Latest Odisha News

BREAKING NEWS

ଗଣେଶଙ୍କ ହାତୀ ମୁଣ୍ଡ ରହସ୍ୟ

। ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ। ନିର୍ବିଘ୍ନମ୍ କୁରମେଦେବ,ସର୍ବକାର୍ଯ୍ୟେସୁ ସର୍ବଦା । ଭୁବନେଶ୍ୱର: ଗଣେଶ ହେଉଛନ୍ତି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର। ତେବେ, ଗଣେଶଙ୍କର କିପରି ହାତୀ ମୁଣ୍ଡ ହେଲା, ତାହା ପୂରାଣରେ ବର୍ଣ୍ଣିତ ଅଛି। ଶିବ ପୁରାଣ ଅନୁଯାୟୀ ଦେବୀ…

୩୦୦ କିଲୋମିଟର ପ୍ରତି ଘଂଟାରେ ମାଡି ଆସୁଛି ସାମୁଦ୍ରିକ ଝଡ ହିନିମନୋର

ଟୋକିଓ: ଚଳିତ ବର୍ଷରୁ ସବୁଠାରୁ ବଡ ବାତ୍ୟା ଚୀନ ସାଗରରେ ସୃଷ୍ଟି ହୋଇଛି । ଏହା ସମୁଦ୍ର ମଧ୍ୟରେ ବଳ ଗୋଟାଇବା ଆରମ୍ଭ କରିଛି । ବୁଧବାର ୟୁଏସ ଜଂଏଟ ଟାଇଫୁନ ୱାର୍ଣ୍ଣିଂ ସେଂଟର ଜାରୀ ବୁଲେଟିନ ଅନୁସାରେ ଏହା ଏବେ ୨୫୭ କିଲୋମିଟର ବେଗରେ ମାଡି ଆସୁଛି । ଏହା ୩୦୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିବ…

ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମାଇନୋଙ୍କ ପରଲୋକ

ଇଟାଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମାଇନୋଙ୍କ ପରଲୋକ ଘଟିଛି ।  ସୋନିଆଙ୍କ ମା’ ଦୀର୍ଘଦିନ ହେଲା ଅସୁସ୍ଥ ଥିବାବେଳେ ସୋନିଆ ଗାନ୍ଧୀ ମଧ୍ୟ  ଚିକିତ୍ସା ପାଇଁ ବିଦେଶ ଗସ୍ତରେ ଅଛନ୍ତି । ତେବେ ଚିକିତ୍ସା ପରେ ସୋନିଆ ଗାନ୍ଧୀ ଏବଂ  ରାହୁଲ ଗାନ୍ଧୀ, ପ୍ରିୟଙ୍କା…

ବାଲିଗୁଡ଼ା ସହରରେ ଆରମ୍ଭ ହେଲା ସିସି ଟିଭି ବ୍ୟବସ୍ଥା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଆରମ୍ଭ ହେଲା ସିସି ଟିଭି ବ୍ୟବସ୍ଥା। ବାଲିଗୁଡ଼ା ଏନ୍ଏସି ପକ୍ଷରୁ ସହରରେ ସିସି ଟିଭିର ବ୍ୟବସ୍ଥା କରାଯାଇଥିବା ବେଳେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ଏହାର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ…

ମରକ୍କୋ ସମୁଦ୍ରରେ ରହୁଥିଲା ଏହି ଭୟଙ୍କର ଜୀବ

ଲଣ୍ଡନ: ସମୁଦ୍ରରେ ରହସ୍ୟ ଏବେ ବି ସମ୍ପୂର୍ଣ୍ଣ ଭାବେ ଉଜାଗର ହୋଇପାରି ନାହିଁ । କିଛି ନା କିଛି ଅଦ୍ଭୁତ ତଥ୍ୟ ବୈଜ୍ଞାନିକଙ୍କ ହାତରେ ଲାଗୁଛି । କିଛି ଦିନ ତଳେ ମରକ୍କୋର ବୈଜ୍ଞାନିକମାନଙ୍କୁ ଏକ ଅଦ୍ଭୁତ ସାମୁଦ୍ରିକ ଜୀବର ଜୀବାଶ୍ମ ମିଳିଛି । ଯାହା କି ଦେଖିବାକୁ ଅତି ଭୟଙ୍କର । ଏହାର ଦାନ୍ତ…

ଜାଣନ୍ତି କି ଭଣ୍ଡ ଗଣେଶ କିଏ ?

ଆଜି ଗଣେଶ ପୂଜା ବା ଗଣେଶ ଚତୁର୍ଥୀ। ଭଗବାନ୍ ଶ୍ରୀ ଗଣେଶଙ୍କର ଅନେକ ସ୍ୱରୂପ ରହିଛି। ଭଣ୍ଡ ଗଣେଶ ହେଉଛନ୍ତି ଗଣେଶଙ୍କର ଏକ ସ୍ୱରୂପ। ପୁରୀ, ଶ୍ରୀମନ୍ଦିରର ଭିତର ବେଢ଼ାରେ ପଶ୍ଚିମ ଦ୍ୱାରର ଦକ୍ଷିଣକୁ ଭଣ୍ଡ ଗଣେଶ ମନ୍ଦିର ଅବସ୍ଥିତ। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଏହି ମନ୍ଦିରର ନାମ କାଞ୍ଚି…

ଆପ ନେତାଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ଉପ ରାଜ୍ୟପାଳ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର କେତେକ ନେତାଙ୍କ ବିରୋଧରେ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା ମାନହାନୀ କେସ କରିବା ନେଇ ବିଚାର କରୁଛନ୍ତି । ଆପର କେତେକ ନେତା ସକ୍ସେନାଙ୍କ ବିରୋଧରେ ସିଧା ସଳଖ ଦୁର୍ନୀତି ଅଭିଯୋଗ ଆଣିଥିଲେ । ୨୦୧୬ ବିମୁଦ୍ରୀକରଣ ସମୟରେ ଖଦି ବୋର୍ଡର ଅଧ୍ୟକ୍ଷ ଥିବା…

[ଦେଖନ୍ତୁ ଭିଡିଓ] ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ନୂଆପଡ଼ା: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଭାବ ଓ ଭାଇଚାରାର ପର୍ବ ନୂଆଖାଇ ପାଇଁ ଲୋକଙ୍କ ମନରେ ଉତ୍ସାହ । ବର୍ଷକର ଏହି ପର୍ବ ପାଇଁ ନୂଆପଡ଼ା ଜିଲ୍ଲା ବାସୀ ପ୍ରସ୍ତୁତି ସାରି ଅପେକ୍ଷା କରିଛନ୍ତି ସେପ୍ଟେମ୍ବର ଏକ ସକାଳକୁ । ନୂଆଖାଇ ପାଇଁ ବଜାରରେ ଭିଡ଼ ଜମୁଛି । ବିଶେଷ…

‘ରିଚ ମିଡିଆ ଆୱାର୍ଡ’ରେ ସମ୍ମାନିତ ହେଲେ ସମାଜସେବୀ ଡ.ମହମ୍ମଦ ଇମ୍ରାନ ଅଲ୍ଲୀ

ଭୁବନେଶ୍ୱର : 'ରିଚ ମିଡିଆ ଆୱାର୍ଡ'ରେ ସମ୍ମାନିତ ହେଲେ ସମାଜସେବୀ ଡ.ମହମ୍ମଦ ଇମ୍ରାନ ଅଲ୍ଲୀ । ଯକ୍ଷ୍ମା ସମ୍ପର୍କିତ ନ୍ୟୁଜ ଫିଚର୍ସ ଲେଖି ଜାତୀୟ ସ୍ତରରେ ସମ୍ମାନୀତ ହୋଇଛନ୍ତି ଡ. ଅଲ୍ଲୀ । ନିଶା ବିରୋଧରେ ଦେଶ ତଥା ଦେଶ ବାହାରେ ଅଭିଯାନ ଚଳାଇଥିବା ଇମ୍ରାନ ଏଥର ସ୍ୱତନ୍ତ୍ର ଲେଖନୀ ପାଇଁ…

ଜ୍ୟାକଲିନଙ୍କ ଅଡୁଆ ବଢ଼ିଲା, ସମନ ଜାରୀ କଲା ପଟିୟାଲା ହାଉସ କୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିଛି । ବୁଧବାର ପଟିୟାଲା ହାଉସ କୋର୍ଟ ସମନ ଜାରୀ କରିବା ସହ ସେପ୍ଟମ୍ବର ୧୨ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ପ୍ରବର୍ତନ ନିର୍ଦ୍ଦେଶାଳୟ ୨୧୫ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଏହି ନିର୍ଦ୍ଦେଶାନାମା ଦେଇଛନ୍ତି ।…