୯୦ତମ ଏୟାରଫୋର୍ସ ଡେ: ଭୂପୃଷ୍ଠ ଏବଂ ବାୟୁବାହୀ ଅସ୍ତ୍ର ପ୍ରଣାଳୀ ଗୋଟିଏ ବ୍ୟବସ୍ଥାରେ ରହିବେ
ଚଣ୍ଡିଗଡ଼: ୯୦ତମ ଏୟାରଫୋର୍ସ ଡେ’ ଚଣ୍ଡୀଗଡରେ ଅନୁଷ୍ଠିତ ହୋଇଯାଇଛି । ଏୟାର ଶୋ’ର କମାଲ ସାରା ବିଶ୍ବର ଗଣମାଧ୍ୟମରେ ଚର୍ଚା ହେଉଛି । ସେପଟେ ଭାରତୀୟ ବାୟୁସେନା (ଆଇଏଏଫ୍) ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ସରକାର ନୂତନ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା (ଡବ୍ଲ୍ୟୁଏସ୍) ଶାଖା ଗଠନକୁ…