ରାଜ୍ୟପାଳଙ୍କୁ ନିର୍ବାଚନ କମିଶନଙ୍କ ରିପୋର୍ଟ, ରଦ୍ଦ ହେଲା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପଦ !
ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହୋଇଛି। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କୁ ଏ ନେଇ ଏକ ବନ୍ଦ ଲଫାଫାରେ ଚିଠି ପଠାଇଛନ୍ତି। ଖଣି ଲିଜ୍ ପ୍ରସଙ୍ଗରେ ଦୁର୍ନୀତି ଏବଂ ଅଫିସ ଅଫ୍ ପ୍ରଫିଟ୍ ମାମଲାରେ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବାକୁ …