ଏଣିକି ଓଡିଶାରେ କାର ପଛରେ ବସୁଥିବା ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ହେବ
ଭୁବନେଶ୍ୱେର: ପୂର୍ବରୁ କାରରେ ଡ୍ରାଇଭର ସିଟ୍ ଏବଂ ପାଖରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ଥିଲା । ଏବେ କିନ୍ତୁ କାର ପଛରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ। ଓଡିଶା ସରକାରଙ୍କ ପରିବହନ ବିଭାଗ ଏ ନେଇ ଏକ ଚିଠି ଲେଖିଛନ୍ତି ପରିବହନ…