Latest Odisha News

BREAKING NEWS

ହୀରାକୁଦ ଡ୍ୟାମ୍‌ର ୩୪ଟି ଗେଟରୁ ପାଣି ପ୍ରବାହିତ, ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା ଆଶଙ୍କା । ଯଦି ଏହିପରି ବର୍ଷା ଜାରି ରୁହେ ତାହେଲେ ଆସନ୍ତାକାଲି ବେଳକୁ ରାଜ୍ୟରେ ବନ୍ୟା ବୋଲି କୁହାଯିବ। ରାଜ୍ୟରେ ବର୍ଷାର ପରିଣାମ ସେଭଳି ନରହିଥିଲେ ବି ମହାନଦୀର ଉପରମୁଣ୍ଡରେ ଅର୍ଥାତ ଛତିଶଗଡରେ ଲଗାଣ…

କବିତା : ଭାଷାକୁ ଦିଅନି ନାଁ

ମାନସ ରଞ୍ଜନ ମହାପାତ୍ର  ନଈର ନାଁ ନଥିଲେ କଣ ଯାଏ ଆସେ ନାଆର,ନା ନାବିକର ଯେମିତି ବାଟର ନାଁ ନଥିଲେ ବାଟୋଇର କେବେ ଫୁଲକୁ ପଚାରିଛ ନାଁ ନେଇ କଣ କରେ ସିଏ କାହାକୁ ସେ ଭଲପାଏ ଈଶ୍ୱର ନା ଅସୁର ଚଢ଼େଇମାନେ ବନ୍ଦ କରିଦିଅନ୍ତି କି ଉଡ଼ିବା ନଥାଏ ଯଦି ନାମ ନାଁ ଯଦି ଦବ ଦିଅ…

ଅନୁବାଦ ଗଳ୍ପ : ମାଳପ୍ରସ୍ଥ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୬  ମୂଳ ହିନ୍ଦୀ: ଉପେନ୍ଦ୍ର ନାଥ ଅସ୍କ ‘ଆପଣ ଜଣେ ସାଧାସିଧା ଦିଲ୍‍ଖୋଲା ଲୋକ ପରି  ଜଣାପଡ଼ୁଚନ୍ତି, ସେଇଥି ଲାଗି ମୁଁ ଭାବିଲି ଆପଣଙ୍କୁ ବି ମାଗିବି ବୋଲି’, ଶେଠ୍‍ ସାହେବ କହିଲେ । ‘ଆପଣ ନିଶ୍ଚିନ୍ତ ରହନ୍ତୁ । ଏକଥା ମୁଁ…

ଶିଶୁ ଗଳ୍ପ : ଜାତୀୟ ପତାକା ବାଟ ଦେଖେଇଲା

କୁଞ୍ଜ ବିହାରୀ ସାହୁ  ଭଙ୍ଗା ଆଜବେଷ୍ଟସ୍ ଉପରେ କଳାରଙ୍ଗର ଜରି ଘୋଡ଼ାହେଇଛି । ଦଦରା କାନ୍ଥ । ସେ ଘର ଭିତରେ ରହୁଛି ସୁକାନ୍ତ । ଛଅ ସାତ ବର୍ଷର । ପାଠ ଶାଠ ନାହିଁ । ବୁଲାବୁଲି, ଖେଳାଖେଳିରେ ତାର ମନ । କିନ୍ତୁ ବାପା ବୋଉର ବୋଲ ମାନେ । ଯୁଆଡ଼େ ଗଲେ ବି ଠିକ୍ ସମୟରେ ଫେରିଆସେ । ତା'…

ଭାଷା ଭାଗବତ : ସ୍ବଇଚ୍ଛା ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦକୋଷଟେ ପାଶେ ରଖି ପାଠକ ସାହିତ୍ୟ ପଢ଼େ କି? ଲେଖକେ ବୁଝି ଏହି ପ୍ରଶ୍ନ କରଂତୁ ସ୍ବଇଚ୍ଛା ଲିଖନ କାହାକୁ କିଛି ନ ପଚାରି ନିଜର ମନରେ ବିଚାରି ଲେଖକେ କରି ବାରଂବାର ହୋଇଲେ ଲିଖନ ତତ୍ପର ପାଠକେ କରଂତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଙ୍କ ପରମ ପାବନ କ୍ଷେତ୍ର ଏହି ପୁରୁଷୋତମ କ୍ଷେତ୍ର। ଚୈତନ୍ୟ ଭାଗବତରେ ଏହାର ସୁନ୍ଦର ବର୍ଣ୍ଣନା ସିନ୍ଧୁ ତୀରେ ବଟ ମୂଳେ ନୀଳାଚଳ ଧାମ, ଶ୍ରୀପୁରୁଷୋତ୍ତମ…

ସ୍ବାଧୀନତା ସଂଗ୍ରାମ ସମୟର ନାରା: ଯାହା ଦେଶବାସୀଙ୍କ ମଧ୍ୟରେ ଭରିଥିଲା ଯୋଶ୍

ଦେଶ ସ୍ବାଧୀନତା ପାଇଁ ହଜାର ହଜାର ସ୍ବାଧୀନତା ସଂଗ୍ରାମୀ ପ୍ରାଣବଳୀ ଦେଇଥିଲେ । ଇଂରେଜ ସରକାରଙ୍କ ବିରୋଧରେ ସେ ସମୟରେ ଏପରି କିଛି ନାରା ଦିଆଯାଇଥିଲା ଯାହା ଆଜି ବି ସମସ୍ତଙ୍କ ହୃଦୟରେ ରୋମାଂଚ ଭରିଦିଏ । ଏଭଳି କିଛି  ପ୍ରସିଦ୍ଧ ସ୍ଲୋଗାନ ବିଷୟରେ ଆସନ୍ତୁ ଜାଣିବା । ଯାହାକୁ ଆପଣ ଭାଷଣ…

ହର ଘର ତ୍ରିରଙ୍ଗା: ତ୍ରିରଙ୍ଗା ପତାକା ଉଡାଇବାର ନିୟମ

କେନ୍ଦ୍ର ସରକାର  ତ୍ରିରଙ୍ଗା ପତାକା ଉଡାଇବାର ନିୟମ ପରିବର୍ତ୍ତନ କରିଛନ୍ତି । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁସାରେ ସ୍ବାଧୀନତା ଦିବସ ପୂର୍ବରୁ ସମସ୍ତେ ଏବେ ତ୍ରିରଙ୍ଗା ନିଜ ଘରେ ଉଡାଉଛନ୍ତି । ସ୍ୱାଧୀନତାର 75 ବର୍ଷ ପୂରଣ ଅବସରରେ କେନ୍ଦ୍ର ସରକାର ତ୍ରିରଙ୍ଗା ପତାକା ଉଡାଇବା ଅଭିଯାନ…

ବର୍ଷା ପରେ ବନ୍ୟା ଭୟ, ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଯାଜପୁର/ଭଦ୍ରକ/ସୁବର୍ଣ୍ଣପୁର: ବର୍ଷା ପରେ ବନ୍ୟା ଭୟ । ହୀରାକୁଦ ଡ୍ୟାମର ଏକାଧିକ ଗେଟ୍ ଖୋଲିବା ପରେ ମହାନଦୀ ସହ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି । ମହାନଦୀ ଫୁଲୁଥିବା ବେଳେ ବୈତରଣୀର ଜଳସ୍ତର ବଢ଼ୁଛି । ଯାଜପୁର ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।…

ରସ ଟେଲରଙ୍କୁ ଚାପୁଡା ମାରିଥିଲେ ରାଜସ୍ଥାନ ରୟାଲ୍ସର ମାଲିକ

ହାମିଲଟନ: ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ ରସ ଟେଲର ତାଙ୍କ ପୁସ୍ତକ ମାଧ୍ୟମରେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଆଇପିଏଲରେ ଗୋଟିଏ ମ୍ୟାଚରେ ଶୂନରେ ଆଉଟ ହୋଇ ଆସିବା ପରେ ରାଜସ୍ଥାନ ରୟାଲ୍ସର ଜଣେ ମାଲିକ ମୋତେ ଚାପୁଡା ମାରିଥିଲେ । ଟେଲର ତାଙ୍କ ଆତ୍ମଜୀବନୀ ବ୍ଲାକ…