ପାଣିରେ ବୁଡ଼ିଲା ସ୍କୁଲ ବସ୍, ୩୦ ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର
ହାଇଦ୍ରାବାଦ: ନାଳ ପାଣିରେ ଛାତ୍ରଛାତ୍ରୀ । ତେଲେଙ୍ଗାନାର ମହବୁବନଗରରେ ଉଛୁଳା ନାଳ ପାଣିରେ ସ୍କୁଲ ବସ୍ ପଶି ଯାଇଥିଲା। ଏହାପରେ ୩୦ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବସରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ପିଲାଙ୍କୁ ଉଦ୍ଧାର କରିଥିଲେ। ପରେ ବସ୍କୁ ପାଣି ଭିତରୁ ଟାଣି…