Latest Odisha News

BREAKING NEWS

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ କଥା  ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବ ରାଜ୍ୟବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି। ଓଡ଼ିଶାର ସବୁ ଭୋଟ…

କଣ୍ଟେଣ୍ଟ କ୍ରିଏସନରେ ଭାରତ ବୈଶ୍ୱିକ ହବ୍‌ରେ ପରିଣତ ହେବ

ପୁଣେ: ଯୁବବର୍ଗଙ୍କ ପାଇଁ ନିଯୁକ୍ତି କ୍ଷେତ୍ର ବ୍ୟାପକ ହେବାକୁ ଯାଉଛି । ଦେଶରେ ଏବେ କଣ୍ଟେଣ୍ଟ କ୍ରିଏସନ କ୍ଷେତ୍ର ବୈଶ୍ବିକ ହବରେ ପରିଣତ ହେବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି   । ଦେଶରେ ଦ୍ରୁତଗତିରେ ବିକଶିତ ହେଉଥିବା ଡିଜିଟାଲ…

ନିରହୁଆଙ୍କ ବିଜୟ ପରେ ଚର୍ଚ୍ଚାରେ ଭୋଜପୁରୀ ଫିଲ୍ମ ଗଙ୍ଗା, ଯମୁନା, ସରସ୍ୱତୀ

ଲକ୍ଷ୍ନୌ: ୟୁପିର ଆଜମଗଡ ନିର୍ବାଚନ ଜିତିବା ପରେ ଏବେ ସବୁଠାରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ବିଜେପି ନେତା ତଥା ଭୋଜପୁରୀ ସୁପରଷ୍ଟାର ଦୀନେଶଲାଲ ଯାଦବ ନିରହୁଆ । ତେବେ ସେ ଏମପି ହେବା ପରେ ଭୋଜପୁରୀ ଫିଲ୍ମ ଗଙ୍ଗା, ଯମୁନା, ସରସ୍ୱତୀ ଏହାଠାରୁ ଅଧିକ ଚର୍ଚ୍ଚା ସାଉଁଟିଛି । ଏହି ଫିଲ୍ମର ୩…

ଭଗବାନ ଜଗନ୍ନାଥ ଜଗତର ସ୍ୱାମୀ : ପ୍ରଧାନମନ୍ତ୍ରୀ

ଆଜି ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦି ଜଗନ୍ନାଥଙ୍କ କଥା ସ୍ମରଣ କରିଛନ୍ତି ।  କହିଛନ୍ତି କି ଭଗବାନ ଜଗନ୍ନାଥ ହେଉଛନ୍ତି ଜଗତର ସ୍ୱାମୀ । ଆମ ଦେଶରେ ସମୟ ସମୟରେ ଅଲଗା ଅଲଗା ଦେବଯାତ୍ରା ଦେଖିବାକୁ ମିଳିଥାଏ ।  ଦେବଯାତ୍ରା ଅର୍ଥାତ୍ ଯେଉଁଥିରେ କେବଳ ଭକ୍ତ ନୁହଁନ୍ତି, ଭଗବାନ ମଧ୍ୟ…

ଆମେରିକା ୟୁରୋପରେ ୨୦୦ ପରମାଣୁ ଅସ୍ତ୍ର ଲୁଚାଇ ରଖିଛି !

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ରବିବାର ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଆମେରିକା ୟୁରୋପରେ ୨୦୦ ପରମାଣୁ ଅସ୍ତ୍ର ବିଭିନ୍ନ ସ୍ଥାନରେ ଲୁଚାଇ ରଖିଛି । ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶଙ୍କେଙ୍କ ସହ ଆଲୋଚନା ବେଳେ ସେ ଏହି କଥା କହିଥିଲେ । ଏହି…

ଯୌତୁକ ପାଇଁ ବିଷ ଦେଇ ମାରିଦେଲେ ! ସ୍ୱାମୀ ସହ ଶାଶୂ ଓ ଶ୍ୱଶୁର ଗିରଫ

ରାୟଗଡ଼ା: ଅଧୁରା ରହିଲା ସଂସାର ଗଢ଼ିବା ସ୍ୱପ୍ନ । ବିବାହକୁ ପାଞ୍ଚ ମାସ ନ ପୂରୁଣୁ ଉଜୁଡ଼ି ଗଲା ସଂସାର । ସରିଗଲା ସବୁକିଛି । ରାୟଗଡ଼ା ସହର ରେଭେନ୍ୟୁ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । କନ୍ୟା ପିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଝିଅର ସ୍ୱାମୀ ସହ ଶାଶୂ ଓ ଶ୍ୱଶୁରଙ୍କୁ ଗିରଫ କରି…

ମହାରାଷ୍ଟ୍ର ରାଜନୈତିକ ଅସ୍ଥିରତା: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଶିନ୍ଦେ ଗୋଷ୍ଠୀ

ମୁମ୍ବାଇ:ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଚାଲିଥିବା ବେଳେ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀ । ଶିବସେନାର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଉପ ବାଚସ୍ପତି ପଠାଇଥିବା ଅଯୋଗ୍ୟ ନୋଟିସକୁ ସେମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ।…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଚାଷୀଙ୍କୁ ମିଳିବ ସରକାରୀ ଜମିର ମାଲିକାନା । ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କୁ ଜମିର ମାଲିକାନା ପ୍ରଦାନ ପ୍ରସଙ୍ଗରେ ନୀତି ନିର୍ଦ୍ଦାରଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୬ମାସ ମଧ୍ୟରେ ଏନେଇ ନୀତିଗତ ନିଷ୍ପତି ଗ୍ରହଣ କରିବାକୁ…

[ଦେଖନ୍ତୁ ଭିଡିଓ] ଅନ୍ତିମ ପର୍ଯ୍ୟାୟରେ ରଥ ନିର୍ମାଣ, ତିନିରଥ ଉପରକୁ ଉଠିଲା କଳସ

ପୁରୀ: ଆଜି ଅଣସର ତ୍ରୟୋଦଶୀ ତିଥି । ଗତକାଲି ପତିମହାପାତ୍ର ଓ ଦଇତାପତି ସେବାୟତ ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରିଥିଲେ । ଅଣସର ତ୍ରୟୋଦଶୀରେ ଘଣାଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହୋଇଥାଏ । ଅଣସର ଗୃହରେ ସମ୍ପୂର୍ଣ୍ଣ…

ଉପ ନିର୍ବାଚନ: ଏସପି ଦୁର୍ଗ ଭାଙ୍ଗିଲା, ମାନଙ୍କ ସମ୍ମାନ ରହିଲାନି

ନୂଆଦିଲ୍ଲୀ: ୩ଟି ଲୋକସଭା ଏବଂ ୭ଟି ବିଧାନସଭା ଉପ ନିର୍ବାଚନର ଫଳାଫଳ ବାହାରିଛି । ୟୁପିର ଆଜମଗଡ ଓ ରାମପୁର ଲୋକସଭା ସିଟକୁ ବିଜେପି କବଜା କରି ନେଇଛି । ଆଜମଗଡରେ ଭୋଜପୁରୀ ସୁପରଷ୍ଟାର ଦିନେଶ ଲାଲ ଯାଦବ ନିରହୁଆ ସମାଜବାଦୀ ପାର୍ଟିର ଧର୍ମେନ୍ଦ୍ର ଯାଦବଙ୍କୁ ୮୬୭୯ ଭୋଟରେ ପରାଜିତ କରିଛନ୍ତି ।…