ନଦୀକୁ ଖସିଲା ITBP ଯବାନଙ୍କୁ ନେଇ ଯାଉଥିବା ବସ୍, ୬ ଯବାନ ସହିଦ
ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ନଦୀକୁ ITBP ଯବାନଙ୍କ ବସ୍ ଖସି ପଡ଼ିଛି । ତାଜା ସୂଚନା ଅନୁସାରେ ଦୁର୍ଘଟଣାରେ ୬ ଜଣ ITBP ଯବାନ ସହିଦ ହୋଇଛନ୍ତି । ଏକାଧିକ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଆର୍ମି ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଅମରନାଥ…