Latest Odisha News

BREAKING NEWS

ଅଙ୍ଗଦାନ ମାଧ୍ୟମରେ ଜଣେ ବ୍ୟକ୍ତି ଆଠଟି ଜୀବନ ରକ୍ଷା କରିପାରିବ: ଡାକ୍ତର ନିକୁଞ୍ଜ କିଶୋର ରାଉତ

ଭୁବନେଶ୍ୱର : ଗୋଟିଏ ବ୍ୟକ୍ତି ଅଙ୍ଗ ଦାନ କଲେ ଅତି କମ୍‌ରେ ଆଠଟି ଜୀବନ ରକ୍ଷା ହୋଇପାରିବ ବୋଲି କିମସ ନେଫ୍ରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ନିକୁଞ୍ଜ କିଶୋର ରାଉତ କହିଛନ୍ତି। ଅଗଷ୍ଟ ୧୩ ତାରିଖ ବିଶ୍ୱ ଅଙ୍ଗଦାନ ଦିବସ ପାଳନ ଅବସରରେ ଡା ରାଉତ କହିଛନ୍ତି ଅଙ୍ଗଦାନ କ୍ଷେତ୍ରରେ…

ଯୋଗୀ ଆଦିତ୍ୟନାଥ, ଦେବେନ୍ଦ୍ର ତିୱାରୀଙ୍କୁ ହତ୍ୟା ଧମକ

ଆଲମବାଗ: ଆଲମବାଗରେ ରହୁଥିବା ଭାରତୀୟ କିସାନ ମୋର୍ଚ୍ଚାର ନେତା ଦେବେନ୍ଦ୍ର ତିୱାରୀ ଓ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି । ତିୱାରୀଙ୍କ ଘର ବାହାରେ ଏକ ବ୍ୟାଗରୁ ଏହି ଧମକ ଭରା ପତ୍ର ମିଳିଥିଲା । ଆଲମବାଗ ପୋଲିସ ମୋକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ…

ରାଉରକେଲାରେ ଧର୍ମେନ୍ଦ୍ରଙ୍କ ‘ହର ଘର ତ୍ରିରଙ୍ଗା’ ଯାତ୍ରା

ଭୁବନେଶ୍ୱର: ହାତରେ ତ୍ରିରଙ୍ଗା ମୁହଁରେ ଜାତୀୟତା ବୋଧ ନାରାରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲାରେ ଆରମ୍ଭ କରିଛନ୍ତି 'ହର ଘର ତ୍ରିରଙ୍ଗା ଶୋଭାଯାତ୍ରା' । ଏହା ସହ ରାଉରକେଲାର ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି ।…

ଆତଙ୍କୀ ଫଣ୍ଡିଂ ଉପରେ ବଡ ପ୍ରହାର: ବିଟ୍ଟାଙ୍କ ପତ୍ନୀଙ୍କ ସମେତ ୪ଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଟେରର ଫଣ୍ଡିଂ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ବିଟ୍ଟା କରାଟେଙ୍କ ପତ୍ନୀ ଅସବାହ ଉଲ ଅର୍ଜମନ୍ଦ ଖାଁଙ୍କ ସମେତ ୪ଜଣଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ କରାଯାଇଛି । ଅନ୍ୟ…

ରାମସାର ସାଇଟରେ ସାମିଲ ହେଲେ ଓଡ଼ିଶାର ତିନି ସ୍ଥାନ

ଭୁବନେଶ୍ୱର: ଓଡ଼ିଶାର ଆଉ ତିନୋଟି ବୃହତ ଜଳାଶୟ (ଓ୍ୱେଟଲ୍ୟାଣ୍ଡ) ରାମସାର ସାଇଟ ତାଲିକାରେ ଯୋଡ଼ି ହୋଇଛି । ସମ୍ବଲପୁରର ହୀରକୁଦ ଡ୍ୟାମ, ଗଞ୍ଜାମର ତାମ୍ପରା ହ୍ରଦ ଏବଂ କଟକର ବାଙ୍କୀ ସ୍ଥିତ ଅଂଶୁପା ହ୍ରଦକୁ ରାମସାର ସାଇଟରେ ଯୋଡ଼ା ଯାଇଛି । ଏନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ…

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ କଳିଙ୍ଗ ଡ଼ାକ୍ତରଖାନା ନିକଟସ୍ଥ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ପରେ ନୂଆଗାଁଠାରେ ସମ୍ମିଳନୀର…

[ଦେଖନ୍ତୁ ଭିଡିଓ] ଶ୍ରମ କାର୍ଡ ସଂଶୋଧନ ନାଁରେ ଆଦିବାସୀ ମହିଳାଙ୍କ ଠାରୁ ୫୦ ହଜାର ଟଙ୍କା ଠକେଇ

ରାୟଗଡ଼ା: ସହର ପରେ ଗାଁକୁ ଟାର୍ଗେଟ୍ । ଗାଁ ଗାଁରେ ସରଳ ନୀରିହ ଜନତାଙ୍କୁ ଠକେଇ ପାଇଁ ନୂଆ ତରିକା ଆପଣାଇଛନ୍ତି ଠକ । ବାସ୍ କେଇ ମିନିଟରେ ଆଙ୍ଗୁଠି ଛାପ ନେଇ ଖାଲି କରି ଦେଉଛନ୍ତି ଆକାଉଣ୍ଟ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଦୁର୍ଗମ ତୁଡୁକାବାହାଲ ପଞ୍ଚାୟତ କୁନ୍ଦୁପୁଟ ଗାଁରୁ ଆସିଛି…

ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ

ଭଦ୍ରକ: ବର୍ଷା ଛେଚୁଛି, ବୈତରଣୀ ଫୁଲୁଛି । ଭଦ୍ରକର ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ଥିବା ବେଳେ ଆଜି ଦିନ ଗୋଟାଏ ସୁଦ୍ଧା ବନ୍ୟା ଜଳ ୧୭.୯୨ରେ ପ୍ରବାହିତ ହେଉଛି । ଯାହାକୁ ନେଇ ଭଦ୍ରକର…

ଭାରତୀୟ ବାସ୍କେଟବଲ୍ ଦଳର ମ୍ୟାନେଜର ହେଲେ ଅଶୋକ ସାହୁ

କଟକ: ଭାରତୀୟ ବାସ୍କେଟବଲ୍ ଦଳର ମ୍ୟାନେଜର ହେଲେ ଅଶୋକ ସାହୁ । ଇରାନର ତେହେରାନରେ ଚଳିତ ଅଗଷ୍ଟ ୨୧ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଫିବା ୧୮ ବର୍ଷରୁ କମ୍ ଏସିଆନ ବାସ୍କେଟବଲ୍ ଚାମ୍ପିଅନସିପ୍ ଆୟୋଜିତ ହେବ । ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ବାସ୍କେଟବଲ୍ ଦଳର ମ୍ୟାନେଜର ଭାବେ…

‘ବିଜେପି ସରକାରରେ ଚାକିରି ପାଇଁ ଯୁବତୀଙ୍କୁ ଅନ୍ୟ ସହ ରାତି ବିତାଇବାକୁ ପଡ଼ୁଛି’: କଂଗ୍ରେସ ବିଧାୟକ

ବେଙ୍ଗଳୁରୁ: କର୍ଣ୍ଣାଟକର ବିଜେପି ସରକାର ବିରୋଧର ବଡ଼ ଅଭିଯୋଗ । ଖଣ୍ଡିଏ ସରକାରୀ ଚାକିରି ଦେବାକୁ ଯାଇ ବେଶ୍ ତଳକୁ ଖସି ଯାଇଛି ରାଜ୍ୟରେ କ୍ଷମତାସୀନ ବିଜେପି । ସରକାରୀ ଚାକିରି ପାଇଁ ଯୁବତୀଙ୍କୁ ଅନ୍ୟ ସହ ରାତି ବିତାଇବାକୁ ପଡ଼ୁଛି । କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ସରକାର ବିରୋଧରେ…