Latest Odisha News

BREAKING NEWS

ଇମ୍ରାନଙ୍କ ଶୋଇବା ଘରେ ଲାଗିଥିଲା ଗୁପ୍ତ କ୍ୟାମେରା !

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶୋଇବା ଘରେ ଗୁପ୍ତ କ୍ୟାମେରା ଲଗା ଯାଇଥିବା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ପୂର୍ବରୁ ଇମ୍ରାନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚାଲିଥିବା ବେଳେ ଏହି ଘଟଣା ଏବେ ତାଙ୍କ ସମର୍ଥକଙ୍କୁ ଚିନ୍ତାରେ ପକାଇ ଦେଇଛି ।…

ସିଦ୍ଧୁଙ୍କ ଏସୱାଇଏଲ ଗୀତକୁ ବ୍ୟାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନିକଟରେ ହତ୍ୟା କରାଯାଇଥିବା ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲଙ୍କ ୨ ଦିନ ତଳେ ରିଲିଜ ହୋଇଥିବା ଗୀତକୁ କେନ୍ଦ୍ର ସରକାର ବ୍ୟାନ କରି ଦେଇଛନ୍ତି । ସତଲଜ ଯମୁନା ଲିଙ୍କ (ଏସୱାଇଏଲ) ବିବାଦ ଉପରେ ଏହି ଗୀତ ପର୍ଯ୍ୟବେଶିତ ହୋଇଥିବାରୁ ବାଧ୍ୟହୋଇ ଏହି ନିଷ୍ପତି ଗ୍ରହଣ…

ଜମ୍ମୁ ଓ କଶ୍ମୀର ଆଇଜି ବସନ୍ତ ରଥଙ୍କ ଇସ୍ତଫା; ବିଜେପିରେ ଯୋଗ ଦେବେ

ଭୁବନେଶ୍ୱର: ଜମ୍ମୁ ଓ କଶ୍ମୀର କ୍ୟାଡର ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥ ଚାକିରିରୁ ଇସ୍ତଫା ଦେଇଛନ୍ତି । ଏବେ ସୁଦ୍ଧା ତାଙ୍କ ଇସ୍ତଫା ଅନୁମୋଦିତ ହୋଇନି । ଶନିବାର ସେ ଜମ୍ମୁ ଓ କଶ୍ମୀର ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଏହି ଇସ୍ତଫା ପତ୍ରକୁ ସେ ଫେସବୁକ ଓ ଟ୍ୱିଟରରେ…

୪୧ ଥର ବିଜେତା ମୁମ୍ବାଇ ପରାସ୍ତ, ମଧ୍ୟପ୍ରଦେଶ ନୂତନ ଚାମ୍ପିୟନ

ମୁମ୍ବାଇ: ରଣଜୀ ଟ୍ରଫି କ୍ରିକେଟରେ ୪୧ ଥର ଚାମ୍ପିୟନ ମୁମ୍ବାଇକୁ ୬ ୱିକେଟରେ ହରାଇ ମଧ୍ୟପ୍ରଦେଶ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ୨୦୧୪ ପରଠାରୁ ୮ଟି ସିଜନରେ ୬ ନୂତନ ଚାମ୍ପିୟନ ମିଳିଥିବାରୁ ଭାରତୀୟ କ୍ରିକେଟ ଠିକଣା ପଥରେ ଯାଉଛି ବୋଲି ସମୀକ୍ଷକମାନେ କହିଛନ୍ତି । ମୁମ୍ବାଇ ପ୍ରଥମେ…

ମଙ୍କିପକ୍ସ ଏବେ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ଚିନ୍ତା ନୁହେଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ମଙ୍କିପକ୍ସ’ ବାବଦରେ ଏକ ଆଶ୍ୱସ୍ତିକର ଖବର ଦେଇଛି । ଶନିବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ମଙ୍କିପକ୍ସ ବର୍ତ୍ତମାନ ପାଇଁ ଏକ ବିରାଟ ଚିନ୍ତା ନୁହେଁ । ଏହାକୁ ନେଇ ଏବେ ଜରୁରୀକାଳୀନ ପରିସ୍ଥିତି ଉପୁଜିନି । Deeply concerned about the…

ରଣଜୀ ଟ୍ରଫିର ଫାଇନାଲରେ ମଧ୍ୟପ୍ରଦେଶ ଚାମ୍ପିୟନ

ବେଙ୍ଗାଲୁର: ରଣଜୀ ଟ୍ରଫିର ଫାଇନାଲରେ ମଧ୍ୟପ୍ରଦେଶ 41 ଥର ଚାମ୍ପିୟନ ମୁମ୍ବାଇକୁ 6 ୱିକେଟରେ ପରାସ୍ତ କରିଛି ।  ପ୍ରଥମ ଥର ପାଇଁ ଟାଇଟଲ ଜିତିଛି ମଧ୍ୟପ୍ରଦେଶ  । https://twitter.com/JayShah/status/1540992980386861057 ମୁମ୍ବାଇ ମଧ୍ୟପ୍ରଦେଶ  ସାମ୍ନାରେ ବିଜୟ ପାଇଁ 108…

ରାମପୁର, ଆଜମଗଡ଼ରେ ଅଖିଳେଶଙ୍କ ହାତରୁ ଆସନ ଛଡାଇଆଣିଲେ ଯୋଗୀ

ଲକ୍ଷ୍ନୈା:  ରାମପୁରରେ ବିଜେପି ଜିତିଛି । ରାମପୁର ଲୋକସଭା ଉପନିର୍ବାଚନରେ ଅଖିଳେଶ ଯାଦବଙ୍କୁ ହରାଇଛି ବିଜେପି  ।  ଉତ୍ତରପ୍ରଦେଶର ରାମପୁର ଆସନରେ ଉପ-ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧି ବିଜୟୀ ହୋଇଛନ୍ତି। ଘନଶ୍ୟାମ ଲୋଧି ୪୨ ହଜାରରୁ ଅଧିକ ଭୋଟରେ ଜିତିଯାଇଛନ୍ତି  । ଏନେଇ…

[ଦେଖନ୍ତୁ ଭିଡିଓ] ମୂଷା ଖାଇ ଯନ୍ତାରେ ଫସିଲା ନାଗ

ପୁରୀ: ମୂଷା ଖାଇ ଯନ୍ତାରେ ଫସିଲା ନାଗ । ଆଜ୍ଞା ହଁ ମୂଷା ଖାଇବାକୁ ଆସି ଯନ୍ତାରେ ଫସିଲା ନାଗ ସାପ । ପୁରୀ ଜିଲ୍ଲା ଡେଲାଙ୍ଗର ଦାଶରଥୀ ମହାପାତ୍ରଙ୍କ ପୂଜା ସାମଗ୍ରୀ ଦୋକାନରେ ମୂଷା ମାନେ ଉପଦ୍ରବ କରୁଥିଲେ । ଆଉ ସେଇ ମୂଷାଙ୍କୁ ଧରିବା ପାଇଁ ଦାଶରଥୀ ରାତିରେ ମୂଷା ଧରା ଯନ୍ତା ବସାଇଥିଲେ ।…

[ଦେଖନ୍ତୁ ଭିଡିଓ] ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର କୁକୁରଜଙ୍ଗା ଜଗନ୍ନାଥ ମନ୍ଦିର

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାର ପୁରୀ । ଝାରସୁଗୁଡ଼ାର କୁକୁରଜଙ୍ଗା ଜଗନ୍ନାଥ ମନ୍ଦିରକୁ ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ବୋଲି କୁହାଯାଏ । ୧୨୧୫ ମସିହାର ଏହି ପ୍ରାଚୀନ ମନ୍ଦିରର ଐତିହ୍ୟ ବି ବେଶ୍ ରୋଚକ । ଏଠି ପ୍ରତିବର୍ଷ ଘୋଷଯାତ୍ରା ହେଉଥିବା ବେଳେ ଜମେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ।…

୪ ଜଣ ଡ୍ରଗ୍ସ ମାଫିଆଙ୍କୁ ବାନ୍ଧିଲା STF, ୧ କେଜିରୁ ଅଧିକ ବ୍ରାଉନସୁଗର ଜବତ

ଭୁବନେଶ୍ୱର: ଖାଲି ନିଶା ସେବନ ନୁହେଁ, ନିଶା କାରବାରରେ ବି ଜଡ଼ିତ ଯୁବପିଢ଼ି । ଗୁଇନ୍ଦା ସୂଚନା ଅନୁସାରେ, STF ରେଡ୍ କରି ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧ କେଜି ୩୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଜବତ ବ୍ରାଉନସୁଗର ଅଭିଯୁକ୍ତମାନେ କେଉଁଠୁ ଆଣଥିଲେ, କାହାକୁ…