ପୁନଃ ଖୋଲିଲା ନଦୀମର୍ଗ ନରସଂହାର କେସ୍
ପୁଲବାମା: ଜମ୍ମୁ-କଶ୍ମୀରର ହାଇକୋର୍ଟ ନଦୀମର୍ଗରେ ଘଟିଥିବା କଶ୍ମୀର ପଣ୍ଡିତଙ୍କ ନରସଂହାର କେସକୁ ପୁନଃ ଖୋଲିଛନ୍ତି । ୨୩ ମାର୍ଚ୍ଚ ୨୦୦୩ରେ ରାତିରେ ସେନାର ପୋଷାକ ପିନ୍ଧି ଲଶ୍ମର ଇ ତୋଇବା ଆତଙ୍କବାଦୀମାନେ ୨୪ କଶ୍ମୀର ପଣ୍ଡିତଙ୍କୁ ନୃଶଂସ ଭାବେ ଗୁଳି କରି ହତ୍ୟା କରିଥିଲେ । ଏଥିରେ ୧୧…