ଏସିଆ କପ୍, ଆଉ ଦୁଇଦିନ ପରେ ଭାରତ-ପାକିସ୍ତାନ ମ୍ୟାଚ୍
ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଉ ଦିନକ ପରେ ଆରମ୍ଭ ହେବ ଏସିଆ କପ୍ । ତେବେ ଏଥର ଏସିଆ କପରେ ଭାରତ ପାକିସ୍ତାନ ମ୍ୟାଚରେ କିଏ ଜିତିବ ତାକୁ ନେଇ ଏବେଠୁ ଚର୍ଚା ଆରମ୍ଭ ହୋଇଯାଇଛି । ଆସନ୍ତା ଅଗଷ୍ଟ 28ରେ ପାକିସ୍ତାନକୁ ଭେଟିବ ଭାରତ ।
https://www.youtube.com/watch?v=hYvjn-QipQE
ଏହି…