ମାଟି ତଳୁ ବୃଦ୍ଧଙ୍କ ମୃତଦେହ ଜବତ କଲା ପୋଲିସ; ଗୁଣି ଗାରେଡ଼ି ସନ୍ଦେହ
ବ୍ରହ୍ମପୁର: ଗଞ୍ଜାମ ଜିଲା ଶେରଗଡ଼ ଥାନା ଅନ୍ତର୍ଗତ ବନ୍ଧାଗୁଡ଼ା ଗ୍ରାମର ତ୍ରିନାଥ ପାତ୍ରଙ୍କ ଶବକୁ ମାଟି ତଳୁ ଜବତ କରିଛି ଶେରଗଡ଼ ଥାନା ପୋଲିସ । ତ୍ରିନାଥ ନିଖୋଜ ହୋଇଥିବା ନେଇ ତାଙ୍କ ଭାଇ ଚନ୍ଦ୍ରୁ ପାତ୍ର ଶେରଗଡ଼ ଥାନାରେ ଏତଲା ଦେଇଥିଲେ।
ପୋଲିସ ତଦନ୍ତ ବେଳେ ଅନନ୍ତନଗର ତୋଟାରେ…