Latest Odisha News

BREAKING NEWS

କାଶୀପୁରରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର

ରାୟଗଡା: କାଶୀପୁୁରରେ କଲେରା ଆତଙ୍କା ଦେଖାଦେବା ପରେ ଏବେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆପାଙ୍ଗ ଆଓ କାଶୀପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଯେଉଁ ହଇଜା ବ୍ୟାପିଛି ତାହାର ସ୍ଥିତି ଅନୁଧ୍ୟାନ ପାଇଁ ସଂଧ୍ୟାରେ ପହଞ୍ଚିଛନ୍ତି…

ଦ୍ରୌପଦୀ ଓ ଯଶୱନ୍ତଙ୍କୁ ବିଜେପି-କଂଗ୍ରେସରୁ ହୋଇଛି କ୍ରସ ଭୋଟିଂ?

ଭୁବେନଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସରୁ କେବଳ ବିଧାୟକ ମହମ୍ମଦ ମୋକିମ ନୁହେଁ ବରଂ ଆହୁରି ଜଣେ ବିଧାୟକ ତାଙ୍କୁ ଭୋଟ୍ ଦେଇଛନ୍ତି । ଗୁରୁବାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ବୁଧବାର ବିରୋଧୀ ଦଳର ମୁଖ୍ୟ ସେଚତକ ମୋହନ…

ଜାତୀୟ ଜୁନିୟର ସନ୍ତରଣ ଚାମ୍ପିୟନଶିପ: କର୍ଣ୍ଣାଟକ ଓଭରାଲ ଚାମ୍ପିୟନ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ୪୮ତମ ଜାତୀୟ ଜୁନିୟର ସନ୍ତରଣ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । କର୍ଣ୍ଣାଟକ ସନ୍ତରଣକାରୀମାନେ ପ୍ରଭାବୀ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି । ଏହି ଚାମ୍ପିୟନଶିପରେ ୨୬ ନୂତନ ରେକର୍ଡ ସ୍ଥାପନ ହୋଇଛି ।…

ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହଙ୍କୁ କରୋନା

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ସେ ନିଜର କୋଭିଡ ୧୯ ଟେଷ୍ଟ କରାଇଥିଲେ । ଏବେ ଏହା ପଜିଟିଭ ଆସିଛି । ସେ ତାଙ୍କ ଟେଷ୍ଟ ରିପୋର୍ଟ ସାର୍ବଜନୀନ କରିଛନ୍ତି । ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ…

ବାହାଘରର ୩ ମାସ ପରେ ହନୀମୁନ ପାଇଁ ଯିବେ ରଣବୀର-ଆଲିୟା

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁର ୪ ବର୍ଷ ପରେ ଶମଶେରା ଫିଲ୍ମ ମାଧ୍ୟମରେ ପୁନର୍ବାର ବଡ ପରଦାକୁ ପ୍ରତ୍ୟାବର୍ତନ କରୁଛନ୍ତି । ଏହି ଫିଲ୍ମର ରିଲିଜ ପରେ ସେ କିଛି ଦିନ ବ୍ରେକ ନେବେ । ରଣବୀର ଓ ଆଲିୟା ଭଟ୍ଟ ବାହାଘର ଚଳିତ ବର୍ଷ ୧୪ ଏପ୍ରିଲରେ ହୋଇଥିଲା । ଏହାର ୩ ମାସ ପରେ ଏବେ ଉଭୟ…

ବ୍ରହ୍ମପୁରରେ ମାସ୍କ ପିନ୍ଧୁନାହାନ୍ତି ଲୋକେ; ବିଏମସିର ଅବିରତ ଚଢ଼ଉ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ କରୋନା ସଂକ୍ରମଣର ଭୟବହତା ଦେଖିବାକୁ ମିଳିନି । ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବିଶେଷ ବୃଦ୍ଧି ହୋଇନି। ତଥାପି ମାସ୍କ ପିନ୍ଧିବାକୁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ନିଗମର ଆୟୁକ୍ତ ଜେ.ସୋନାଲଙ୍କ ତରଫରୁ ନିର୍ଦ୍ଦେଶନାମା…

ପୁରୀରେ ଭୁଶୁଡ଼ିଲା ନିର୍ମାଣଧୀନ ଛାତ; ୫ ଜଣ ଶ୍ରମିକ ଉଦ୍ଧାର

ପୁରୀ: ପୁରୀ ସହରରେ ମଶାଣି ଚଣ୍ଡି ଛକ ନିକଟରେ ନିର୍ମାଣଧୀନ ଛାତ ଭୁଶୁଡ଼ି ଯାଇଛି । ନିର୍ମାଣ କାମ ଚାଲୁଥିବା ବେଳେ ଛାତଟି ଭୁଶୁଡ଼ି ପଡ଼ିଥିଲା । ଘଟଣାସ୍ଥଳରେ ଥିବା ୫ ଜଣ ଶ୍ରମିକ ଫସିଯାଇଥିଲେ । ଓଡ୍ରାଫ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତ ଶ୍ରମିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର…

ସୁଶାନ୍ତଙ୍କ ପରେ ବଲିଉଡ ମାଫିଆଙ୍କ ଟାର୍ଗେଟରେ ତନୁଶ୍ରୀ,ସୋସିଆଲ ସାଇଟରେ ଜଣାଇଲେ ଦୁଃଖ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ପରେ ବଳିଉଡ ମାଫିଆ ଏବେ ଅଭିନେତ୍ରୀ ତନୁଶ୍ରୀ ଦତଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ସେ ସୋସିଆଲ ସାଇଟରେ ଏ ନେଇ ସମସ୍ତଙ୍କୁ ଅବଗତ କରାଇବା ସହ ସ୍ପଷ୍ଟ ଭାବେ ଜଣାଇଛନ୍ତି ଯେ, ବଲିଉଡ ମାଫିଆ, ପଲିଟିକାଲ ସର୍କିଟ ଓ ଆଂଟି ନ୍ୟାଶନାଲ ଏଲିମେଂଟସ ଏବେ ମୋ…

ଗଞ୍ଜାମରେ ମିଳୁନି କୋଭିସିଲ୍‌ଡ ଟିକା

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କୋଭିସିଲ୍‌ଡ ଟିକା ଖୋଜିଲେ ମିଳୁନି । ଜିଲା ବ୍ୟାପି ସବୁଆଡ଼େ କୋଭିସିଲ୍‌ଡ ସରିଯାଇଛି। ଯାହା ଫଳରେ ଜିଲାରେ କୋଭିଡ ଟିକାକରଣ ପ୍ରଭାବିତ ହୋଇଛି । କେବଳ ବ୍ରହ୍ମପୁର ସହର ନୁହଁ, ଜିଲାର ଗ୍ରାମାଞ୍ଚଳ ଏବଂ ଛୋଟ ସହର ଗୁଡ଼ିକରେ ମଧ୍ୟ କୋଭିସିଲ୍‌ଡ ଶେଷ ହୋଇଯାଇଛି ।…

ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

ବ୍ରହ୍ମପୁର: ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବର୍ଷା ପରବର୍ତ୍ତି ସ୍ଥିତିରେ ବନ୍ୟା ପରିସ୍ଥିତି ଦେଖା ଦେବା ନେଇ ଆକଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା ଜିଲାର…