ଆଜିଠୁ କମିବ, ୧୮ରୁ ପୁଣିଥରେ ବଢ଼ିବ ବର୍ଷାର ପ୍ରଭାବ
ଭୁବନେଶ୍ୱର: ଆଜିଠୁ କମିବ ବର୍ଷାର ପ୍ରଭାବ। କିନ୍ତୁ ୧୮ ତାରିଖ ବେଳକୁ ପୁଣିଥରେ ବର୍ଷାର ପ୍ରଭାବ ବଢ଼ିବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳକି ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି…