Latest Odisha News

BREAKING NEWS

ଧାନବିଲରୁ ୨ଟି ହାତୀର ମୃତଦେହ ଠାବ

ସମ୍ବଲପୁର: ପୁଣି ହାତୀ ମୃତ୍ୟୁ । କୁଚିଣ୍ଡା ବାମରା ବନଖଣ୍ଡ ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲ ନିକଟରୁ ୨ଟି ହାତୀଙ୍କ ମୃତଦେହ ମିଳିଛି । ଗୋଟିଏ ମାଈ ଓ ଗୋଟିଏ ଦନ୍ତାହାତୀର ମୃତଦେହ ମିଳିଥିବା ବେଳେ ହାତୀ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ବନ…

ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଢାବାରେ ରୋଷେଇ କରୁଥିଲେ ସଞ୍ଜୟ ମିଶ୍ର

ମୁମ୍ବାଇ: ବିହାରର ଦରଭଙ୍ଗାଠାରେ ଜନ୍ମଗ୍ରହଣ କରିଥିବା ପ୍ରସିଦ୍ଧ ହାସ୍ୟ ଅଭିନେତା ସଞ୍ଜୟ ମିଶ୍ର ଆଜି ନିଜର ଜନ୍ମଦିନ ପାଳୁଛନ୍ତି। ସେ ନିଜ କ୍ୟାରିୟରରେ ଏକରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ତାଙ୍କ ଅଭିନୟ ଦର୍ଶଙ୍କୁ ବହୁତ ମନୋରଞ୍ଜନ କରାଏ।  ଅନେକ ଥର ଲୋକମାନେ ପରଦାରେ ତାଙ୍କୁ…

କୁର୍ନୁଲ ବନ୍ନି ଉତ୍ସବରେ ପରସ୍ପରକୁ ଲାଠିମାଡ଼; ୫୦ ଆହତ, ୨ ଗୁରୁତର

କୁର୍ନୁଲ: ଆନ୍ଧ୍ରପ୍ରଦେଶର ଦେବରଗଟ୍ଟୁ ଅଞ୍ଚଳରେ ଦଶହରା କହିଲେ ବନ୍ନି ପର୍ବକୁ ବୁଝାଏ। ଏଠାରେ ପ୍ରସିଦ୍ଧ ଶିବ ଠାକୁରଙ୍କ ପ୍ରତିମାକୁ ସାଙ୍ଗରେ ନେବାକୁ ଭକ୍ତମାନେ ପରସ୍ପରର ମୁଣ୍ଡକୁ ଲାଠିରେ ଆକ୍ରମଣ କରନ୍ତି। ତେବେ ବୁଧବାର ଏହି ବନ୍ନି ଉତ୍ସବରେ ହିଂସାତ୍ମକ ସଂଘର୍ଷ ଘଟିଥିଲା ​​ଯେଉଁଥିରେ…

ଅନୁବାଦ କବିତା : ଆସାଦର ସାର୍ଟ

ମୂଳ ରଚନା : ଶାମସୁର ରାହମାନ ପେନ୍ଥା ପେନ୍ଥା ରକ୍ତ କରବୀ ପରି ଅବା ସୂର୍ଯ୍ୟାସ୍ତର ଜ୍ୱଳନ୍ତ ମେଘ ଭଳି ପବନର ନିଳିମାରେ ଆସାଦର ସାର୍ଟ ଉଡ଼େ ଫର ଫର। ଭଉଣୀ ତାର କେବେ ସେଇ ସଫା ସାର୍ଟରେ ତାରା ପରି କିଛି ବୋତାମ ହୃଦୟର ସୁନେଲି ସୁତାରେ ସିଲେଇ କରି ଲଗାଇ ଦେଇଥିଲା ତା'ର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବାସ୍ ଘରେ କେହି ନାହାନ୍ତି , ମନଖୋଲି ନିମି ଅପାଙ୍କ ଆଗରେ କାନ୍ଦି ପାରିବ ଆସ୍ଥା ! କାହିଁ କେତେ ଦିନୁ ଖୋଜି ହେଉଥିଲା ନିମି ଅପାଙ୍କୁ ! ଫୋନ ରିସେଟ ହୋଇ ନମ୍ବରଟି ଡିଲିଟ୍ ହୋଇ ଯାଇଥିଲା ! ୟାକୁ ବୋଧେ କୁହନ୍ତି ଟେଲିପାଥି…

ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ବାହିନୀ

ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି । ମୁମ୍ବାଇରୁ ଟିମ ମ୍ୟାନେଜମେଂଟଙ୍କ ସହ ସମସ୍ତ ଖେଳାଳି ବିଳମ୍ଭିତ ରାତିରେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ଜିତିଛି।…

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାର ବିଧି ପ୍ରଣୟନ କେବେ ବି ନୁହେ ସମୀଚୀନ ଯାହା ବି ଥାଏ ପ୍ରଚଳିତ ତାହା ହିଁ ହୁଏ ଆବିଷୃତ ବଚନ କଲେ ବିଶ୍ଳେଷଣ ଯାହା ବି ଶୁଭେ ପୁନଃ ପୁନଃ ତାହା ହିଁ ତହିଁର ବିଧାନ ସ୍ବଭାଷୀ କରଂତି ପାଳନ କ'ଣ ଉଚିତ, ଅନୁଚିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ବିଶେଷ ଯାତ୍ରା ହେଲା ଚନ୍ଦନ ଯାତ୍ରା ଏବଂ ଏହି ଚନ୍ଦନ ଯାତ୍ରା ଦୁଇଟି ପର୍ଯାୟରେ ସଂଘଟିତ ହୁଏ। ପ୍ରଥମଟି ବୈଶାଖ ଶୁକ୍ଳ ତୃତୀୟା, ଯାହାକି ଅକ୍ଷୟ…

ବିସର୍ଜନ ବେଳେ ଅଘଟଣ, ୧୩ ଜଣଙ୍କର ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୁଧବାର ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଭସାଣିବେଳେ ଅଘଟଣ। ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମୋଟ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗର ୭ ଜଣ ଏବଂ ରାଜସ୍ଥାନର ୬ ଜଣ ମେଢ ଭସାଇବାକୁ ଯାଇଥିବା ବେଳେ ବୁଡ଼ିଯିବାରୁ ପ୍ରାଣ ହରାଇଛନ୍ତି। ପଶ୍ଚିମବଙ୍ଗର ଜଲପାଇଗୁଡି…

ଭାରତରେ ତିଆରି କାଶ ସିରଫ ଖାଇ ବିଦେଶରେ ୬୬ ଜଣଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: କଫ ସିରଫ ଖାଇ ୬୬ ଜଣଙ୍କ ମୃତ୍ୟୁ। ଆଫ୍ରିକାର ଗାମ୍ବିଆରେ ୬୬ ଶିଶୁ ଭାରତରେ ତିଆରି ଏକ ଔଷଧ ଖାଇବା ପରେ ମୃତ୍ୟୁ ବରଣ କରିଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ହୁ' ଦାବି କରିଛି। ହରିଆଣାର ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟିଡେ ରହିଛି ଔଷଧ ନିର୍ମାତା କମ୍ପାନୀର ନାମ।…