Latest Odisha News

BREAKING NEWS

ବାର ବିବାଦରୁ ଲିଗାଲ ୱାର: ୩ କଂଗ୍ରେସ ନେତାଙ୍କୁ ଆଇନଗତ ନୋଟିସ ପଠାଇଲେ ସ୍ମୃତି

ନୂଆଦିଲ୍ଲୀ: ବିଜେପିର ଟାଣୁଆ ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ଝିଅ ନାମରେ କଂଗ୍ରେସ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ସେ କଂଗ୍ରେସର ୩ ନେତା ପୱନ ଖେରା, ଜୟରାମ ରମେଶ ଓ ନେଟା ଡିସୁଜାଙ୍କ ବିରୋଧରେ ଆଇନଗତ ନୋଟିସ ପଠାଇଛନ୍ତି । ନିଃସର୍ତ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଓଲିଉଡ଼ ଷ୍ଟାର କଳି। ଘଟଣା ନେଇ ପ୍ରତିକ୍ରିୟା ଦେଲେ ବାବୁସାନଙ୍କ ମାଆ ଅପରାଜିତା। କହିଲେ ବାବୁ ମୋ ସୁନା ପୁଅ, ତାକୁ ଫସାଇ ଦିଆଯାଇଛି। ସେ ବହୁତ ଷ୍ଟ୍ରଙ୍ଗ ହେଲେ ତାକୁ ବ୍ଲାକ ମେଲିଂ କରାଯାଉଥିଲା। ବାବୁ ଡିପ୍ରେସନରେ ରହୁଥିବା ବେଳେ ତାର କଲ ରେକର୍ଡ ଯାଞ୍ଚ କରିବାକୁ ଦାବି କରିଛନ୍ତି…

ଇରାନରେ ହୋଇଥିବା ବୈଠକକୁ ଯାଇଥିଲେ ପୁତିନଙ୍କ ଡୁପ୍ଲିକେଟ ?

କୀଭ: ଇରାନରେ ଗତ ସପ୍ତାହରେ ହୋଇଥିବା ଏକ ବୈଠକରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ବଦଳରେ ତାଙ୍କ ଡୁପ୍ଲିକେଟ ଯୋଗ ଦେଇଥିଲେ ବୋଲି ୟୁକ୍ରେନର ଗୋଇନ୍ଦା ସଂସ୍ଥା ଚାଂଚଲ୍ୟକର ବୟାନ ଦେଇଛି । ଫଳରେ ସାରା ବିଶ୍ୱରେ ଏ ନେଇ ଆଲୋଚନା ଜୋର ଧରିଛି । ୟୁକ୍ରେନର ଇଂଟେଲିଜେନ୍ସ ସଂସ୍ଥାର ମୂଖ୍ୟ…

[ଦେଖନ୍ତୁ ଭିଡିଓ] ସହାୟତା ଅପକ୍ଷୋରେ କିଡନୀ ରୋଗରେ ଆକ୍ରାନ୍ତଙ୍କ ପରିବାର

ଯାଜପୁର :  ମାଆକୁ ଭଲ କରିବାକୁ ଯାଇ ପୁଅ ହେଲେ ଗୁରୁତର ଅସୁସ୍ଥ । ଯେଉଁ ମାର କିଡନି ରୋଗକୁ ଭଲ କରିବା ପାଇଁ ପୁଅ ଦାଦନ ଖଟିବାକୁ ଯାଇଥିଲେ ସେହି ପୁଅ ଏବେ କିଡନି ରୋଗରେ ପିଡିତ ଅଛନ୍ତି । ଏ ହେଉଛନ୍ତି ବିଂଝାରପୁର ପ୍ରିତିପୁର ପାତ୍ରସାହିର ନବଘନ ପାତ୍ରଙ୍କ ପରିବାର । ନବଘନ ଦିନ ମଜୁରିଆ…

[ଦେଖନ୍ତୁ ଭିଡିଓ] ଚିନ୍ତା ବଢ଼ାଉଛି କାଶୀପୁର ହଇଜା: ବ୍ଲକରେ ଡାକ୍ତର ଅଭାବ

କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ହଇଜା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି । ଆଜି ପର୍ଯ୍ୟନ୍ତ ୨୫୧ ଜଣ ହଇଜା ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି କିନ୍ତୁ ବ୍ଲକର ୩ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାଁନ୍ତି। ବ୍ଲକରେ…

କୃଣାଳ-ପଙ୍ଖୁରୀ ଦେଲେ ଗୁଡ ନ୍ୟୁଜ

ମୁମ୍ବାଇ: ଭାରତୀୟ କ୍ରିକେଟର ଲୋକପ୍ରିୟ ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କୃଣାଳଙ୍କ ପତ୍ନୀ ପଙ୍ଖୁରୀ ଶର୍ମା ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଟିମ ଇଣ୍ଡିଆରୁ ବାଦ ପଡିଥିବା କୃଣାଳ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ପତ୍ନୀ…

ଲେଖକର ସୃଷ୍ଟି-ସମ୍ଭାର, ମଣିଷର ସାମଜିକ ଜୀବନର ପ୍ରତିଫଳନ : ନନ୍ଦିତା ମହାନ୍ତି

ସମକାଳୀନ ଓଡ଼ିଆ ସାହିତ୍ୟରେ ନନ୍ଦିତା ମହାନ୍ତି ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି ସୃଜନ ତଥା ଅନୁସୃଜନରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ ।…

ରାଜଧାନୀ ରାଜରାସ୍ତାରେ ଷ୍ଟାର କଳି ଘଟଣା, ୭ ଜଣଙ୍କ ବୟାନ ରେକର୍ଡ

ଭୁବନେଶ୍ୱର  : ରାଜଧାନୀ ରାଜରାସ୍ତାରେ ଷ୍ଟାର କଳି ଘଟଣା । ସାତ ଜଣଙ୍କ ବୟାନ ରେକର୍ଡ କଲା ପୋଲିସ। ଦୁଇଟି ମାମଲାରେ ୭ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ । ଶନିବାର ଭୁବନେଶ୍ୱର ରାଜରାସ୍ତାରେ ଷ୍ଟାର କଳି ଘଟଣାରେ ଖାରବେଳ ନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଗୋଟିଏ ମାମଲା…

ଗ୍ରେନ ଏକ୍ସପର୍ଟ ଚୁକ୍ତି ପରେ ବି ଓଡେଶା ବନ୍ଦର ଉପରେ ମିସାଇଲ ଆକ୍ରମଣ କଲା ରୁଷ

ମସ୍କୋ: ଗ୍ରେନ ଏକ୍ସପର୍ଟ ଚୁକ୍ତି ପରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲି ରହିଥିବା ସଂଘର୍ଷ ଶେଷ ହେବା ନେଇ କିଛି ମାତ୍ରାରେ ଆଶା ଦେଖା ଦେଇଥିଲା । ମାତ୍ର ଗୋଟିଏ ଦିନ ମଧ୍ୟରେ ରୁଷ ଏହି ଚୁକ୍ତିକୁ ଖିଲାପ କରି ୟୁକ୍ରେନର ଓଡେଶ ବନ୍ଦର ଉପରେ ମିସାଇଲ ଆକ୍ରମଣ କରିଛି । ଫଳରେ ଯୁଦ୍ଧ ବିରାମ…

[ଦେଖନ୍ତୁ ଭିଡିଓ] ଇତିହାସ ରଚିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା । ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ଜିତିଲେ ରୌପ୍ୟ ପଦକ

ଦିଲ୍ଲୀ: ଇତିହାସ ରଚିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା । ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ଜିତିଲେ ରୌପ୍ୟ ପଦକ । ନୀରଜ ଚୋପ୍ରା ୮୮ ଦଶମିକ ୧୩ ମିଟର ଜାଭଲିନ୍ ଥ୍ରୋ କରି ରୌପ୍ୟ ପଦକ ଜିତିଛନ୍ତି । ବିଶ୍ୱର ଏକ ନମ୍ବର ପିଟର୍ସ ୯୦ ଦଶମିକ ୫୪ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି…