ନିଜକୁ ପ୍ରଶ୍ନ
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଗଣେଶର ବାହାଘର ପାଇଁ ବନ୍ଧୁ ବାନ୍ଧବଙ୍କ ଲାଗି ଯେତେବେଳେ ଲୁଗାପଟା କିଣାଗଲା, ସେତେବେଳେ ବେଶୀ ଖୁସି ଥିଲା ଉଲ୍ଲାସ। ହଁ ଉଲ୍ଲାସ ସ୍ୱାଇଁ। ଗଣେଶର ମାମୁ ପୁଅ ଭାଇ। ତିନି ମାସ ହେଲା ସେ ନିଜ ଗାଁ ଓ ଘର ଛାଡ଼ି ଆସି ପିଉସୀ ଘରେ ରହୁଛି।…