟନ୍ତୀ । ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ଭଗତ ସିଂ ଙ୍କର, ବାଲୁକାରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ସହିତ ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭଗତ ସିଂହଙ୍କ ଜୟନ୍ତୀ ଅବସରରେ…

ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମୋଦୀଙ୍କ ମନ୍ତବ୍ୟକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ : ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍  ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟକୁ ପ୍ରଶଂସା କରିଛନ୍ତି ।…

ରାୟଗଡାରେ ଶକ୍ତି ପଦର୍ଶନ

ରାୟଗଡା :  ରାୟଗଡା ଜିଲ୍ଲା ସଦର ମହକୁମାରେ ଆଜି ଉଭୟ ବିଜେଡି ଏବଂ କଂଗ୍ରେସ ନିଜ ନିଜ ଶକ୍ତି ପଦର୍ଶନ କରିଛନ୍ତି । ଗୋଟିଏ ପଟେ ରାୟଗଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ରାୟଗଡା ଜିଲ୍ଲା ଗସ୍ତରେ ଆସିଥିଲେ ।  ରାୟଗଡ଼ା ଜିଲ୍ଲା ବିଜେଡ଼ି ତରଫରୁ ଏକ…