ପରଲୋକରେ ଅର୍ଥନୀତିଜ୍ଞ ଅଭିଜିତ ସେନ୍
ନୂଆଦିଲ୍ଲୀ: ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ତଥା ଗ୍ରାମୀଣ ଅର୍ଥନୀତି ଉପରେ ଦକ୍ଷତା ରଖିଥିବା ଦେଶର ଅନ୍ୟତମ ଅର୍ଥନୀତି ବିଶେଷଜ୍ଞ ଅଭିଜିତ୍ ସେନଙ୍କର ପରଲୋକ ହୋଇଛି। ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।
ଗତକାଲି ରାତି ପ୍ରାୟ ୧୧ ଟା…