Latest Odisha News

BREAKING NEWS

ଦୈନିକ ୧୦ ହଜାର ଷ୍ଟେପ ଚାଲନ୍ତୁ, କ୍ୟାନସର ଭଳି ମାରାତ୍ମକ ରୋଗ ଭୟରୁ ନିର୍ଭୟ ରୁହନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦିନକୁ ୩୦ମିନିଟ୍ ଚାଲିବା, ଯୋଗ ଓ ଜିମ୍ ଯିବା ସହ ସମାନ। କିନ୍ତୁ ଆପଣ ଜାଣନ୍ତିକି ପ୍ରତିଦିନ ଚାଲିବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ। ସିଡନୀ ୟୁନିଭରସିଟି ଏବଂ ଅଷ୍ଟ୍ରେଲିଆର ସାଉଥ ଡେନମାର୍କ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଦୈନିକ…

ଓଡିଶା ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ବିଭିନ୍ନ ଦାବି ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି

ଭୁବନେଶ୍ୱର : ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ୪ ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ରାଜଭବନଠାରେ ସାକ୍ଷାତ କରିଛନ୍ତି  ।  ତାସହ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି  । ଏହି ସ୍ମାରକପତ୍ରରେ ଦର୍ଶାଯାଇଥିବା ଦାବି…

ଗାଡ଼ି ଚାଳକଙ୍କୁ ଗିରଫ ଦାବିରେ ଥାନା ଘେରାଉ

ବ୍ରହ୍ମପୁର: ଗତ ୧୦ ତାରିଖରେ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାର ନାରାୟଣପୁର ମୁଖ୍ୟ ରାସ୍ତା ପାର୍ଶ୍ଵରେ କାଳିଆ ବିଷୋୟୀ(୩୮) ନାମକ ଜଣେ ବ୍ୟକ୍ତି ଛିଡ଼ା ହୋଇଥିବା ବେଳେ ବେପରୁଆ ଭାବେ ଗାଡି ଚଳାଇ ଆସୁଥିବା ଜଣେ କାର ହଠାତ୍ ଧକ୍କା ଦେଇଥିଲା । ଫଳରେ କାଳିଆଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।…

ଚାଲିଥିଲା ଗଞ୍ଜେଇ ଯାଞ୍ଚ, ବସ୍‍ ଭିତରୁ ମିଳିଲା ୩୨ ଲକ୍ଷ ଟଙ୍କା

ବ୍ରହ୍ମପୁର: ପୁଣି ଥରେ ବସ୍‍ ଭିତରୁ ପୁଳାପୁଳା ଟଙ୍କା ମିଳିବାକୁ ନେଇ ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ପୂର୍ବରୁ ଥରେ ଏକ କୋଟି ୨୦ ଲକ୍ଷ ଟଙ୍କା ମିଳିଥିବା ବେଳେ ମଙ୍ଗଳବାର ମିଳିଛି ନଗଦ ୩୨ ଲକ୍ଷ ଟଙ୍କା। ପ୍ରାଥମିକ ସୂଚନା ଅନୁଯାୟୀ, ବସ୍‍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ…

ସ୍ୱାମୀ ଆଖି ଆଗରେ ପୋଖରିରେ ବୁଡ଼ିଗଲା ଗର୍ଭବତୀ ସ୍ତ୍ରୀ

ବଲାଙ୍ଗିର: ହସ୍ପିଟାଲରୁ ଚେକଅପ୍ ସାରି ଫେରୁଥିଲେ । ପେଟରେ ବଢ଼ୁଥିବା ଛୁଆକୁ ନେଇ ମନରେ ଢେର୍ ଆଶା ବି ବାନ୍ଧିଥିଲେ । ହେଲେ ହଠାତ୍ ସବୁକିଛି ଓଲଟ ପାଲଟ ହୋଇଗଲା । କାରରେ ଫେରୁଥିବା ବେଳେ କାର ଯାଇ ସିଧା ପୋଖରି ଭିତରେ ପଶିଗଲା । କୌଣସି ମତେ ସ୍ୱାମୀ ପହଁରି ପହଁରି କୂଳକୁ ପଳାଇ ଆସିଲେ ।…

ଖଣ୍ଡାରେ ଯୁବକଙ୍କୁ ହାଣି ହତ୍ୟା

ବ୍ରହ୍ମପୁର:ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରେଗିଡ଼ି ଛକ ପାଖରେ କେତେକ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ହେଲେ ପୁରୁଷୋତ୍ତମପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ନାହାକ। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ବାଇକ୍‍ରେ କେଉଁଆଡ଼େ…

ବାହା ହୋଇନଥିଲେ ବଲିଉଡରେ କାମ ମିଳେ!

ମୁମ୍ବାଇ: ଆଧୁନିକ ଯୁଗର ତାଳେ ତାଳେ ବଦଳିବାକୁ ଲାଗୁଛି ଫିଲ୍ମ ଇଣ୍ଡଷ୍ଟ୍ରି। ବିଶେଷ କରି ବଲିଉଡରେ ବହୁତ ପରିବର୍ତ୍ତନ ଆସିଛି। ଚଳଚ୍ଚିତ୍ରର କାହାଣୀଠାରୁ ଆରମ୍ଭ କରି ଫ୍ୟାଶନ, ସବୁ ବଦଳିଯାଇଛି। ସମ୍ପ୍ରତ୍ତିରେ ସେଲିବ୍ରିଟି ମହିମା ଚୌଧୁରୀଙ୍କର ଇଣ୍ଟର୍ଭ୍ୟୁ ହୋଇଥିଲା ଏବଂ ଏଥିରେ ସେ…

ପୁଟିନ୍ ସେନାକୁ ତଡ଼ିପାର କରୁଛନ୍ତି ଜେଲେନସ୍କି ସେନା !

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦୦ରୁ ଅଧିକ ଦିନ ହେବ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ଅନେକ ସ୍ଥାନକୁ ମଧ୍ୟ ପୁଟିନ ସେନା ଅକ୍ତିଆର ମଧ୍ୟ କରିଥିଲା। କିନ୍ତୁ ବିଳମ୍ବରେ ହେଉ ପଛେ ଏବେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସେନା ସକ୍ରିୟ ହୋଇଛି। ଆଉ ଋଷ ସେନା…

ବନିଶିରେ ମାଛ ବଦଳରେ ପଡ଼ିଲା କୁମ୍ଭୀର ଛୁଆ

ଯାଜପୁର: ବନିଶିରେ ମାଛ ବଦଳରେ ପଡ଼ିଲା କୁମ୍ଭୀର । ଯାଜପୁର ଜିଲ୍ଲା ବରୀ ବ୍ଲକ ରମ୍ପା ଗାଁ ପଗିଡ଼ିଆ ନଦୀରୁ କୁମ୍ଭୀର ଛୁଆ ଉଦ୍ଧାର ହୋଇଛି । ଗାଁର କୁନା ମଲ୍ଲିକ ମାଛ ଧରିବାକୁ ପଗିଡ଼ିଆ ନଦୀରେ ବନିଶି ପକାଇଥିଲେ । ହେଲେ ବନିଶିରେ ମାଛ ନପଡ଼ି ପଡ଼ିଥିଲା କୁମ୍ଭୀର ଛୁଆ । ସଙ୍ଗେ ସଙ୍ଗେ କୁନା…

ଥାନା ଭିତରେ ‘ଗୁଣ୍ଡାଗର୍ଦ୍ଦି’, ଉତ୍ତ୍ୟକ୍ତ ଜନତା ମାରିଲେ ପୋଲିସକୁ ଧକ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ : ଥାନା ଭିତରେ ଗୁଣ୍ଡାଗର୍ଦ୍ଦି । ଥାନା ଭିତରେ ଧସେଇ ପଶିବା ପରେ ଉପସ୍ଥିତ ଥାନା ଅଧିକାରୀଙ୍କୁ ଠେଲାପେଲା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଯାହା ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର ଆଦି ରାଜ୍ୟରେ ସାଧାରଣରେ ଦେଖାଯାଏ। କିନ୍ତୁ ଏ ଖବର ଓଡ଼ିଶାରେ ଘଟିଛି । ଗତ…