Latest Odisha News

BREAKING NEWS

ଗୋଟିଏ ବର୍ଷ ମଧ୍ୟରେ ଟିମ ଇଣ୍ଡିଆକୁ ମିଳିଲାଣି ୬ ଅଧିନାୟକ

ମୁମ୍ବାଇ: ବିସିସିଆଇ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରିଛି । ସେ ଟି୨୦ରେ ଭାରତର ଓଭରାଲ ୯ମ ଅଧିନାୟକ ହେବେ । ତେବେ ଜୁନ ୨୧ରୁ ଏ ପର୍ଯ୍ୟନ୍ତ ଗୋଟିଏ ବର୍ଷ ମଧ୍ୟରେ ଟିମ ଇଣ୍ଡିଆକୁ ୬ଜଣ ଅଧିନାୟକ ମିଳି ସାରିଲେଣି…

ଗୁଜରାଟ କାଳିକ ମାତାଙ୍କ ମନ୍ଦିର ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଜୁନ ୧୭ ଓ ୧୮ ଦୁଇଦିନ ଧରି ଗୁଜରାଟ ଗସ୍ତ କରିବେ ।  ଜୁନ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୯.୧୫ ମିନିଟରେ ପ୍ରଧାନମନ୍ତ୍ରୀ ପାଭଗଡ଼ ପାହାଡ଼ରେ ପୁନଃନିର୍ମିତ ଶ୍ରୀ କାଳିକା ମାତା ମନ୍ଦିର ଦର୍ଶନ କରି ଏହାର ଉଦଘାଟନ କରିବେ । ପାଭଗଡ଼ ପାହାଡ଼ ଉପରେ…

ସ୍ୱିସ୍ ବ୍ୟାଙ୍କରେ ବଢୁଛି ଭାରତୀୟ ଅର୍ଥ; ୩୦.୫ ହଜାର କୋଟି ଟଙ୍କା ବୃଦ୍ଧି

ଭୁବନେଶ୍ୱର: ସ୍ୱିସ୍ ବ୍ୟାଙ୍କରେ ବଢୁଛି ଭାରତୀୟ ମୁଦ୍ରାର ପରିମାଣ । ଏଥର ୧୪ ବର୍ଷରେ ସର୍ବାଧିକ ବୃଦ୍ଧି ପାଇଛି । ଆଜକୁ ବିଗତ ୧୪ ବର୍ଷ ଭିତରେ ଭାରତୀୟ ମୁଦ୍ରା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି । ଯାହାର ମୂଲ୍ୟ ୩୦.୫ ହଜାର କୋଟି ଟଙ୍କା ରହିଛି । ସ୍ୱିଜରଲ୍ୟାଣ୍ଡର ସେଣ୍ଟ୍ରାଲ…

ବିଜୟ ଅମ୍ବୃତା ହେଲେ ଭୁବନେଶ୍ବର କମିଶନର

ଭୁବନେଶ୍ବର: ଆଇଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି ।  ବିଜୟ ଅମୃତା କୁଲାଙ୍ଗେ ହେଲେ  ଭୁବନେଶ୍ୱର କମିଶନର, କଟକ କମିଶନର ହେଲେ ନିଖିଲ ପବନ କଲ୍ୟାଣ  । ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର କମିଶନର । ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ମହାନଗର ନିଗମର…

ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ରଜନୀ ବାଲା ହତ୍ୟାକାଣ୍ଡର ଅପରାଧୀ

କୁଲଗାମ: ଟାର୍ଗେଟ କିଲିଂ ଆଳରେ ନିରୀହ ଓ ସାଧାରଣ ନାଗରିକଙ୍କୁ ହତ୍ୟା କରୁଥିବା ଆତଙ୍କବାଦୀଙ୍କ କାଳ ସାଜିଛନ୍ତି ସୁରକ୍ଷା କର୍ମୀ । କିଛି ଦିନ ତଳେ ଜଣେ ବ୍ୟାଙ୍କ କର୍ମଚାରୀ ଓ ଶିକ୍ଷୟତ୍ରୀଙ୍କୁ ହତ୍ୟା କରିଥିବା ଲଶ୍କର ଏ ତୋଇବାର ୨ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଛନ୍ତି ।…

[ଦେଖନ୍ତୁ ଭିଡିଓ] ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲର ନିର୍ମାଣ କାର୍ଯ୍ୟକୁ ବିରୋଧ, ପ୍ରଥମେ ଥଇଥାନ ଦାବି

ପାରାଦୀପ: ଜମି ନେଇଛ, ରୋଜଗାର ଦିଅ । ପ୍ରତିଶ୍ରୁତି ଦେଇଥିଲ, ଥଇଥାନ କର । ପାରାଦୀପ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ କାରଖାନାର ପାଇପ୍ ଲାଇନ୍ ଓ ବନ୍ଧ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଏଭଳି ନାରା ଦେଇଛନ୍ତି ଗ୍ରାମବାସୀ । ସ୍ଥାନୀୟ ଗ୍ରାମବାସୀ ଓ ବିସ୍ଥାପିତ ହେବାକୁ ଥିବା ପରିବାରକୁ…

ଜମି ବିବାଦ : ଭାଇ ଗୁଳି ମାଡ଼ରେ ଭାଇ ଗୁରୁତର

ବ୍ରହ୍ମପୁର:ଜମିବାଡ଼ି ବିବାଦକୁ ନେଇ ଗଞ୍ଜାମ ଜିଲା ଖଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମରେ ଗୁଳିକାଣ୍ଡ ଘଟିଛି । ଭାଇର ଗୁଳିମାଡ଼ରେ ଭାଇ ଗୁରୁରତ ଆହତ ହୋଇଛନ୍ତି । ଗୁରୁବାର ଦିନ ଦ୍ବିପହରରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଭିକାପଡ଼ା ଗ୍ରାମର ବଡ଼ଦାଣ୍ଡ ସାହିରେ…

ପ୍ଲାଷ୍ଟିକ ବୋତଲ ଦେଲେ ଖାଦ୍ୟରେ ରିହାତି

ବ୍ରହ୍ମପୁର: ବ୍ରହ୍ମପୁରକୁ ପ୍ଲାଷ୍ଟିକ ମୁକ୍ତ ସହରରେ ପରିଣତ କରିବାକୁ ଆଉ ଏକ ନୂଆ ଉଦ୍ୟମ ଆରମ୍ଭ ହୋଇଛି । ପୁରୁଣା ବସ ଷ୍ଟାଣ୍ଡ ଠାରେ ରିଭର୍ସ ଭେଣ୍ଡିଂ ମଶିନ(ଆର୍‌ଭିଏମ୍‌)ନାମକ ଏକ ସ୍ୱତନ୍ତ୍ର ମେସିନ୍ ପ୍ରତିଷ୍ଠା କରାଯାଇଛି। ଯେଉଁଥିରେ ପ୍ଲାଷ୍ଟିକ, ପଲିଥିନ ଆଦି ପକାଇଲେ ବଦଳରେ ଏକ ରସିଦ…

[ଦେଖନ୍ତୁ ଭିଡିଓ] ରାହୁଲକୁ ମାରିଦେଲା କି ସାବତ ମାଆ ?

ପାରାଦୀପ: ୧୫ ବର୍ଷର ରାହୁଲ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି । ପ୍ରାଥମିକ ତଦନ୍ତରୁ ପୋଲିସ କିଛି ସ୍ପଷ୍ଟ କରିନଥିବା ବେଳେ ସନ୍ଦେହ ଘନେଇବାରେ ଲାଗିଛି । ସାବତ ମାଆ କୁନିଙ୍କ ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ପୁଅ ଘର ଛାଡ଼ି ପଳାଇଥିଲା ।…

ଭାରତକୁ ଧମକ ଦେଲା ଆଇଏସକେ

ନୂଆଦିଲ୍ଲୀ: ନୁପୂର ଶର୍ମାଙ୍କ ବିବାଦୀୟ ବୟାନ ପରେ ଦେଶର କେତେକ ସ୍ଥାନରେ ଅଶାନ୍ତି ଉପୁଜିଥିଲା । ଏବେ ଏହି ଘଟଣାରେ ଆଫଗାନିସ୍ତାନର ଆତଙ୍କବାଦୀ ସଂଗଠନ ଆଇଏସକେ ଭାରତରେ ବୋମା ବିସ୍ଫୋରଣ କରିବ ବୋଲି ଧମକ ଦେଇଛି । ଭିଡିଓ ନ୍ୟୁଜ ବୁଲେଟିନ ମାଧ୍ୟମରେ ସେମାନେ ଏହି ଧମକ ଦେଇଛନ୍ତି । ପୂର୍ବରୁ…