Latest Odisha News

BREAKING NEWS

ଭାଷା ଭାଗବତ : ଭାଷୋଦୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜ୍ଞାନକୁ ରଖିଥିଲେ ସଂଚି ସମାଜ ଆପେ ପାରେ ବଂଚି ଋଷିଂକ କଥା ଶୁଣି ଚାଷୀ କେବେ ତ ହୁଏନି ସନ୍ନ୍ୟାସୀ ! ଜ୍ଞାନ ବଳେ ଚଳେ ଏ ବିଶ୍ବ ଧନ ଥାଇ ବି ମନ ନିଃସ୍ବ ହୋଇଲେ, ଘଟଇ ବିନାଶ ଏ ସତ୍ୟ କରେଁ ମୁଁ ବିଶ୍ବାସ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୭  ଜୟ ଜଗନ୍ନାଥ,ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କୁ ଭୈରବ ଓ ମା ବିମଳାଙ୍କୁ ଭୈରବି ହିସାବରେ ଶ୍ରୀମନ୍ଦିର ମଧ୍ୟରେ ବିବେଚିତ ହୁଅନ୍ତି । ଶ୍ରୀମନ୍ଦିର ବାହାରେ ଶ୍ରୀକ୍ଷେତ୍ର ଭିତରେ ଅନେକ ଦେବୀ ପୂଜିତ…

ଆସାମ ମାଗିଲା ନିଜ ରାଜ୍ୟର ହାତୀ, ତାମିଲନାଡୁ କହିଲା ଦେବନି: ଆଜି କୋର୍ଟ ଶୁଣାଣି କରିବେ

ଗୌହାଟି: ଲିଜ୍ ନେଇଥିବା ହାତୀକୁ ନେଇ ଆସାମ ଏବଂ ତାମିଲନାଡୁ ସରକାରଙ୍କ ମଧ୍ୟରେ ବିବାଦ ଶେଷରେ କୋର୍ଟରେ ପହଞ୍ଚିଛି। ତାମିଲନାଡୁ ହାତୀ ଫେରାଇବାକୁ ମନା କରିବା ପରେ ଆସାମ ସରକାର ଗୌହାଟି ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ବିଶେଷକରି ମନ୍ଦିର ହାତୀ ଜୋୟମାଲାକୁ ନେଇ ବିବାଦ ରହିଛି।…

୧୩ ହଜାରରୁ ଅଧିକ ମାମଲାର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବର୍ତ୍ତମାନର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ଦାୟିତ୍ୱ ଗ୍ରହଣ କରିବା ପରେ ପଡ଼ି ରହିଥିବା ମାମଲାର ସମାଧାନକୁ ତ୍ୱରାନ୍ୱିତ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ରହିବ । ୧୪ ଦିନ କାର୍ଯ୍ୟକାଳ ମଧ୍ୟରେ ୫୦୦୦ ରୁ ଅଧିକ ମାମଲା ସୁପ୍ରିମକୋର୍ଟରେ…

୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ: ବିରୋଧୀ ଦଳ ନେତା

ପୁରୀ: ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବ । ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଗୁରୁବାର ଏହା କହିଛନ୍ତି। ପୁରୀରେ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଚାଲିଥିଲା। ଏହି ଶିବିରରେ ବିଜୟର ମନ୍ତ୍ର ଦିଆଯାଇଛି। ଏହି…

‘ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫ଟି ସ୍ଥାନରେ ମିଳିବ 5G ସେବା’

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ୫ଜି (5G) ସେବା ଖୁବ୍ ଶୀଘ୍ର ଓଡିଶାରେ ଆରମ୍ଭ ହେବ। କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଛନ୍ତି। ୫ଐରେ ବିକିରଣ ପ୍ରଭାବ ରହିଛି ବୋଲି ଚର୍ଚ୍ଚା ହେଉଛି। ହେଲେ ଏହାର କୌଣସି…

ଆପଣଙ୍କ ଗାଡି ନମ୍ବର ଏଚଏସଆରପି ଅନ୍ତର୍ଭୁକ୍ତ ତ? ନହେଲେ ଅକ୍ଟୋବର ୧ରୁ ଦେବେ ଜୋରାମାନା

ଭୁବନେଶ୍ୱର: ଆପଣଙ୍କ ଗାଡି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚଏସଆରପି)ରେ ସାମିଲ ହୋଇଛି ତ? ? ଯଦି ନହୋଇଛି ମାସ ଶେଷ ସୁଦ୍ଧା କାମ ଶେଷ କରି ଦିଅନ୍ତୁ । ନହେଲେ ଅକ୍ଟୋବର ୧ରୁ ଦେବେ ଜୋରିମାନା । ଏ ନେଇ ପରିବହନ ବିଭାଗ ସୂଚନା ଦେଇଛି। ଏପ୍ରିଲ ୧, ୨୦୧୯ ପୂର୍ବରୁ ପଞ୍ଜିତୃତ…

ଜାତୀୟ ଫିଲ୍ମ ଦିବସରେ ମାତ୍ର ୭୫ ଟଙ୍କାରେ ଦେଖିପାରିବେ ସିନେମା

ମୁମ୍ବାଇ: 23 ସେପ୍ଟେମ୍ବର 2022 ରେ ଆର ମାଧବନ୍, ଖୁଶାଲୀ କୁମାର, ଅପାର ଶକ୍ତି ଖୁରାନା ଏବଂ ଦର୍ଶନ କୁମାରଙ୍କ ଆଗାମୀ ଥ୍ରୀଲର 'ଧୋକା ରାଉଣ୍ଡ ଦି କର୍ଣ୍ଣର' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଦିନ ଜାତୀୟ ସିନେମା ଦିବସ ଭାବେ ମଧ୍ୟ ପାଳନ କରାଯାଏ। ଏହି ବିଶେଷ ଦିନେ…

ମେଲେରିଆ ମୁକ୍ତ ହେବ ଓଡ଼ିଶା : ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ମେଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟକୁ ଆନ୍ତର୍ଜାତୀୟ ସ୍ୱୀକୃତି ମିଳିଛି । ଆଗାମୀ ଦିନରେ ମେଲେରିଆ ମୁକ୍ତ ଓଡ଼ିଶା ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ରାଜ୍ୟରେ ୨୦୧୭ ମସିହାଠାରୁ ମେଲେରିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଥିରେ…

ଆସାମରେ ୮ ଆଦିବାସୀ ଉଗ୍ରପନ୍ଥୀ ସଂଗଠନ ସହ ସ୍ୱାକ୍ଷର ହେଲା ଶାନ୍ତି ଚୁକ୍ତି

ନୂଆଦିଲ୍ଲୀ: ଆସାମରେ ଗୁରୁବାର ୮ ଆଦିବାସୀ ଉଗ୍ରପନ୍ଥୀ ସଂଗଠନଙ୍କ ସହ ତ୍ରିପାକ୍ଷିକ ଶାନ୍ତି ଚୁକ୍ତିନାମା ହୋଇଛି । ଏହା ଦ୍ୱାରା ଆସାମରେ ଶାନ୍ତି ସ୍ଥାପିତ ହୋଇପାରିବ ବୋଲି ଆଶା କରାଯାଉଛି । ଏହି ଉଗ୍ରପନ୍ଥୀ ସଂଗଠନଗୁଡିକ ମଧ୍ୟରେ ଅଲ ଆଦିବାସୀ ନ୍ୟାଶନାଲ ଲିବରେଶନ ଆର୍ମି, ଆଦିବାସୀ କୋବ୍ରା…