ହଂକଂ କୁ ହରାଇଲା ପାକିସ୍ତାନ, ପୁଣି ଭାରତ ପାକିସ୍ତାନ ମୁକାବିଲା ହେବ ରବିବାର
ହଂକଂକୁ ୧୫୫ ରନରେ ହରାଇଛି ପାକିସ୍ତାନ । ଆଜି ଲିଗ ମ୍ୟାଚରେ ଜିତି ସୁପର ଫୋରକୁ ଯାଇଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୯୩ ରନ କରିଥିଲା ।
ପାକିସ୍ତାନ ପକ୍ଷରୁ ରିଜଓ୍ବାନ ସର୍ବାଧିକ 78 ରନ କରିଥିଲେ । ଫକର ଜମାନ 53 ରନ କରିଥିଲେ । ଖୁସଦିଲ 15 ବଲରେ 35 ରନ କରି…