Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୧ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ଗାନ ଅବସରରେ ଆମେ ପିଣ୍ଡ -ବ୍ରହ୍ମlଣ୍ଡ ତତ୍ତ୍ୱକୁ ଭିତ୍ତି କରି “ଗଜ ନିସ୍ତାରଣ “ବିଷୟ ଆଲୋଚନା କରିବା ଜାରି ରଖିଛେ। ପ୍ରଥମ ପର୍ଯାୟରେ ଗଜ ଓ କୁମ୍ଭୀରଙ୍କ ପରିଚୟ ପାଇଛେ ଏବେ “ବୈଶାଖ ବୈଷ୍ଣବୀ…

ରାଷ୍ଟ୍ରପତି ନିର୍ବାଚନ: ବିରୋଧୀ ଶିବିରରେ ଫାଟ, ନଜର ପକାନ୍ତୁ କେଉଁ ରାଜ୍ୟରେ କେତେ କ୍ରସ ଭୋଟିଂ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜିତିଛନ୍ତି। ସେ ଜୁଲାଇ ୨୫ରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଗ୍ରହଣ କରିବେ। ମୁର୍ମୁ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେବେ। ସେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ବିପୁଳ ଭୋଟରେ ପରାସ୍ତ…

‘ବିମାନରେ ବୋମା’ ଥିବା ନେଇ ଚର୍ଚ୍ଚା ପରେ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ପାଟଣାରେ କଲା ଅବତରଣ

ପାଟଣା: ବିମାନରେ ବୋମା ଥିବା ନେଇ ଚର୍ଚ୍ଚା ପରେ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଜରୁରୀକାଳୀନ ଭାବେ ବିହାରର ପାଟନା ବିମାନ ବନ୍ଦରରେ ଅବତର କରିଥିଲା। ବୋମା ଥିବା ସୂଚନା ପାଇବା ମାତ୍ରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍…

ମୋହନ ମାଝୀ ଓ ତାରା ବାହିନୀପତିଙ୍କ ଡାହା ମିଛ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ପୂର୍ବ ଆକଳନ ଅନୁଯାୟୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହୋଇଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ପରାଜିତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ ଏବଂ ସିକ୍କିମରୁ ଯଶୱନ୍ତ ସିହ୍ନାଙ୍କୁ ଗୋଟିଏ ବି…

[ଦେଖନ୍ତୁ ଫଟୋ] ଦ୍ରୗେପଦୀଙ୍କ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ଅନେକ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ: ଏନଡିଏମ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଦିଲ୍ଲୀ ସ୍ଥିତ ବାସ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ପ୍ରମୁଖ ମନ୍ତ୍ରୀ…

ଦ୍ରୌପଦୀ ବିଜୟୀ ହେବା ପରେ ମୋଦୀ କହିଲେ ଦେଶ ରଚିଲା ଇତିହାସ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। କେବଳ ଏନଡିଏର ନେତା ନୁହନ୍ତି, ବିରୋଧୀ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,  ମିଳିତ ବିରୋଧୀ…

[ଦେଖନ୍ତୁ ଭିଡିଓ] ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣ ଯନ୍ତା । ମରାମତି ନହେଲେ ଆନ୍ଦୋଳନ ଚେତାବନୀ

ଯାଜପୁର :  ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣ ଯନ୍ତା । ବର୍ଷ ବର୍ଷ ଧରି ଖାଲ ଖମା ରେ ଭର୍ତ୍ତି ଏହି ରାସ୍ତା । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଯାଜପୁର ବିଂଝାରପୁର ବ୍ଲକ ତାଉନ୍ତରା ଠାରୁ ଇଂଜନପୁର ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି।…

ଦ୍ରୌପଦୀ ମୁର୍ମୁ ବିନା ଭୟ ଓ ପକ୍ଷପାତିତାରେ ଦାୟିତ୍ୱ ନିର୍ବାହ କରିବେ ଆଶା: ଯଶଓ୍ୱନ୍ତ ସିହ୍ନା

ନୂଆଦିଲ୍ଲୀ: ରାଇସିନା ହିଲରେ ବସିବେ ରାଇରଙ୍ଗପୁରର ଝିଅ। ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ଦ୍ରୌପଦୀ ମୁର୍ମୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇସାରିଛନ୍ତି। ତେଣୁ ସେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ଏକ ପ୍ରକାର ସୁନିଶ୍ଚିତ। ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନା ଚୂଡାନ୍ତ ନିର୍ବାଚନ…

ଏହି ୬ ରେକର୍ଡ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଭାରତର ୧୫ତମ ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଏହିସହ ଓଡିଶାର ଏହି ଆଦିବାସୀ ମହିଳା ନାମରେ ୧୫ଟି ରେକର୍ଡ ଲିପିବଦ୍ଧ ହୋଇଛି । ଆସନ୍ତୁ ଜାଣିବା କଣ କଣ ଏହି ରେକର୍ଡ ? ଓଡିଶାର ପ୍ରଥମ ରାଷ୍ଟ୍ରପତି: ଆଜି ପର୍ଯ୍ୟନ୍ତ ଓଡିଶାର କୌଣସି ବ୍ୟକ୍ତି ରାଷ୍ଟ୍ରପତି ହୋଇ ନ ଥିଲେ…

କେଜ୍ରିଓ୍ୱାଲଙ୍କ ସିଙ୍ଗାପୁର ଗସ୍ତକୁ ଅନୁମତି ଦେଲେନି ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସିଙ୍ଗାପୁର ଗସ୍ତ ବାତିଲ କରିବାକୁ ପଡିପାରେ। କାରଣ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ.ସକ୍ସେନା ତାଙ୍କୁ ଅନୁମତି ଦେଇନାହାନ୍ତି। ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ଧରି ପଡ଼ି ରହିଥିବା ଏହି ଫାଇଲକୁ ଏବେ…