ଭାଷା ଭାଗବତ : ଭାବର ଜୀବନ୍ୟାସ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପ୍ରତ୍ୟେକ ଭାଷାଭାଷୀ ବ୍ୟକ୍ତି
ଯୋଗାଂତି ସ୍ବଭାଷାକୁ ଶକ୍ତି
ଆବଶ୍ୟକତା ଅନୁସାରେ
ଭାଷା ବିବିଧ ରୂପ ଧରେ
ମଣିଷ ସ୍ବରୁଚି ସଂଭାଳି
କହେ ଓ ଲେଖେ ଭଳି ଭଳି
କେହି ନୁହଂତି କାହା ପରି
ସର୍ବେ ସମାନ ଅଧିକାରୀ
ନିଜ…