Latest Odisha News

BREAKING NEWS

ପ୍ରେମ ଚୋପ୍ରାଙ୍କ ମୃତ୍ୟୁ ଗୁଜବ, ଅଭିନେତା କହିଲେ ସୁସ୍ଥ ଅଛି

ମୁମ୍ବାଇ: ବରିଷ୍ଠ ଅଭିନେତା ପ୍ରେମ ଚୋପ୍ରାଙ୍କ ମୃତ୍ୟୁ ଗୁଜବ ବଲିଉଡ ଏବଂ ସିନେପ୍ରେମୀଙ୍କୁ ଅସ୍ତ ବ୍ୟସ୍ତ କରି ପକାଇଥିଲା । କିଛି ସମୟ ପରେ ଏହା ଗୁଜବ ବୋଲି ଜଣା ପଡିଥିଲା । ଖବର ପ୍ରସାରିତ ହେବା ପରେ ପ୍ରେମ ଚୋପ୍ରାଙ୍କ ପରିବାର ସଦସ୍ୟଙ୍କ ପାଖକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା କଲ ଏବଂ…

ପାତ୍ରପୁର ବ୍ଲକରେ ଦୋଳାରେ ମେଡ଼ିକାଲ ଗଲେ ଗର୍ଭବତୀ

ବ୍ରହ୍ମପୁର: ଗଞ୍ଜାମ‌ରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ଗାଁକୁ ଭଲ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଆଉ ଜଣେ ଗର୍ଭବତୀଙ୍କୁ କୋଡ଼ିଏ କିଲୋମିଟରରୁ ଅଧିକ ରାସ୍ତା ଦୋଳାରେ ବୋହି ଜଙ୍ଗଲ ରାସ୍ତାରେ ଦୁଇଟି ନଦୀ ପାର କରି ମୁଖ୍ୟ ରାସ୍ତାକୁ ଆଣିବା ପରେ…

କେନ୍ଦ୍ର କ୍ୟାବିନେଟ ବୈଠକ: ବିଏସଏନଏଲ ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟିର ପ୍ୟାକେଜ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିଜ ଟେଲିକମ ସଂସ୍ଥା ବିଏସଏନଏଲ ବୁଡ଼ିଯିବା ଅବସ୍ଥାରେ । ଏହାକୁ ପୁନରୁଦ୍ଧାର କରିବାକୁ ସରକାର ଦୀର୍ଘ ଚିନ୍ତନ ବିତାଇଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଡ଼ିଯାଉଥିବା ଏହି ନୌକାକୁ ଉଦ୍ଧାର କରିବାକୁ କିଛି ବାଟ ଆପଣାଯାଇଛି । ଟେଲିକମ…

ୟଶରାଜର କ୍ରମାଗତ ୫ମ ଫ୍ଲପ, ସମ୍ମାନ ବଂଚାଇବ କି ଟାଇଗର ୩, ପଠାନ !

ମୁମ୍ବାଇ: ରଣବୀର କାପୁରଙ୍କ ଶମଶେରା ବକ୍ସ ଅଫିସରେ ଧରାଶୟୀ ହୋଇଛି । ଏଥିସହ ୟଶରାଜ ବ୍ୟାନରର କ୍ରମାଗତ ୫ମ ଫିଲ୍ମ ଫ୍ଲପ ହୋଇଛି । ପ୍ରେମ କାହାଣୀରେ ସିଦ୍ଧହସ୍ତ ୟଶରାଜ ବ୍ୟାନରର ପିରିୟଡ ଡ୍ରାମାରେ ଅଭିଜ୍ଞତା କମ । ଏହା ବ୍ୟତୀତ କ୍ରମାଗତ ଭାବେ ଏ ଭଳି ଫିଲ୍ମ ନିର୍ମାଣ ହେଉଥିବାରୁ ଦର୍ଶକଙ୍କ…

ମିଥୁନଙ୍କ ବୟାନ ପରେ ପଶ୍ଚିମବଙ୍ଗ ରାଜନୀତି ସରଗରମ, ପୁଣି ଖେଲା ହୋବେ କି ?

କୋଲକାତା: ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତିଙ୍କ ବୟାନ ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଦେଇଛି । ସେ କହିଛନ୍ତି ଏବ ତୃଣମୂଳ କଂଗ୍ରେସର ୩୮ ବିଧାୟକ ଆମ ସମ୍ପର୍କରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୧ ସିଧାସଳଖ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି । କୋଲକାତାରେ ଏଥର ବିଜେପି…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି ।  ବିଜ୍ଞାନରେ ପାସହାର୍ ୯୪.୧୨%, ବାଣିଜ୍ୟରେ ପାସହାର ୮୯.୨୦% । ଆଜି ପ୍ରଥମ ପର୍ଯ୍ୟାୟରେ କେବଳ ବିଜ୍ଞାନ ଓ ବାଣିଜ୍ୟ…

୪ ବର୍ଷରେ ଏସିଆରେ ଆୟୋଜିତ ହେବ ୩ଟି ବଡ ଆଇସିସି ମହିଳା ଟୁର୍ଣ୍ଣାମେଂଟ, ଭାରତରେ ହେବ ୨୦୨୫ ବିଶ୍ୱକପ

ବର୍ମିଂହାମ:ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୪ରୁ ୨୭ ପର୍ଯ୍ୟନ୍ତ ସମସ୍ତ ବଡ ମହିଳା ଟୁର୍ଣ୍ଣାମେଂଟର ଆୟୋଜକଙ୍କ ନାମ ଘୋଷଣା କରିଛି । ୨୦୨୫ ଦିନିକିଆ ବିଶ୍ୱକପ ଆୟୋଜନ ଅଧିକାର ଭାରତକୁ ମିଳିଛି । ୫ମ ଥର ପାଇଁ ଭାରତ ଆଇସିସି ମହିଳା ଟୁର୍ଣ୍ଣାମେଂଟ ଆୟୋଜନ କରିବ । ୨୦୨୪ ମହିଳା…

ସ୍ପାଇସଜେଟ ବିମାନ ଚଳାଚଳ ଉପରେ କଟକଣା; ୫୦ ପ୍ରତିଶତ ବିମାନ ଉଡ଼ିବ

ନୂଆଦିଲ୍ଲୀ: ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଏବଂ ସୁରକ୍ଷା ଜନିତ ଅବହେଳା ପାଇଁ ସ୍ପାଇସଜେଟ ବିମାନ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ସ୍ପାଇସଜେଟ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛି । ୫୦ ପ୍ରତିଶତ କ୍ଷମତାରେ ଉଡାଣ କରିବାକୁ…

ବାବୁଶାନ୍ -ପ୍ରକୃତି ବିବାଦ ପରେ ସୁନା ଅଳଙ୍କାର ବିଜ୍ଞାପନରୁ ବାଦ ଦେଲା କମ୍ପାନୀ

ଭୁବନେଶ୍ୱର: ଦାଣ୍ଡରେ ପଡ଼ିଛି ଷ୍ଟାର କଳି। ବାବୁଶାନ୍ -ପ୍ରକୃତିଙ୍କୁ ନେଇ ବିବାଦ ଥମୁନଥିବା ବେଳେ ପ୍ରକୃତିଙ୍କ ପରେ ପରେ ଏବେ ଫେରିଆସିଛନ୍ତି ବାବୁଶାନ୍। ସେପଟେ ସୋସିଆଲ ମିଡିଆରେ ଉଭୟଙ୍କୁ ଜୋରଦାର ଚର୍ଚ୍ଚା ଚାଲିଛି। ଅଭିନେତ୍ରୀ ପ୍ରକୃତିଙ୍କୁ ଟ୍ରୋଲ କରାଯାଉଥିବା ବେଳେ ଏବେ ଏହି ବିବାଦ…

[ଦେଖନ୍ତୁ ଭିଡିଓ] ୬୫୦ କୋଟି ଟଙ୍କାରେ ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ଏକ କ୍ୟାନ୍ସର ହସ୍ପିଟାଲ୍‌

ଭୁବନେଶ୍ୱର  : ୬୫୦ କୋଟି ଟଙ୍କା ବ୍ୟୟରେ ନାଇଜର ଭୁବନେଶ୍ୱର ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ୍‌। ହସ୍ପିଟାଲ ନିର୍ମାଣ ପାଇଁ କେନ୍ଦ୍ର ସରକାର ୪ ଶହ କୋଟି ଏବଂ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଦେବେ। ଆସନ୍ତା ୩ ବର୍ଷ ମଧ୍ୟରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ…