୨୪ ଘଣ୍ଟା ମଧ୍ୟରେ ବାହାରିଲେ ୮୭୨ ଜଣ କୋଭିଡ୍ ପଜିଟିଭ
ତିନି ପରେ ପୁଣି କରୋନା ସଂକ୍ରମଣରେ ଟିକେ ବ୍ରେକ ଲାଗିଛି । ଗତକାଲି 1000 ଉପରେ ସଂକ୍ରମଣ ହୋଇଥିବା ବେଳେ ଆଜି ଆସିଥିବା ରିପୋର୍ଟରେ କମିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୮୭୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…
BREAKING NEWS