ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୨
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପରମ ପାବନ କ୍ଷେତ୍ର ଶ୍ରୀପୁରୁଷୋତମ କ୍ଷେତ୍ରରେ ପଞ୍ଚ ତୀର୍ଥ ମଧ୍ୟରେ ଅନ୍ୟତମ ତୀର୍ଥ "ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ "। ଏହାକୁ ଆମେ ମନୁଷ୍ୟ ତୀର୍ଥ…